‘ସ୍ଵାମୀ ନା ଛେନା ଗୁଡ… ମୁଁ ତୁମ ସ୍ଵାମୀ…’ ମାଇଁ-ଭଣଜାଙ୍କ ମସ୍ତି ଦେଖିଲେ ହସି ହସି ଗଡିବେ ଆପଣ ! 

ଦର୍ଶକ ବନ୍ଧୁ ସାଧାରଣତଃ ଲୋକ ମାନେ ଏବେ ଇଣ୍ଟର୍ନେଟ ବା ସୋସିଆଲ ମିଡିଆ ସହ ପ୍ରତି ସମୟ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି ।

ଆଜି ଆମେ ଏଭଳି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ସାରା ରାଜ୍ୟରେ ଆଜି ଫେମସ ହୋଇପାରିଛନ୍ତି । ଦର୍ଶକ ବନ୍ଧୁ ଏହି ଦମ୍ପତ୍ତି ଆଉ କେହି ନୁହେଁ ଏ ହେଉଛନ୍ତି ରୂପା ଏବଂ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା-ପିଣ୍ଟୁଙ୍କୁ ସୋସିଆଲ ମିଡିଆରେ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସେ ୟୁଟ୍ୟୁବରେ ନିଜର ଭିଡିଓ ଅପଲୋଡ କରନ୍ତି ଏବଂ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ ।

ସେ ନିଜ ଲାଇଫ ଷ୍ଟାଇଲ ଲୋକ ମାନଙ୍କୁ ଦେଖାଇ ଥାନ୍ତି । ଏହା ସହ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି । ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଏବଂ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି ।

ତେବେ ଗତ କିଛି ସମୟ ହେବ ରୂପାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରୂପା-ପିଣ୍ଟୁ ନିଜ ଭଣଜା ସହ ଦେଖା କରିଛନ୍ତି । ଭଣଜା ପିଣ୍ଟୁଙ୍କ ସହ ବହୁତ ମଜା ମସ୍ତି କରୁଥିବାର ନଜର ଆସୁଛି ।

ଏହା ପରେ ଭଣଜା ରୂପାଙ୍କ ସହ ମସ୍ତି କରି ରୂପାଙ୍କୁ କହୁଛି ମୁଁ ହେଉଛି ତମ ସ୍ଵାମୀ । ଭଣଜାର ଏହି କଥା ଶୁଣି ସେଠାରେ ଥିବା ସମସ୍ତ ଲୋକ ବହୁତ ହସୁ ଛନ୍ତି । ଏହି ଭିଡିଓଟି ବହୁତ ମଜାଦାର ରହିଛି । ତେବେ ବନ୍ଧୁଗଣ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *