ଏହି ମହିଳା ନାଚିଲେ ଏମିତି ଦେଖିଲେ ହୋସ୍ ଉଡ଼ିଯିବ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ନିଜର ମନୋରଞ୍ଜନ କରିବା ସହ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।  ବନ୍ଧୁଗଣ ଏହା ଛଡା ଲୋକମାନେ ସୋସିଆଲ ମିଡିଆରେ ନିଜର ସର୍ଟ ଭିଡିଓ ମଧ୍ୟ ଅପଲୋଡ କରୁଛନ୍ତି ।

ସୋସିଆଲ ମିଡିଆ ଜାରିଆରେ ଜଣେ ଲୋକ ନିଜର ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓଟି ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି  ।

କାରଣ ଏହି ଭିଡିଓରେ ଏମିତି କିଛି ଅଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।  ବନ୍ଧୁଗଣ ଆପଣ ମାନେ ମହିଳା ମାନେ ଡ୍ୟାନ୍ସ କରୁଥିବାର ଅନେକ ଭିଡିଓ ଦେଖିଥିବେ । ଅନେକ ମହିଳା ନିଜର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରନ୍ତି । ଏହି ଭିଡିଓରେ ଜଣେ ମହିଳା ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ମହିଳାଙ୍କ ଡ୍ୟାନ୍ସ ଦେଖି ଏମିତି ଲାଗୁଛି ଯେ, ମହିଳା ଜଣକ ମଅଦ ପିଇ ଡ୍ୟାନ୍ସ କରୁଛନ୍ତି । ହେଲେ ବନ୍ଧୁଗଣ ଏମିତି କିଛି ବି ନାହିଁ ମହିଳା ନିଜ ଘରେ ବହୁତ ଖୋଲା ଖୋଲି ଭାବରେ ଡ୍ୟାନ୍ସ କରିଛନ୍ତି । ଅନେକ ଝିଅ ଡ୍ୟାନ୍ସ କରିବା ସମୟରେ ଲାଜ କରନ୍ତି ହେଲେ ଏହି ମହିଳା ଜଣକ ନିଜ ଖୁସି ଅନୁସାରେ ଡ୍ୟାନ୍ସ କରୁଛନ୍ତି ।  ଭାଇରାଲ ହେଉଥିବା ଭିଡିଓରେ ମହିଳା ଡ୍ୟାନ୍ସ କରୁଥିବା ଘରେ କିଛି ଛୋଟ ଛୁଆ ମଧ୍ୟ ନଜର ଆସୁଛନ୍ତି ।

ମହିଳାଙ୍କ ପରିବାର ଲୋକ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି ଓ ତାଙ୍କ ଡ୍ୟାନ୍ସକୁ ଉପଭୋଗ କରିଛନ୍ତି । ସୋସିଆଲ ମିଡିଆରେ ଏହି ମହିଳାଙ୍କ ଡ୍ୟାନ୍ସଟି ବହୁତ ମାତ୍ରାରେ ଭାଇରାଲ ହେଉଛି ହେଲେ ଏହି ମହିଳା ଜଣକ କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ବନ୍ଧୁଗଣ ଏହି ମହିଳାଙ୍କର ଜବରଦସ୍ତ ଡ୍ୟାନ୍ସ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *