କରମଣ୍ଡଳ ରେଳ ଦୁର୍ଘଟଣା , ମା ‘ ନିଜ ବୃଦ୍ଧିକୁ ବ୍ୟବହାର କରି ଛୁଆ ଜୀବନକୁ ବଞ୍ଚାଇଲେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କରମଣ୍ଡଳ ରେଳ ଦୁର୍ଘଟଣା ମା ‘ ବଞ୍ଚାଇଛି ତା 3 ପିଲାର ଜୀବନ । ଗତଦିନମାନଙ୍କରେ ଘଟିଥିବା କରମଣ୍ଡଳ  ରେଳ ଦୁର୍ଘଟଣା ବିଷୟରେ ଭାବିଲେ ଆଜି ବି ଆମ ଦେହ କଣ ହେଇଯାଉଛି । ଅନେକ ଲୋକମାନଙ୍କର ଜୀବନ ନେଇଛି ସେହି ଭୟଙ୍କର କାଳରାତ୍ରି । କାରଣ ତିନୋଟି ରେଳ ଧକା ହେବା ଯୋଗୁ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।

300 ଶହ ଲୋକେ ଘଟଣା ସ୍ଥଳରେ ମୃ-ତ୍ୟୁ ଘଟିଥିବା ବେଳେ 900 ଶହ ଲୋକେ ଆହତ ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଦୁର୍ଘଟଣା ହେବା ସମୟରେ ଜଣେ ମା ‘ ନିଜର ଉପସ୍ଥିତ ବୃଦ୍ଧି ବ୍ୟବହାର କରି ନିଜ ପିଲାର ଜୀବନକୁ ରକ୍ଷା କରିଥିଲେ । ଦୁର୍ଘଟଣା ଘଟିବା ପରେ କିଛି ଲୋକେ ବଞ୍ଚିଥିଲେ ସାମାନ୍ଯ ଆହତ ସତ୍ତ୍ୱେ ଜୀବିତ  ଥିଲେ ଏପରି ପରିସ୍ଥିତିରେ ଜଣେ ଦମ୍ପତି ନିଜର ତିନୋଟି ଛୁଆକୁ ନେଇକରମଣ୍ଡଳ ରେଳରେ  ଯାତ୍ରା କରୁଥିଲେ ।

ମା ‘ ଯେବେ ଦୁର୍ଘଟଣାକୁ ଦେଖିଥିଲେ ତେବେ  ନିଜର ବୁଦ୍ଧି ପ୍ରୋୟଗ କରି ଚଳନ୍ତା ରେଳରୁ ଛୁଆକୁ ବାହାରକୁ ଫିଙ୍ଗିଦେଇଥିଲେ ଯାହା ଫଳରେ ଛୁଆ ବଞ୍ଚିଯାଇଥିଲା । ସତରେ ମା ‘ ପ୍ରେମ କେତେ ମହତ ମୃତ୍ୟୁ ତା ପାଖରେ ଛିଡା ହୋଇଥିଲା କିନ୍ତୁ ମରଣକୁ ବାଦ୍ ଦେଇ ନିଜ ଛୁଆକୁ ରକ୍ଷା କରିଥିଲା ।

ମାଆ ଦେଖିଲ ଯେ ଏକ କ୍ଷତିଗ୍ରସ୍ତ ଅଂଶ ତାଙ୍କ ଉପରେ ପଡିବାକୁ ଯାଉଥିଲା ସେହି ସମୟ ମା’ ନିଜ ବିଷୟରେ ନ ଭାବି ପିଲା ପାଇଁ ଚିନ୍ତା କରି ପଲକ ଭିତରେ ଛୁଆକୁ ଝରକାରୁ ବାହାରକୁ ଫିଙ୍ଗି ରକ୍ଷା କବଚ ରୂପରେ ସନ୍ତାନକୁ ରକ୍ଷା କରିଥିବା କଥା ଶୁଣିଲେ ମା ‘ ପ୍ରତି ପ୍ରେମ ଅଧିକ ହେଉଛି । ବିପଦ ବେଳେ ଛୁଆ ଜୀବନକୁ ରକ୍ଷା କରିବାର ସଠିକ ନିଷ୍ପତି ନେଇଥିଲେ ଏହି ଯୁବତୀ ।

ତେବେ ସଂପୂର୍ଣ୍ଣ ଘଟଣା ପରେ ସୂଚନା ଅନୁଯାୟୀ ଦମ୍ପତି ଓ ଛୁଆମାନେ ବଞ୍ଚିବା ବଡ ଚମତ୍କାରରୁ କମ୍ ନୁହେଁ । ମା ‘ ର ଦୃଢ ସଂକଳ୍ପ ଓ ସାହସ ଯୋଗୁ ଆଜି ସପରିବାର ଜୀବିତ ଏବଂ ସୁରକ୍ଷିତ ଅଛନ୍ତି । ମା ‘ ନିଜ ଛୁଆ  ଜୀବନକୁ ରକ୍ଷା କରି ନିଜେ ମଧ୍ୟ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published. Required fields are marked *