ସୁର ଭାଇଙ୍କ ଲୋକାଲ ହିନ୍ଦୀ, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସବୁବେଳେ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚାରେ ରୁହନ୍ତି । ବନ୍ଧୁଗଣ କହିବାକୁ ଗଲେ ସୁର ଭାଇ କୌଣସି ଓଡିଆ କଳାକାରଙ୍କ ଠାରୁ କମ ନୁହନ୍ତି । ଓଡିଆ କଳାକାରଙ୍କ ଭଳି ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ବନ୍ଧୁଗଣ ସୁର ଭାଇ ସମାଜସେବା କରିବା ସହ ଓଡିଆ ଆଲବମରେ ମଧ୍ୟ କାମ କରିଛନ୍ତି ।

ସେ ଅନେକ ଓଡିଆ ଆଲବମରେ ଗୀତ ଗାଇଛନ୍ତି ଓ ଏମିତିକି ନିଜ ପତ୍ନୀଙ୍କ ସହ ବି ସେ ଆଲବମ କରିଛନ୍ତି । ତେବେ ବନ୍ଧୁଗଣ ସୁର ଭାଇଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଜର ହସ ରୋକିପାରିବେ ନାହିଁ  ।

ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ସୁର ଭାଇଙ୍କ ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ସୁର ଭାଇ ଏହି ଭାଇରାଲ ଭିଡିଓରେ ନିଜ ସୁନ୍ଦର ହିନ୍ଦୀ କହୁଥିବା ନଜର ଆସୁଛନ୍ତି । ଏହି ଦୃଶ୍ୟ ହେଉଛି ଭୁବନେଶ୍ବର ଡୁମୁଡୁମାର ଗୋଟେ ବସ୍ତିର । ବସ୍ତି ଉଚ୍ଛେଦ ପାଇଁ ସରକାର ନୋଟିସ କରିଥିବାରୁ ବସ୍ତି ବାସିନ୍ଧା ଧାରଣାରେ ବସି ଥିଲେ ।

ତେବେ ବସ୍ତି ବାସିନ୍ଧାଙ୍କୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ ନେତା ମାନେ ଆସିଥିଲେ । ବନ୍ଧୁଗଣ ବସ୍ତି ଭିତରକୁ ଯିବା ପରେ ସମୟରେ ସୁର ଭାଇ ନିଜ ଷ୍ଟାଇଲରେ ହାତ ହଲେଇ ରେଡି ରେଡି କହୁଥିବାର ମଧ୍ୟ ନଜର ଆସୁଛନ୍ତି । ସୁର ଭାଇ ସେହି ବସ୍ତି ବାସିନ୍ଧାଙ୍କ ସାମ୍ନାରେ ସରକାରଙ୍କ ବିରୋଧରେ ଭାଷଣ ଦେଉଥିବାର ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ସୁର ଭାଇ ହଠାତ ଲୋକାଲ ହିନ୍ଦୀରେ ଭାଷଣ ଦେବାକୁ ଲାଗୁଛନ୍ତି ।

ଲୋକାଲ ହିନ୍ଦୀରେ ସୁର ଭାଇ ଟିକେ ଟିକେ ଓଡିଆ ମଧ୍ୟ ମିସାଉ ଛନ୍ତି । ସୁର ଭାଇଙ୍କ ଲୋକାଲ ହିନ୍ଦୀ ଶୁଣି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଓ ଲୋକମାନଙ୍କୁ ସୁର ଭାଇଙ୍କ ହିନ୍ଦୀ ବହୁତ ପସନ୍ଦ ମଧ୍ୟ ଆସୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଲୋକାଲ ହିନ୍ଦୀ କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *