ଚିକେନ ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ଲୋକ ଚିକେନ ଖାଇବା ପାଇଁ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଚିକେନ ଯେତେ ସ୍ଵାଦିଷ୍ଟ ସେତିକି କ୍ଷତି କାରକ ମଧ୍ୟ । ଚିକେନ ଖାଇବା ଦ୍ଵାରା ମଣିଷର ଅନେକ କ୍ଷତି ହୋଇଥାଏ ହେଲେ ଏହା ବିଷୟରେ ଅଧିକାଂଶ ଲୋକ ଜାଣି ନଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଫାର୍ମରେ ବ୍ରାଏଲର ଚିକେନ ବ୍ରୀଡ । ତେବେ ବର୍ତ୍ତମାନର ସମୟରେ ସମସ୍ତ ଲୋକ ବ୍ରାଏଲର ଚିକେନ ଖାଉଛନ୍ତି । ବନ୍ଧୁଗଣ ବ୍ରାଏଲର ଚିକେନ ବହୁତ କମ ସମୟରେ ବଢିଯାଇଥାଏ ଏଥିପାଇଁ ଏହି ଚିକେନରେ ହରମୋନ ଇଞ୍ଜେକ୍ସନ ଦିଆଯାଇଥାଏ ଯାହା ଆମ ଶରୀର ପାଇଁ କ୍ଷତି କାରକ ଅଟେ । ଆଜିର ସମୟରେ ଚିକେନ ଖାଉଥିବା ସମସ୍ତ ଲୋକ ବୁଝି ଯାଇଛନ୍ତି ବ୍ରାଏଲର ଚିକେନ ଓ ଦେଶୀ ଚିକେନ ମଧ୍ୟରେ ଆକାଶ ପାତାଳର ଫରକ ଅଛି ।

ଘରେ ପାଳୁ ଥିବା ଦେଶୀ ଚିକେନରେ ଅଧିକ ନ୍ୟୁଟ୍ରେସନ ମିଳିଥାଏ । ବ୍ରାଏଲର ଚିକେନରେ ଏନ୍ଟି ବେୟୋଟିକ୍ସ ଦିଆଯାଇଥାଏ । କୁକୁଡାଙ୍କୁ ରୋଗରୁ ବଞ୍ଚାଇବା ପାଇଁ ଓ ଶୀଘ୍ର ବଡ ହେବା ପାଇଁ ଦିଆଯାଇଥାଏ ଯାହାର ସେବନ ଦ୍ଵାରା ମଣିଷ ଶରୀରକୁ ମଧ୍ୟ ସେହି ଏନ୍ଟି ବାୟୋଟିକ୍ସ ଯାଇଥାଏ । ଚିକେନ ଫାର୍ମିଙ୍ଗରେ ଏନ୍ଟି ବୟୋଟିକ୍ସର ବ୍ୟବହାର କରୁଥିବା ଦେଶ ମାନଙ୍କ ମଧ୍ୟରେ ଆମ ଭାରତ ଏକ ନମ୍ବର ସ୍ଥାନରେ ଅଛି ।

ଏବେ ଆସନ୍ତୁ ଜାଣିବା ଚିକେନର ଗ୍ରୋଥ ମେଣ୍ଟେନ କରିବା ପାଇଁ କେଉଁ ଏନ୍ଟି ବାୟୋଟିକର ବ୍ୟବହାର କରାଯାଏ । ବନ୍ଧୁଗଣ ଚିକେନର ଗ୍ରୋଥ ବଢେଇବା ପାଇଁ ଅକସିଟେଟ୍ରାସାଇକ୍ଲିନ, କ୍ଲୋର ଟେତ୍ରା ସାଇକ୍ଲିନ, ନିଓମାଇସିନ ଓ ଏମୀନୋଗ୍ଲାଇକୋସାଇଡ ଆଦିର ବ୍ୟବହାର କରାଯାଏ । ଡବ୍ଲୁଏଚଓ ଏହି ସବୁ ଏନ୍ଟି ବାୟୋଟିକ୍ସକୁ ମଣିଷ ଶରୀର ପାଇଁ ମାରାତ୍ମକ ବୋଲି କହିଛି ।

ଭାରତରେ ଏହି ଏନ୍ଟି ବାୟୋଟିକ ରେଜିଷ୍ଟେନ୍ସର ପ୍ରଭାବରେ ପ୍ରତିବର୍ଷ ପାଖା ପାଖି ୫୭ ହଜାର ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଏ । କାରଣ ଏନ୍ଟି ବାୟୋଟିକ୍ସର ପ୍ରଭାବ ମା ଦ୍ଵାରା ଶିଶୁଙ୍କ ଉପରେ ବି ପଡିଥାଏ । ତେଣୁ ବନ୍ଧୁଗଣ ଚିକେନ ଖାଇବା ଦ୍ଵାରା ହିଁ ଏହି ସବୁ କ୍ଷତି ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଏହା ସହିତ ପୁରୁଷଙ୍କ ମଧ୍ୟରେ ମଧ୍ୟ ଏକ ବିଶେଷ କଥା ଦେଖିବାକୁ ମିଳିଛି ।

ଅଧିକ ଚିକେନ ଖାଇବା ଦ୍ଵାରା ପୁରୁଷଙ୍କୁ ୨୬ ବର୍ଷ ପରେ ତାଙ୍କ ସ୍ତନ୍ୟ ବଡ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ସହିତ ପୁରୁଷ ଓ ମହିଳା ମାନେ ଅତ୍ୟଧିକ ମୋଟା ମଧ୍ୟ ହୋଇଯାଉଛନ୍ତି । ତା ହେଲେ ଆପଣ ମାନେ ବି ବ୍ରାଏଲର ଚିକେନକୁ ଖାନ୍ତୁ ନାହିଁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *