ମନ କିଣିନେଲେ Sabyasachi, କରିଲେ ଏମିତି କାମ ଦେଖିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସବ୍ୟସାଚୀ ମିଶ୍ର । ସବ୍ୟସାଚୀ ମିଶ୍ର ଏକ ସଫଳ ଅଭିନେତା ଅଟନ୍ତି ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସବ୍ୟସାଚୀ ଏକ ଅଭିନେତା ହେବା ସହ ଏକ ସମାଜ ସେବି ମଧ୍ୟ ଅଟନ୍ତି । ସୋ-ସି-ଆ-ଲ ମି-ଡି-ଆରେ ସେ ତାଙ୍କ କାମ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ମଧ୍ୟ ସବ୍ୟସାଚୀ ନିଜର କିଛି ଭଲ କାମ ପାଇଁ ଚର୍ଚାରେ ଅଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ ଦୁଇ ଦିନ ହେବ ଲଗାଣ ବର୍ଷା ରହିଛି । ଏହି ବର୍ଷା ସମୟରେ ମଧ୍ୟ ସବ୍ୟ କରୋନାରେ ସଂକ୍ରମିତ ହୋଇଥିବା ଲୋକ ମାନଙ୍କୁ ସହାୟତାର ହାତ ବଢାଇଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ସବ୍ୟ ବର୍ଷାରେ ବୁଲି ବୁଲି ଲୋକ ମାନଙ୍କୁ ଖାଦ୍ୟ ବାଣ୍ଟୁ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ସବ୍ୟଙ୍କର ଏହି କାମ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ବହୁତ ପ୍ରଶଂସା କରାଯାଉଛି ।

ବର୍ଷାରେ ଛତା ଧରି ସବ୍ୟ କରୋନାରେ ସଂକ୍ରମିତ ଲୋକ ମାନଙ୍କ ପାଖକୁ ଯାଇ ଖାଦ୍ୟ ବାଣ୍ଟୁ ଛନ୍ତି । ସବ୍ୟ ନିଜର ଏହି ସ୍ଵଭାବ ପାଇଁ ସମସ୍ତଙ୍କ ମନକୁ ଜିତିପାରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ସବ୍ୟସାଚୀ ଙ୍କ ଏମିତି ମହାନ କାମ ପାଇଁ ଲାଇକ ଓ ସେୟାର ନିଶ୍ଚୟ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *