ମାନବିକତାର ଏମିତି ଏକ ଭିନ୍ନ ରୂପ, ଏହି ଭିଡିଓ ନ ଦେଖିଲେ ଆପଣ ବିଶ୍ଵାସ କରି ପାରିବେନି, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ

ନମସ୍କାର ବନ୍ଧୁଗଣ ଏହି ସ୍ୱାର୍ଥପର ଦୁନିଆ ରେ କେହି କାହାର ନୁହେଁ ଏମିତି କି ନିଜ ଲୋକ ମଧ୍ୟ ନିଜର ନୁହେଁ । ସମସ୍ତେ ଦିନକୁ ଦିନ ପଶୁ ପାଲଟି ଯାଉଛନ୍ତି । ଅନ୍ୟ କୁ ସାହାଯ୍ୟ ନିଜର ମୁଣ୍ଡ ବ୍ୟଥା ବୋଲି ମଧ୍ୟ ଭାବୁଛନ୍ତି । ତେବେ କିନ୍ତୁ ସବୁ ମଣିଷ ଏଭଳି ନଥାନ୍ତି କିଛି ମଣିଷ ଏଭଳି ଅଛନ୍ତି ଯେଉଁ ମାନଙ୍କ ଭିତରେ ଆଜି ବି ମନୁଷ୍ୟତା ଭରି ରହିଛି ସେମାନେ ଅନ୍ୟର ସାହାର୍ଯ୍ୟ ମଧ୍ୟ କରୁଛନ୍ତି । ତେବ ଆସନ୍ତୁ ସେହି ଭଳି କିଛି ଭି-ଡି-ଓ ଦେଖି ନେବା ଯେଉଁ ଥିରେ ମନୁଷ୍ୟର ଅଲଗା ରୂପ ଦେଖୁବାକୁ ମିଳିବ ଆସନ୍ତୁ ଦେଖିନେବା ।

୧- ପ୍ରଥମ ଭିଡିଓ ରେ ଗୋଟିଏ ଗାଁ ରେ ଏକ ହାତୀ ପଶି ଯାଇଥିଲା ଏବଂ ଏହାକୁ ଦେଖି ସେଠାକାର ଲୋକମାନେ ଭୟ ରେ ଦୌଡି ବାକୁ ଲାଗିଲେ । ତେବେ କିନ୍ତୁ ସେହି ହାତୀ ଏକ କାଦୁଅ ଭରା ଗାତ ରେ ପଡି ଗଲା ଏବଂ ବାହାରି ପାରିଲା ନାହିଁ । ତେବେ ସେହି ସମୟରେ ଯେଉଁ ଗାଁ ବାସୀ ମାନେ ଭ-ୟ ରେ ପଳାଉ ଥିଲେ ସେମାନେ ହିଁ ହାତୀ କୁ ଦଉଡି ରେ ଟା-ଣି ବାହାର କରିଥିଲେ ତେବେ ଏହା ମାନବିକତା ର ଲକ୍ଷଣ ।

୨- ଦ୍ଵିତୀୟ ଭିଡିଓ ରେ ଦଳେ ହାତୀ ବୁଲୁ ଥିଲେ କିନ୍ତୁ ସେହି ଦଳ ରୁ ଏକ କୁନି ହାତୀ ଟି ବାଟ ବଣା ହୋଇ ଏକ ଗାତ ଭିତରେ ପ-ଡି-ଗଲା ତେବେ ସେତିକିବେଳେ ଏକ ରେସ୍କୋ ଟିମ ଆସି ଦଉଡି ଏବଂ ବାହୁ ବଳ ରେ ହାତୀ ଟିକୁ ଉଦ୍ଧାର କରି ନିଜ ପରିବାର ସହିତ ମିଶାଇ ଦେଲେ ।

୩- ତୃତୀୟ ଭିଡିଓ ରେ ଦୁଇ ଜଣ କୁନି କୁନି ଭାଇ ଭଉଣୀ ରାସ୍ତା ରେ ଚାଲି କି ଯାଉଥିଲେ ତେବେ ହଠାତ ସେମାନଙ୍କ ନଜର ରାସ୍ତା ରେ ଥିବା ଏକ ଗାତ ଭିତରେ ପଡିଲା ତେବେ ସେମାନେ ଦୁ-ର୍ଘ-ଟ-ଣା- ରୁ ଲୋକ ମାନଂକୁ ବଂଚାଇବା ପାଇଁ ସେହି ଗାତ ଚାରି ପଟେ ବଡ଼ ବଡ଼ ପଥର ରଖିଲେ ଏବଂ ସେଠାରୁ ଚାଲି ଗଲେ ।

୪- ଚତୁର୍ଥ ଭିଡ଼ିଓ ରେ ଜଣେ ପୋଲିସ ଅଫିସର ଏକ ଯୁବକ ର ଜୋତାର ଲେସ ଖୋଲି ଯାଇଥିବାରୁ ନିଜେ ତା ଲେସ ବାନ୍ଧି ଦେଉଥିଲେ ତେବେ କାରଣ ସେହି ଯୁବକ ର ଗୋଟିଏ ହାତ ଭାଙ୍ଗି ଯାଇଥିଲା ତେଣୁ ସେ ତା ଜୋତା ର ଲେସ ବା-ନ୍ଧି ଦେଉଥିଲେ ।

୫- ପଞ୍ଚମ ରେ ହେଉଛି ଦଳେ ହାତୀ ପାଣିରେ ଖେଳୁଥିଲେ ତେବେ ସେହି ସମୟରେ ଜଣେ ହାତୀ ର ମାଲିକ ପାଣି ରେ ବୁଡି ଭାସି ଯିବାର ଅଭିନୟ କରୁଥିଲା ତେବେ ସେ ହାତୀ ଏହା ଦେଖି ତୁରନ୍ତ ତାଙ୍କୁ ଠେଲି ଠେଲି ଆର ପାରିରେ ପହଞ୍ଚାଇ ଦେଇଥିଲେ । ତେବେ ଏହା ଦେଖି ଆଜି ବି ମାନବିକତା ବଞ୍ଚିଛି ଜଣା ପଡୁଛି ।

Leave a Reply

Your email address will not be published. Required fields are marked *