ଛୁଆଙ୍କୁ ବାହାରେ ଠିଆ କରି କାର୍ ଭିତରେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖୁଥିଲା ମା’ ! ଆଉ ତା’ପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ତ୍ତମାନ ସମୟ ରେ ଏଭଳି ଅନେକ କିଛି ଅଦ୍ଭୁତ ଘଟଣା ଘଟୁଛି ଯାହା ଲୋକ ମାନଙ୍କୁ ଆଚମ୍ବିତ କରି ଦେଉଛି । ଏଭଳି ଘଟଣା ହୁଏତ କୌଣସି ବ୍ୟକ୍ତି କଳ୍ପନା ମଧ୍ୟ କରି ନଥିବ । ସେହିପରି ଏକ ଅଦ୍ଭୁତ ତଥା ଲଜ୍ଜାଜନକ ଘଟଣା ସାମ୍ନା କୁ ଆସିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେ ମହିଳା ଙ୍କ ସମ୍ବନ୍ଧରେ କହିବୁ ଯିଏ ଏଭଳି କାମ କରିଛନ୍ତି ଯାହା ହୁଏତ କେହି ସ୍ୱପ୍ନ ରେ ସୁଦ୍ଧା ବି ଭାବି ନଥିବେ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଘଟଣା ଟି ହେଉଛି ଆର୍ଜେଣ୍ଟିନା ର ଲାପ୍ଲାଟା ପେରେରା ଇଲୋଲା ପାର୍କ ରେ ଘଟିଛି । ସୂଚନାଯୋଗ୍ୟ ଜଣେ ମହିଳା ନିଜ ଛୁଆ ମାନଙ୍କୁ ଗାଡ଼ି ଭିତରୁ ବାହାରକୁ ଓହ୍ଲାଇ ପର ପୁରୁଷ ଙ୍କ ସହିତ ଶାରୀରିକ ସଂପର୍କ ରେ ଲିପ୍ତ ରହିଥିଲେ ।

ଖବର ଅନୁଯାୟୀ ମହିଳା ଜଣକ ନିଜର ଦୁଇ ପିଲା ଙ୍କୁ କାର୍ ରୁ ଓହ୍ଲାଇ ଦେଇ ପଛ ପଟ ସିଟ୍ ରେ ତାଙ୍କ ପ୍ରେମିକ ଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାରେ ବ୍ୟସ୍ତ ରହିଥିଲେ । ପାର୍କ ରେ ଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ମହିଳା ଙ୍କ ଦୁଇ ଛୁଆ ଙ୍କ ବୟସ ମାତ୍ର ୫ ବର୍ଷ ଏବଂ ଅନ୍ୟ ଜଣକ ବୟସ ମାତ୍ର ୨ ବର୍ଷ ଅଟେ ।

ସେମାନେ ବାହାରେ ଥାଇ କାର୍ ର କାଚ ବାଡାଉଥିବା ବେଳେ ତାଙ୍କ ମାଆ ଭିତରେ ନିଜ ପ୍ରେମିକ ସହିତ ସେକ୍ସ କରିବାରେ ବ୍ୟସ୍ତ ରହିଥିଲେ । କୌଣସି ସୂତ୍ର ରୁ ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉଭୟ ଙ୍କୁ ଗିରଫ କରିଛି । ତେବେ ଛୋଟ ପିଲା ମାନଙ୍କୁ ଶୋଷଣ କରିଥିବା ଅଭିଯୋଗ ରେ ସେମାନଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ପୋଲିସ ପକ୍ଷ ରୁ ସୂଚନା ମିଳିଛି ।

ତେବେ ଏଭଳି ଲଜ୍ଜାଜନକ ଘଟଣା ଲୋକ ମାନଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଆପଣ ମାନେ ଏହି ଖବର ସମ୍ବନ୍ଧରେ ଜାଣିବା ପରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *