କଥା କଥାରେ କାନ୍ଦୁଥିବା ଝିଅମାନେ କିପରି ହୋଇଥାଆନ୍ତି – Ajira Anuchinta

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ବିଷୟ ସମ୍ବନ୍ଧରେ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଏପରି କିଛି ଝିଅ ଅଛନ୍ତି ଯେଉଁମାନେ ସାଧାରଣତଃ ଅନେକ ସମୟରେ କାନ୍ଦିଥାଆନ୍ତି।କିନ୍ତୁ କିଛି ଏଭଳି ଝିଅ ମଧ୍ୟ ଅଛନ୍ତି ଯେଉଁମାନେ ବହୁତ ଛୋଟ ଛୋଟ କଥାରେ କାନ୍ଦି ପକାଇଥାନ୍ତି ସେ ଯେ କୌଣସି କଥା ହେଇଥିଲେ ମଧ୍ୟ। ଏଥିପାଇଁ ସମସ୍ତେ ଏମାନଙ୍କ ମଜାକ ଉଡାଇଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ସ୍ଵଭାଵ ର ଝିଅ ମାନଙ୍କ ବିଷୟରେ ଆଜି ଅଵଗତ କରାଇବୁ।ତେବେ ଆସନ୍ତୁ ଜାଣିବା ଏହି ସ୍ଵଭାଵ ର ଝିଅ ମାନଙ୍କର କିଛି ଖାସ ଗୁଣ ସମ୍ବନ୍ଧରେ।

୧.ବନ୍ଧୁଗଣ ଯଦି ଆପଣ ମାନେ ଭାବନ୍ତି ଯେ, ଏପରି ସ୍ଵଭାଵ ଥିବା ଝିଅ ମାନେ କମଜୋର ହୋଇଥାଆନ୍ତି।ତେବେ ଆପଣଂକ ସେହି ଭ୍ରମ ଟି ଆଜି ଦୂର ହୋଇଯିବ। ବନ୍ଧୁଗଣ ଯଦି ଆପଣ ମାନେ ଭାବୁଥାନ୍ତି ଯେ, ଟିକେ ଟିକେ କଥାରେ କାନ୍ଦୁ ଥିବା ଝିଅ ମାନେ ଡରକୁରି ଏବଂ କମଜୋର ଅଟନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ।ଏହି ସ୍ଵଭାଵ ର ଝିଅ ମାନେ ବହୁତ ସାହାସୀ ହୋଇଥାଆନ୍ତି।

୨. ଏହି ସ୍ଵଭାଵ ର ଝିଅ ମାନେ ବହୁତ ନିରୀହ ସ୍ଵଭାଵ ର ହୋଇଥାଆନ୍ତି ଏବଂ ଏମାନେ ସମସ୍ତଙ୍କୁ ଆଦର ର ସହ ନିଜର କରିବାକୁ ଚେଷ୍ଟା କରନ୍ତି।ଏହି ଝିଅ ମାନେ ସମସ୍ତ ପରିସ୍ଥିତି ର ସମୁଖୀନ୍ନ ହୋଇଥାଆନ୍ତି।ଯେତେ ବଡ଼ ସମସ୍ୟା ହେଲେ ମଧ୍ୟ ଏହି ଝିଅ ମାନେ ସେହି ସମସ୍ୟା ର ସମାଧାନ କରିଥାଆନ୍ତି।ଏମାନେ ସବୁ ସମସ୍ୟା ତଥା ପରିସ୍ଥିତିକୁ ସାହାସ ର ସହ ମୁକାବିଲା କରିଥାଆନ୍ତି ଏବଂ ସମସ୍ୟା ର ସମାଧାନ କରିଥାଆନ୍ତି।

୩.ଏହି ସ୍ଵଭାଵ ର ଝିଅ ମାନେ ବହୁତ ଦୁଃଖ କଷ୍ଟ ସହିଥାଆନ୍ତି କିନ୍ତୁ କେବେ ହାର ମାନି ନଥାନ୍ତି। ଏହି ଝିଅ ମାନେ ଶାରୀରିକ ଏବଂ ମାନସିକ ଦୃଷ୍ଟି ରୁ ସୁସ୍ଥ ହୋଇଥାଆନ୍ତି କାରଣ ଏମାନଙ୍କ ମନ ଭିତରେ ଥିବା ସବୁ ଦୁଃଖ କଷ୍ଟ କାନ୍ଦିବା ଦ୍ୱାରା ଦୂର ହୋଇଯାଇଥାଏ।ଯାହା ଫଳରେ ଏମାନଙ୍କ ଶରୀର ସୁସ୍ଥ ରହିଥାଏ।

୪.ଏହି ସ୍ଵଭାଵ ର ଝିଅ ମାନେ ହୃଦୟ ରୁ ବହୁତ ଭଲ ହୋଇଥାଆନ୍ତି।ଏମାନେ ସମସ୍ତ ବ୍ୟକ୍ତି ଙ୍କ ଦୁଃଖ କଷ୍ଟ କୁ ଅନୁଭବ କରିଥାଆନ୍ତି ସେଥିପାଇଁ ଏହି ଝିଅ ମାନେ କେବେ ବି ଅନ୍ୟ ର ମନରେ ଦୁଃଖ କଷ୍ଟ ଦିଅନ୍ତି ନାହିଁ । ଏମାନେ ସର୍ବଦା ସମସ୍ତଙ୍କୁ ଖୁସି ରେ ରଖିବା ପାଇଁ ଚେଷ୍ଟା କରିଥାଆନ୍ତି।

୫.ଏହି ସ୍ଵଭାଵ ର ଝିଅ ମାନେ କେବେ କାହାକୁ ଧୋକା ଦେଇ ନଥାନ୍ତି । ଏମାନଙ୍କୁ କିଏ ଧୋକା ଦେଲେ ଏମାନେ କାନ୍ଦି ପକାଇ ଥାଆନ୍ତି । ଏମାନେ ନିଜ ମନ ଭିତରେ ଥିବା କଷ୍ଟ କୁ କାନ୍ଦିବା ଦ୍ୱାରା ଦୂର କରି ଦିଅନ୍ତି।  ଏମାନେ ବହୁତ ନିରୀହ ଏବଂ ନିଷ୍କପଟ ହୋଇଥାଆନ୍ତି।

ତେବେ ବନ୍ଧୁଗଣ ଏହା ଥିଲା ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ ମାନଙ୍କର କିଛି ଖାସ ଗୁଣ ସମ୍ବନ୍ଧରେ । ଆଶା କରୁଛୁ ଆପଣ ମାନଙ୍କୁ ଏହା ପସନ୍ଦ ଆସିଥିବ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *