ସ୍ବାମୀର ଚାଲବାଜୀ ଧରା ପଡିବା ପରେ ସ୍ଵାମିକୁ ବଞ୍ଚେଇବା ପାଇଁ କିଛି ଏମିତି କହିଲେ Swiggy ଡେଲିଭରି ବୟ ର ସ୍ତ୍ରୀ, Video ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଗତ କିଛି ସମୟ ହେବ ଡେଲିଭରି ବୟ ପତିତପାବନ ପୃଷ୍ଟି ଏକ ଅନ୍ୟ ଯୁବତୀଙ୍କ ସହ ଧ-ରା ହୋଇଛନ୍ତି । ପତିତ ପାବନଙ୍କର ଅ-ଡି-ଓ ରେକର୍ଡ ଭା-ଇ-ରା-ଲ ହେବା ପରେ ସୋ-ସି-ଆ-ଲ ମି-ଡି-ଆରେ ତାଙ୍କର ଚର୍ଚା ଜୋର ସୋରରେ ହେଉଛି । ଗତ କିଛି ଦିନ ତଳେ ପତିତ ପାବନଙ୍କ ଏକ ଅ-ଡି-ଓ ରେ-କ-ର୍ଡ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହୋଇଥିଲା । ତାଙ୍କ ମୁତାବକ ତାଙ୍କ ସହ ବହୁତ ବଡ କା-ଣ୍ଡ ହୋଇଯାଇଥିଲା ।

ତାଙ୍କ ରାତି ୧୦ଟା ବେଳେ କିଛି ଲୋକ ଅ-ପ-ହ-ର-ଣ କରି ଥିଲେ । ଅ-ପ-ହ-ର-ଣ କରିବା ପରେ ତାଙ୍କର ସମସ୍ତ ଟଙ୍କା ଓ ମୋବାଇଲ ଫୋନ ନେଇ ଯାଇଥିଲେ । ଏହା ସହିତ ତାଙ୍କୁ ସେମାନେ ଛୁ-ରୀ ମଧ୍ୟ ମା-ରି-ଥି-ଲେ । ଏହିପରି କିଛି କହିଥିଲେ ପତିତ ନିଜ ପତ୍ନୀଙ୍କୁ । ପତିତଙ୍କର ଏହି ଅ-ଡି-ଓ ରେକର୍ଡ ଶୁଣିବା ପରେ ତାଙ୍କ ପରିବାର ଲୋକ ପା-ଗ-ଳ ପରି ତାଙ୍କୁ ସମସ୍ତ ସ୍ଥାନରେ ଖୋ-ଜି ବୁଲିଥିଲେ ।

ପରିବାର ଲୋକ ଧଉଳି ଥାନାରେ ଅ-ଭି-ଯୋ-ଗ କରିବା ପରେ ପୋଲିସ ତ-ଦ-ନ୍ତ ଆରମ୍ଭ କରିଥିଲା । ଗତ ଦୁଇ ଦିନ ହେବ ଲଗାଣ ବର୍ଷା ରହିଥିବା ବେଳେ ପୋଲିସ ନିଜ ଟେକନିକାଲ ଟିମ ସହାୟତାରେ ପତିତ ପାବନଙ୍କ ଠିକଣା ପାଇବାରେ ସଫଳ ହୋଇଥିଲା । ଆଜି ପତିତ ପାବନଙ୍କ ଠିକଣାର ଖବର ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା । ପତିତ ପାବନ ମଧ୍ୟ ପ୍ରଦେଶର ରେଲୱେ ଷ୍ଟେସନରେ ଏକ ଅନ୍ୟ ଯୁବତୀଙ୍କ ସହ ଧ-ରା ହୋଇଥିଲେ ।

ବର୍ତ୍ତମାନ ତାଙ୍କୁ ମଧ୍ୟପ୍ରଦେଶର ରେଲୱେ ଥାନା ଅଫିସରେ ରଖା ଯାଇଛି । ତାଙ୍କ ପତ୍ନୀଙ୍କର ଏକ ଇଣ୍ଟରଭ୍ୟୁ ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଇଣ୍ଟରଭ୍ୟୁ ରେ ପତିତ ପାବନଙ୍କ ପତ୍ନୀ କହୁଛନ୍ତି-‘ସେ ଝିଅର ଦୋ-ଷ ସବୁ, ମୋ ସ୍ଵାମୀ ମୋ ପାଖକୁ ହିଁ ଆସିବେ ।

ମୋ ସ୍ଵାମୀ ମତେ ଦରକାର ସେ ଝିଅ ହିଁ ସବୁ ଜାଣିଛି । ସେ ଝିଅ ଜାଣିବା ଦରକାର ଯିଏ, ଏ ତ ଗୋଟେ ବାହା ହୋଇଛି ଓ ଆକୁ ଚଳେଇବା ବହୁତ କଷ୍ଟକର ତେବେ ସେ ମୋତେ ନେଇକି କେଉଁଠି ରଖିବ । ଝିଅର ଘର ଲୋକ ସବୁ ଏହି କାମ କରିଛନ୍ତି । ବାହାଘର ଠାରୁ କେବେବି ମୁ ଜାଣି ନଥିଲି ଯେ ସେହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଛି । ମୋ ସ୍ଵାମୀ ତାକୁ ଭଉଣୀ ପରିକା ଦେଖନ୍ତି । ମୋ ସ୍ଵାମୀ ମତେ ଦରକାର’ ।

Leave a Reply

Your email address will not be published. Required fields are marked *