ଦେଖନ୍ତୁ ଟିଭି ସିରିଏଲ ‘ସିନ୍ଦୁରର ଅଧିକାର’ ଅଭିନେତ୍ରୀ ପବିତ୍ରା (Monika Karan) ଙ୍କ ଅସଲ ଜୀବନର କିଛି ଅଜଣା କଥା, ଆଗରୁ କେବେ ବି ଦେଖି ନଥିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମୋନିକା କରନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମୋନିକା କରନଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କ ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ । ମୋନିକା ଏବେ ଲୋକପ୍ରିୟ ଟିଭି ଧାରାବାହିକ ‘ସିନ୍ଦୁରର ଅଧିକାର’ରେ ନଜର ଆସୁଛନ୍ତି । ଏହି ସିରିଏଲରେ ସେ ହିରୋଇନ ଇତିଙ୍କ ମାଙ୍କ ଭୂମିକାରେ ନଜର ଆସୁଛନ୍ତି ।

ଏହି ସିରିଏଲରେ ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରିଛନ୍ତି  । ଖୁବ କମ ସମୟ ମଧ୍ୟରେ ମୋନିକା ନିଜ ଚମତ୍କାର ଅଭିନୟ ପଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ମୋନିକା ଏହି ସିରିଏଲରେ ମେକଅପ୍ ସହ ନିଜ କ୍ୟାରେକ୍ଟର ଅନୁସାରେ ଗେଟ ଅପ୍ ନେଇ ନଜର ଆସୁଛନ୍ତି । ହେଲେ ଆପଣ ମାନେ କଣ ଜାଣିଛନ୍ତି ମୋନିକା ରିଅଲ ଲାଇଫରେ କେମିତି ଦେଖାଯାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ମୋନିକାଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ‘ସିନ୍ଦୁରର ଅଧିକାର’ ସିରିଏଲରେ ଅଭିନୟ କରିବା ପୂର୍ବରୁ ଆପଣ ମାନେ ମୋନିକାଙ୍କୁ ତୁଳସୀ ଭୂମିକାରେ ନିଶ୍ଚୟ ଦେଖିଥିବେ । କିନ୍ତୁ ବର୍ତ୍ତମାନ ମୋନିକା ‘ସିନ୍ଦୁରର ଅଧିକାର’ ସିରିଏଲରେ ଶାଢୀ ପିନ୍ଧି ବହୁତ ସିମ୍ପଲ ଲୁକ୍ ରେ ନଜର ଆସୁଛନ୍ତି ।

ବନ୍ଧୁଗଣ ରିଅଲ ଲାଇଫରେ ମୋନିକା ବହୁତ ଷ୍ଟାଇଲିସ ଓ ଗ୍ଲେମରସ ନଜର ଆସନ୍ତି । ବିନା ମେକ ଅପ୍ ରେ ମଧ୍ୟ ମୋନିକା ରିଅଲ ଲାଇଫରେ ବହୁତ ସୁନ୍ଦର ନଜର ଆସନ୍ତି ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମୋନିକାଙ୍କ କେଉଁ ଲୁକ୍ ଅଧିକ ପସନ୍ଦ ଆସିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *