ନିଜର ପ୍ରେଗନେନ୍ସି ଲୁଚାଉଛନ୍ତି Bollywood ର ଏହି 4 ଜଣ ହିରୋଇନ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡର ସାମସ୍ତା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ସମସ୍ତ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ଏହି କିଛି ମାସ ପୂର୍ବରୁ ହୋଇଥିବା ଲକଡାଉନରେ ବଲିଉଡ ଅଭିନେତ୍ରୀ କରିନା କପୁର ଓ ଅନୁସ୍କା ଶର୍ମା ନିଜ ପ୍ରେଗନେନ୍ସିର ଖବର ସୋସିଆଲ ମିଡିଆ ଜରିଆରେ ଦେଇ ବହୁତ ଚର୍ଚାରେ ଥିଲେ । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ପ୍ରେଗନେନ୍ସି ଖବରକୁ ଲୁଚାଇବା ପାଇଁ ବହୁତ ଚେଷ୍ଟା କରିଛନ୍ତି, ହେଲେ ସେମାନେ ମିଡିଆ ସାମ୍ନାରେ ଲୁଚି ପାରି ନାହାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ବନ୍ଧୁଗଣ ପ୍ରିୟାଙ୍କା ଚୋପଡା ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।


ପ୍ରିୟାଙ୍କାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ସେହି ଫଟୋରେ କ୍ଲିଅର ଜଣା ପଡିଯାଉଛି ଯେ, ପ୍ରିୟାଙ୍କା ପ୍ରେଗନେଣ୍ଟ ଅଛନ୍ତି । ହେଲେ ପ୍ରିୟାଙ୍କା ଏହା ବିଷୟରେ କୌଣସି ତଥ୍ୟ ଦେଇନାହାନ୍ତି । ବନ୍ଧୁଗଣ ପ୍ରିୟାଙ୍କା ଚୋପଡା ବହୁତ ଶୀଘ୍ର ମା ହେବାକୁ ଯାଉଛନ୍ତି ।


ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକାଙ୍କ ସୁନ୍ଦରତା ପଛରେ ବର୍ତ୍ତମାନ ମଧ୍ୟ ବହୁତ କଳାକାର ଦିବାନା ଅଛନ୍ତି । ହେଲେ ଏହି ଅଭିନେତ୍ରୀ ଜଣକ ବଲିଉଡ ଅଭିନେତା ରଣବିର ସିଂହଙ୍କ ସହ ବିବାହ କରିସାରିଛନ୍ତି । ହେଲେ ଏହି କିଛି ଦିନ ତଳେ ଦୀପିକା ରଣବିରଙ୍କ ଚାଟ ସୋରେ ଆସି ରଣିବିରଙ୍କୁ ‘ଡ୍ୟାଡି’ କହି ସମ୍ବୋଧନ କରିଥିଲେ ଓ ବେବିର ଇମୋଜି ଦେଇଥିଲେ । ଏହି ଦୁଇଜଣଙ୍କ ବିବାହକୁ ୨ ବର୍ଷ ପୂରଣ ହୋଇସାରିଛି ଓ ଖବର ମିଳିଛି ଯେ ଦୀପିକା ବହୁତ ଶୀଘ୍ର ଏକ ଛୁଆକୁ ଜନ୍ମ ଦେବାକୁ ଯାଉଛନ୍ତି ।

ଇଲିଆନ ଡି କୃଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନ ଡି କୃଜ । ଇଲିଆନ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ ଇଲିଆନ ନିଜ ବୟଫ୍ରେଣ୍ଡ ଏଣ୍ଡ୍ରୁ ନିବୋନଙ୍କ ପିଲା ର ମା ହେବାକୁ ଯାଉଛନ୍ତି ।


ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନ । ଏହି କିଛି ଦିନ ହେବ ଐଶ୍ଵର୍ଯ୍ୟଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସେଥିରୁ କ୍ଲିଅର ଜଣା ପଡିଯାଉଛି ଯେ, ଐଶ୍ଵର୍ଯ୍ୟ ଦ୍ଵିତୀୟ ଥର ପ୍ରେଗନେଣ୍ଟ ହୋଇସାରିଛନ୍ତି । ହେଲେ ବନ୍ଧୁଗଣ ଐଶ୍ଵର୍ଯ୍ୟ ଏହି ଖବରକୁ ମିଡିଆ ସାମ୍ନାରେ ଲୁଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *