ମାଂସ କିଣିବାକୁ ଆସିଥିବା ଗ୍ରାହକଙ୍କୁ ଦେଖି ମାଲିକଙ୍କୁ କୁଣ୍ଢାଇ ଭୋ-ଭୋ ହେଇ କାନ୍ଦିଲା ଛେଳି, ଏହି ଭାଇରାଲ ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକେଇବେ

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଗୋଟେ ଛେଳି କାନ୍ଦୁ ଥିବାର ନଜର ଆସୁଛି ଆଉ ଛେଳିର ଏଭଳି କାନ୍ଦଣା ହୁଏତ ଆପଣ ମାନେ କେବେ ବି ଦେଖି ନଥିବେ । ଆଜି ମାଲିକକୁ ଜାବୁଡି ଧରି କାନ୍ଦୁଛି ଛେଳି । କେଉଁ ଭଳି ପରିସ୍ଥିତିରେ ଛେଳିଟି ନିଜ ମାଲିକ ଠାରୁ ଅଲଗା ହେବାକୁ ଚାହୁଁନି । ବନ୍ଧୁଗଣ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ସମସ୍ତଙ୍କୁ ଇମୋସନାଲ କରିଦେଉଛି ।

କାରଣ ଛେଳିଟି ଯେଉଁ ଭଳି ଭାବରେ ନିଜ ମାଲିକକୁ ଧରି କାନ୍ଦିଛି ତାହା ହୁଏତ କେହି ସାଧାରଣ ଲୋକ ହଜମ କରିପାରିବ ନାହିଁ । ବନ୍ଧୁଗଣ ଆପଣ ଦେଖି ପାରୁଥିବେ ପାଖରେ ସମସ୍ତେ ଛିଡା ହୋଇଛନ୍ତି । ଦଲାଲ ଏହି ଛେଳିଟିକୁ କିଣି ଦେବ ଆଉ ମାଲିକ ବି ତା ସହ ଡିଲ କରି ସାରିଛି । ହେଲେ ବନ୍ଧୁଗଣ ଦେଖନ୍ତୁ ଛେଳି କେମିତି ନା କେମିତି ଏ ସବୁ କଥାକୁ ଅନୁଭବ କରିଦେଲା ।

ଆଉ ତା ପରେ ମାଲିକକୁ କିଭଳି ଜାବୁଡି ଧରି ଛେଳି କାନ୍ଦୁଛି ଟିକେ ଦେଖନ୍ତୁ । ଯେମିତି ଛେଳି ଆଜି କହୁଛି ମୁଁ ପଶୁ ତୁ ମଣିଷ । ମୋ କଥା କଣ ବୁଝି ପାରୁନୁ ଏତେ ଦିନ ଭଲ ପାଇବା ଦେଲୁ ସ୍ନେହ ଶ୍ରଦ୍ଧାରେ ରଖିଲୁ ଆଉ ଆଜି କିଛି ଟଙ୍କା ପାଇଁ ତୁ ମୋତେ ବିକି ଦେଉଛୁ । ବନ୍ଧୁଗଣ ଆଜି ଏହି ଛେଳିଟିକୁ ଦେଖିଲେ ଏମିତି କିଛି ଜଣା ପଡୁଛି । ଭିଡିଓରେ ମାଲିକ ବି ଇମୋସନାଲ ହୋଇଯାଇଛନ୍ତି ଆଉ ଛେଳିଟିକୁ ଧରି ସେ ବି ବହୁତ କାନ୍ଦି ଛନ୍ତି ।

ବନ୍ଧୁଗଣ ଏହି ଭିଡିଓଟି ଏବେ ମୋବାଇଲକୁ ମୋବାଇଲରୁ ଘୁରି ବୁଲୁଛି ଆଉ ସମସ୍ତଙ୍କୁ ଇମୋସନାଲ କରିଦେଉଛି । ପଶୁ ହେଲେ କଣ ହେଲା ବେଳେବେଳେ ସେମାନଙ୍କର ଇମୋଶନ ମଣିଷ ଠାରୁ ଯଥେଷ୍ଟ ଅଧିକ ଥାଏ ଆଉ ଏହାର ଏକ ଉଦାହରଣ ଆପଣ ମାନଙ୍କ ସାମ୍ନାରେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *