Chilika ମଝିରେ 3 ଦିନ ହେଲା ଫସି ରହିଛନ୍ତି ମତ୍ସ୍ୟଜୀବି, ସେମାନଙ୍କ ସହ ଅଛି ଏକ 10 ବର୍ଷର ଶିଶୁ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛି । ଗତ କିଛି ସମୟ ହେବ ଏକ ଖବର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ  ।

ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଚିଲିକା ମଝିରେ ୩ ହେବ ଫ-ସି ରହିଛନ୍ତି ମତ୍ସ୍ୟଜୀବୀ । ସବୁଠାରୁ ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ଏକ ୧୦ ବର୍ଷର ପିଲା ଅଛି । ଡଙ୍ଗାରେ ଚିଲିକାକୁ ମାଛ ଧରିବାକୁ ଯାଇଥିବା ବେଳେ ଦଳରେ ଫ-ସି-ଯା-ଇଛି ଡଙ୍ଗା ।ଏହି ମତ୍ସ୍ୟଜୀବୀ ମାନେ ଗଞ୍ଜାମ ଜିଲ୍ଲା ପଥରଗାଁର ବୋଲି ଜଣା ପଡିଛି । ତେବେ କୌଣସି ମତ ଖବର ପହଞ୍ଚାଇବାକୁ ସମର୍ଥ ହୋଇଛନ୍ତି ମତ୍ସ୍ୟଜୀବୀ ।

ବର୍ତ୍ତମାନ ସେମାନଙ୍କୁ ଚିଲିକା ମଝିରେ ଉଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବର୍ତ୍ତମାନ ଅ-ଗ୍ନି-ସ-ମ ବିଭାଗର ଏକ ଟିମ ମତ୍ସ୍ୟଜୀବୀଙ୍କ ଉଧାର ପାଇଁ ଉଦ୍ୟମ ଆରମ୍ଭ କରିଛି । ବର୍ତ୍ତମାନ ଅଗ୍ନିସମ ବିଭାଗ ସେମାନଙ୍କୁ ଉଧାର କରିବା ପାଇଁ ଦଉଡି ପ-କା-ଇ-ଛି ଓ ଆଉ କିଛି ସମୟ ପରେ ଉଧାର କାର୍ଯ୍ୟ ଆରମ୍ଭ କରାଯିବ ।

ତେବେ ଫ-ସି-ଯାଇଥିବା ଡଙ୍ଗାରେ କେତେଜଣ ମତ୍ସ୍ୟଜୀବୀ ଅଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *