ବସ୍ ଓ ଡମ୍ପର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, CCTV ରେ କଏଦ ହେଲା ଏମିତି ଭୟଙ୍କର ଆକ୍ସିଡେଣ୍ଟ ଦେଖିଲେ ଦେହ ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ଘରେ ବସି ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହି ସବୁ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓର ଚର୍ଚା ବହୁତ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ହେଉଛି ସିସିଟିଭି କ୍ୟାମେରାର । ସିସିଟିଭି କ୍ୟାମେରାରେ ଏକ ସଡକ ଦୁ-ର୍ଘ-ଟ-ଣା-ର ଭିଡିଓ କଏଦ ହୋଇଛି ଓ ଏହି ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଆଜି ସକାଳେ ମୁମ୍ବାଇର ଦାଦର ଅଞ୍ଚଳରେ ଏକ ବସ୍ ଏବଂ ଡମ୍ପର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା  ହୋଇଛି । ଏଥିରେ  ଆଠ ଜଣ ଆହତ ହୋଇଛନ୍ତି । ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟର ସମେତ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ହେଲେ ବନ୍ଧୁଗଣ ଶୋଭାଗ୍ୟ ବଶତଃ କାହାର ବି ମୃ-ତ୍ୟୁ ହୋଇ ନାହିଁ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *