ଚୋର ମାନଙ୍କର ଏମିତି ଅଜବ କାଣ୍ଡ, ଆଗରୁ କେବେ ବି ଦେଖି ନଥିବେ…ଥରେ ଦେଖନ୍ତୁ ଏହି Video ହସି ହସି ଗଡିବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ତେବେ ଆପଣ ମାନେ ଜାଣିଥିବେ କି ପୋଲିସ ମାନେ ଚୋର କୁ ଧରିବା ପାଇଁ ଅନେକ ପ୍ରକାରର ପଦକ୍ଷେପ ଏବଂ ଯୋଜନା କରିଥାନ୍ତି ସେହି ପରି ଚୋର ମଧ୍ୟ ପୋଲିସ କୁ ଚକମା ଦେବା ପାଇଁ ଅନେକ ଯୋଜନା କରିଥାଏ । ତେବେ ସେହି ଭଳି କିଛି ଭିଡିଓ ଯେଉଁଥିରେ ବୋକା ଚୋର ମାନଙ୍କ ଚୋରି କରିବାର ଢଂଗ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଏବଂ ହସାଇ ଦେଇଛି । ତେବେ ଏହି ସବୁ ଚୋରି ର ଭିଡିଓ ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା । ତେବେ ଆସନ୍ତୁ ଜାଣିନେବା ସେହି ଭାଇରାଲ ଭିଡିଓ ବିଷୟରେ ।

୧- ପ୍ରଥମ ଭିଡିଓ ରେ ଜଣେ ଚୋର କୁ ପୋଲିସ ଅତି ସହଜରେ ଆରେଷ୍ଟ କରି ଜେଲ ଭିତରେ ରଖି ଦେଇଥିଲା । ତେବେ ହଠାତ କଣ ହେଲା କେଜାଣି ସେହି ଚୋର ଟି ଖାଇବା ଦିଆ ଯାଉଥିବା ଛୋଟ ଫାଙ୍କ ବାଟେ ଖସି ଯିବା ପାଇଁ ପ୍ଲାନ କରିଲା । ତେବେ କିନ୍ତୁ ତା ଭାଗ୍ୟ ଖରାପ ଯେ ସେ ତା ଭିତରେ ଫସି ଗଲା ଏବଂ ପ୍ରଥମେ ତା ଦେହରେ ତେଲ ଲଗାଗଲା ଏବଂ ପରେ କବାଟ କୁ କାଟି ତାକୁ ବାହାର କରାଗଲା । ତେବେ ସେହି ଚୋର ଆଉ ଜୀବନରେ କେବେବି ପ୍ଲାନ କରିବ ନାହିଁ ।

୨- ଦ୍ଵିତୀୟ ଭିଡ଼ିଓ ରେ ଗୋଟିଏ ଚୋର ଏକ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ପଇସା ମାଗିବାକୁ ଲାଗିଲା । ତେବେ ସେହି ମହିଳା କର୍ମଚାରୀ ଜଣକ ଏକଦମ ହଟା କଟା ଥିଲେ । ତେବେ ସେ କାଉଣ୍ଟର ରେ ଚଢି ଯିବାକୁ ଚେଷ୍ଟା କରିବା ସମୟରେ ସେହି ମହିଳା ଜଣକ ତାକୁ ଗୋଟିଏ ଧକ୍କା ମାରିଲେ ଏବଂ ସେ ତଳେ ପଡ଼ିଗଲା ।


ତେବେ କିନ୍ତୁ ବନ୍ଧୁକ ଦେଖେଇ ବାରୁ ସେ ତାକୁ ଟଙ୍କା ଦେଇ ଦେଲେ । ତେବେ ଚୋର ନିଜ ବନ୍ଧୁକ ଛାଡି ଟଙ୍କା ଉଠେଇ ବାକୁ ଲାଗିଲା ସେତେବେଳେ ସେ ମହିଳା ଜଣଙ୍କ ସେହି ବନ୍ଧୁକ ତା ଉପରେ ରଖିଦେଲେ ଏବଂ ଚୋର ସେଠାରୁ ଦୌଡ଼ି ପଳେଇଲା ।


୩- ତୃତୀୟ ଭିଡିଓ ରେ ଏକ ଦୋକାନ ଭିତରେ ଜଣେ ଚୋର ନିଜ କପଡା ଭିତରେ ବନ୍ଧୁକ ରଖିବାର ନାଟକ କରି ଲୋକ ମାନଂକୁ ଡରେଇବା ସହ ସେମାନଙ୍କ ଠାରୁ ପଇସା ନେବାକୁ ଚେଷ୍ଟା କରୁଥିଲା । ତେବେ ସେହି ଦୋକାନ ର ଜଣେ କର୍ମଚାରୀ ମଧ୍ୟ ମିଛ ରେ ନିଜ ପାଖରେ ବନ୍ଧୁକ ରଖିବାର ନାଟକ କରି ସେ ଚୋର କୁ ଚମକା ଦେଇ ତାକୁ ପୋଲିସ ରେ ଦେଇଦେଲେ । ବିଚରା ଚୋର ।


୪- ଚତୁର୍ଥ ଭିଡିଓ ରେ ଜଣେ ଚୋର ଜଣଙ୍କ ଘରେ ଚୋରି କରିବାକୁ ଯାଇଥିଲା । ସେଠାରେ ରାତି ଅଧରେ ପଶି ସେ ସବୁ ମୂଲ୍ୟବାନ ଜିନିଷ କୁ ଚୋରି ମଧ୍ୟ କରିଲା । ତେବେ କିନ୍ତୁ ତାକୁ ସେତେବେଳେ ନିଦ ଆସୁଥିଲା । ଏହା ପରେ ସେଠି ସେ ନରମ ଗଦି ଏବଂ ଏସି ଦେଖି ଅଧା ଘଂଟା ଶୋଇବା ପାଇଁ ଭାବିଲା । ତେବେ କିନ୍ତୁ ଯେତେବେଳେ ତା ନିଦ ଭାଙ୍ଗିଲା ସେତେବେଳେ ତା ସାମ୍ନା ରେ ପୋଲିସ ଥିଲା । ତେବେ ସେ ଅଧଘଣ୍ଟା ନୁହେଁ ବରଂ ୬ ଘଂଟା ଶୋଇଥିଲା ଏବଂ ସକାଳେ ଘର ମାଲିକ ଏହା ଦେଖି ପୋଲିସ କୁ ଡାକି ଦେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *