ମାତ୍ର ୧୦ ଟଙ୍କାରେ ମିଳୁଛି ଚିକେନ କିଲୋ, କୋରୋନା ଭୟରେ ବିକୁଛନ୍ତି ଏତେ କମ ରେଟରେ, ଜାଣନ୍ତୁ କେଉଁଠି

କରୋନ ଡରରେ ଚିକେନ ପୁଣି ଶସ୍ତା ହେଲା । ଏମିତି ଦେଖିବାକୁ ମିଳୁଛି କି କୋଣାର୍କରେ ବହୁତ କମରେ ମିଳୁଛି ଚିକେନ । ଏହି ଜାଗାରେ ଚିକେନ ବିକ୍ରି ହଉଛି 10 ଟଙ୍କା କିଲୋରେ । ଏମତିରେ କୁକୁଡା ଚାଷୀ ମାନେ ଚିନ୍ତାର ସମୁଖୀନ ହଉଛନ୍ତି, ଏବଂ ଲୋକମାନେ ବି, ଚିକେନ ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଇ ବସିଲେଣି ଚିକେନ ଶସ୍ତା ହେବାରୁ ।

ଏହି କିଛିଦିନ ତଳେ ଶୁଣିବାକୁ ମିଳୁଥିଲା ଚିକେନ ଦର କମିବାର ଖବର ମିଳିଥିଲା । ଚିକେନ କିଲୋ ମାତ୍ର 10 ଟଙ୍କାରେ ମିଳୁଛି । ଆପଣମାନଙ୍କୁ ବିଶ୍ବାସ ନ ହେଲେ ମଧ୍ୟ ଏହା ସତ । କୋରୋନ ଭାଇରସ ଲୋକଙ୍କ ଜୀବନ ନୁହେଁ ଖାଲି କୁକୁଡାଙ୍କ ଜୀବନ ମଧ୍ୟ ଉଜୁଡି ଯାଇଛି। ଆଉ ବ୍ୟବସାୟୀ ମାନେ ଚିନ୍ତାରେ ପଡିଗଲେଣି କିଲୋପ୍ରତି 10 ଟଙ୍କା ଶୁଣିକି ଆଉ ବିକିବାକୁ ତ ପଡିବ କଣ କରିବେ କିଏ ଜାଣିଥିଲା କରୋନ ଏମତି ଝଡ ଆଣିବ ବ୍ୟବସାୟୀ ମାନଙ୍କ ପାଇଁ ।

ଏମିତିରେ ବଜାରରେ ମାଂସ ବିକ୍ରି ନ ହେବାରୁ କମ୍ପାନୀ ସବୁ କୁକୁଡା ଚାଷୀ ମାନଙ୍କୁ ଦାନା ଦବାକୁ ମନା କରି ଦେଇଛି।

ସେଥି ପାଇଁ ଚାଷୀ ଆଉ ବ୍ୟବସାୟୀ ମାନେ କମ ରେଟରେ କୁକୁଡା ବିକ୍ରି କରିବାକୁ ବାଧ୍ୟ ହଉଛନ୍ତି । ଲୋକମାନେ ବି କୁକୁଡା ମାଂସ ଖାଇବା କମ କରିସାରିଲେଣି କରୋନା ଡରରେ । ଚାଷୀ ମାନଙ୍କ ପାଖରେ ଆଉ କିଛି ଉପାୟ ନାହି କମ ଦରରେ ବିକୁଛନ୍ତି । ଯଦି ଏପରି ସ୍ଥିତି ଆଗକୁ ବି ରହିବା ତେବେ ଚାଷୀ ଓ ବ୍ୟବସାୟୀଙ୍କ ରୋଜଗାର ଠପ ହେବା ଜଳଜଳ କରି ଦେଖାଯାଉଛି । ଆପଣଙ୍କ ମତାମତ ଆମକୁ କୁହନ୍ତୁ ।

Leave a Reply

Your email address will not be published. Required fields are marked *