ଛେଳି ସହିତ ପଙ୍ଗା, କୁକୁରକୁ ପଡିଗଲା ମହଙ୍ଗା, ଦେଖନ୍ତୁ ଏହି ମଜାଦାର Video ହସି ହସି ପେଟ ଦରଜ ହେଇଯିବ (Animal funniest moment)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ପଶୁ ପକ୍ଷୀଙ୍କର ଅନେକ ମଜାଦାର ଭିଡିଓ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭିଡିଓ ବିଷୟରେ କହିବାକୁ ଯାଉଛୁ ।

୧. ବନ୍ଧୁଗଣ ଆମ ପ୍ରଥମ ଭିଡିଓରେ ଏକ ବିଲେଇ ଅନେକ ସମୟ ଧରି ଏକ କୁକୁର ସହ ଲାଗୁ ଥିବ । କୁକୁରଟି ଏକ ଚେନରେ ବନ୍ଧା ହୋଇଥିବାରୁ କିଛି କରିପାରୁ ନଥିଲା ହେଲେ ବନ୍ଧୁଗଣ ବିଲେଇଟି ଯେତେବେଳେ ସୀମା ପାର କରିଦେଲା ସେତେବେଳେ କୁକୁରଟି ପଛୁଆ ଏକ ଗୋଇଠା ଦେଲା ।

୨. ଆମର ଦ୍ଵିତୀୟ ଭିଡିଓରେ ଏକ କୁକୁର ବିନା କୌଣସି କାରଣରେ ଏକ ଗାଈ ସାମ୍ନାରେ ଯାଇ ଛିଡା ହେଉଛି । କିଛି ସମୟ ଛିଡା ହେବା ପରେ ପାଖରେ ଥିବା ଏକ ଇଲେକ୍ଟ୍ରିକ ତାରକୁ କୁକୁର ଛୁଇଁ ଦେଉଛି । ଏହା ପରେ କୁକୁର ଝଟକା ଖାଇ ପଛୁଆ ଦୌଡୁଛି । ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ।

https://www.youtube.com/watch?v=CigGmJnE0Sk

୩. ବନ୍ଧୁଗଣ ଆମ ତୃତୀୟ ଭିଡିଓରେ ଗୋଟେ କୁକୁର ଏକ ମାଙ୍କଡ ଉପରେ ଆକ୍ରମଣ କରିଦେଉଛି ହେଲେ ସେହି ସମୟରେ ମାଙ୍କଡର ଗୋଷ୍ଠୀ ସେହି କୁକୁରକୁ ଏମିତି ମଜା ଚଖାଉ ଛନ୍ତି ଯାହା କୁକୁର ନିଜ ଜୀବନରେ କେବେବି ଭୁଲିବ ନାହିଁ । ମାଙ୍କଡ ମାନେ କୁକୁରକୁ ଏପରି ମଜା ଚଖାଉ ଛନ୍ତି ଯାହାଫଳରେ କୁକୁରଟି ଯେଉଁ ରାସ୍ତାରେ ଆସିଥିଲା ସେହି ରାସ୍ତାରେ ଭୋକି ଭୋକି ଚାଲି ଯାଉଛି ।

୪. ବନ୍ଧୁଗଣ ଆମ ଚତୁର୍ଥ ଭିଡିଓରେ ଏକ ଦୁର୍ବଳ ମୂଷା ଉପରେ ଏକ କାଉ ଆକ୍ରମଣ କରି ଦେଉଛି । କାଉଟି ମୂଷାର ଲାଞ୍ଜକୁ କାମୁଡି ତାକୁ ଶିକାର କରିବା ପାଇଁ ଚାହୁଁ ଥିଲା । ହେଲେ ଯେତେବେଳେ ବି କାଉ ମୂଷାର ଲାଞ୍ଜକୁ କାମୁଡି ନେବା ପାଇଁ ଚେଷ୍ଟା କରୁଛି ସେତେବେଳେ ମୂଷାଟି କାଉ କବଳରୁ ବାହାରି କାଉ ଉପରେ ଆକ୍ରମଣ କରିଦେଉଛି । କାଉଟି କେବେ ଭାବି ନଥିବ ଏକ ସାମାନ୍ଯ ମୂଷା ତାର ଏମିତି ଅବସ୍ଥା କରିବ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଏକ କୁକୁର ଗୋଟେ ବକୁରୀକୁ ଏକା ଦେଖି ତା ଉପରେ ଭୋକିବାକୁ ଲାଗୁଛି । କିଛି ସମୟ କୁକୁରଟି ଭୋକିବା ପରେ ବକୁରୀ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି । ହେଲେ ବକୁରୀଟି କୁକୁରକୁ ଚେତାବନୀ ଦେଇ ପଛକୁ ଚାଲିଯାଉଛି କିନ୍ତୁ କୁକୁର ନିଜ ସାହାସ ଦେଖାଇ ବକୁରୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏହା ପରେ ବକୁରୀ ନିଜ ଶୁଣ୍ଢରେ କୁକୁରକୁ ଦୁଇ ତିନି ଥର ଭୁଶି ଦେଉଛି ଯାହା ଫଳରେ କୁକୁର ଲାଇନକୁ ଆସିଯାଉଛି ।

Leave a Reply

Your email address will not be published. Required fields are marked *