ପୁଣି ଏକ ହଷ୍ଟେଲ୍ ଷ୍ଟୋରୀ, ସନ୍ଦେହ ଜନକ ଭାବରେ ଲେଡିଜ ହଷ୍ଟେଲ୍ ରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତ ଦେହ, ପରିବାର ଲୋକ ଆଣିଲେ ଏମିତି ଅଭିଯୋଗ…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଲୋହିଶିଙ୍ଘାରେ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ମୃ-ତ ଦେ-ହ ଉଧାର ହୋଇଛି । ବଲାଙ୍ଗୀରର ଯୁବଦୟ ମହା ବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଥିବା ଶୌଚଳୟରୁ ଛାତ୍ରୀଙ୍କ ମୃ-ତ ଦେ-ହ ଉଧାର କରାଯାଇଛି । ତେବେ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ତାହା ସ୍ପର୍ଷ୍ଟ ହୋଇ ନାହିଁ । ଲୋହିଶିଙ୍ଘା ପୋଲିସ ଏହି ଘ-ଟ-ଣା-ର ତ-ଦ-ନ୍ତ କରୁଛି ।

ଅନ୍ୟ ପକ୍ଷରେ ଛାତ୍ରୀର ପରିବାର ଲୋକ ଏହାକୁ ହ-ତ୍ୟା ବୋଲି ଅ-ଭି-ଯୋ-ଗ କରିଛନ୍ତି । ତେବେ ପୋଲିସ କହିଛି ଶ-ବ ବ୍ଯ-ବ-ଚ୍ଚେ-ଦ ପରେ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ତାହା ଜଣା ପଡିବ । ବନ୍ଧୁଗଣ ଏହି ମା-ମ-ଲା-ରେ ଅନେକ ର-ହ-ସ୍ୟ ରହିଛି । କାରଣ ମୃ-ତ ଛାତ୍ରୀଙ୍କ ହାତ କ-ଟା ହୋଇଛି ଓ ସେହି ହାତରେ ବ୍ଯା-ଣ୍ଡେ-ଡ ମଧ୍ୟ ଲଗା ହୋଇଛି । ଅନ୍ୟ ଛାତ୍ରୀ ମାନେ କ୍ଳାସ କରିବାକୁ ଯାଇଥିବା ବେଳେ ମୃ-ତ ଛାତ୍ରୀ କ୍ଳାସ କରିବାକୁ ଯାଇ ନଥିଲେ ।

କ୍ଳାସ ସାରିବା ପରେ ଏକ ସ୍ନା-କ ବ୍ରେ-କ ହୋଇଥିଲା । ସ୍ନା-କ ବ୍ରେ-କରେ ଯେତେବେଳେ ଛାତ୍ରୀ ମାନେ ସେହି ରୁମକୁ ଯାଇଥିଲେ ସେତେବେଳେ ସେ ଛାତ୍ରୀଙ୍କ ମୃ-ତ ଦେ-ହ-କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ କଲେଜ ଛାତ୍ରୀ ଏହାର ସୂଚନା କଲେଜ ୱାଡର୍ନକୁ ଦେଇଥିଲେ ଓ କିଛି ସମୟ ମଧ୍ୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ।

ଜିଲ୍ଲା ମାଜିଷ୍ଟ୍ରେଟ ଓ ପରିବାର ଲୋକଙ୍କୁ ଉପସ୍ଥିତିରେ ମୃ-ତ ଛାତ୍ରୀଙ୍କ ଶ-ବକୁ ଉଧାର କରାଯାଇଛି । ବର୍ତ୍ତମାନ ମମିତା ମୃ-ତ୍ୟୁ ମା-ମ-ଲା-ର ତ-ଦ-ନ୍ତ ଶେଷ ହୋଇନଥିବା ବେଳେ ଏହି ନୂଆ ମା-ମ-ଲା-ଟି ପୋଲିସର ଚି-ନ୍ତା ବଢାଇଛି । ତା ହେଲେ ବନ୍ଧୁଗଣ ଏହି ମା-ମ-ଲା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *