ବିଲେଇ ସାଜିଛି ବଡିଗାର୍ଡ ! ଚତୁରୀ ବିଲେଇର ଚତୁରାମି ଦେଖି ମଣିଷ ବି ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚତୁରୀ ବିଲେଇର ଚତୁର କାମ ! ତେବେ ପଶୁପକ୍ଷୀଙ୍କର ଏପରି ବହୁତ ଗୁଡିଏ କଳାକୃତ୍ତି ରହିଥାଏ । ଯାହା ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହା ସହ ଲୋକମାନେ ମଧ୍ୟ ପଶୁପକ୍ଷୀ ମାନଙ୍କର ଏଭଳି ସବୁ କାର୍ଯ୍ୟକୁ ଦେଖିବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଏହାରି ଭିତରେ ଏକ ବିଲେଇର ଚତୁରତାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିପଡିଛି ।

ଯେଉଁଠାରେ କି ଏକ ଛୋଟ ପିଲାଟି ବାଲ୍କୁନୀରେ ଖେଳୁଛି । ଏହା ସହିତ ବାଲ୍କୁନୀରେ ରହିଥିବା ବାଡା ପାଖକୁ ମଧ୍ୟ ବାରମ୍ବାର ଚାଲି ଆସିଯାଉଛି । ତେବେ ସେହି ବାଲ୍କୁନୀ ପାଖରେ ଏକ ବିଲେଇଟି ବସି ରହିଛି । ତେବେ ଯେତେବେଳେ ବାଲ୍କୁନୀ ପାଖରେ ପିଲାଟି ଆସିଯାଇ ବାଲକୁନି ବାଡା ଉପରେ ହାତ ଥୋଇ ଚଢିବା ପାଇଁ ବାହାରୁଛି । ସେତେବେଳେ ସେଠାରେ ଉପସ୍ଥିତ ଥିବା ବିଲେଇଟି କୁନି ପିଲାଟି ହାତକୁ ବାଲ୍କୁନୀ ବାଡା ଉପରୁ କାଢି ଦେଉଛି ।

କାରଣ ବିଲେଇ ଏକ ଛୋଟ ପ୍ରାଣୀ ହେଲେ କଣ ହେଲା । ସେ ଯେପରି ଜାଣିପାରୁଛି । ଯେ ପିଲାଟି ବାଲ୍କୁନୀ ପାଖକୁ ଆସିଲେ । ତା, ଜୀବନ ପ୍ରତି ବିପଦ ରହୁଛି । ତେଣୁ ପିଲାଟି ଯେତେ ଥର ବାଲ୍କୁନୀ ବାଡାକୁ ଧରି ବାଲିକୁନି ଉପରକୁ ଉଠିବା ପାଇଁ ଚାହୁଁଅଛି । ବିଲେଇଟି ସେତେଥର ତା, ହାତକୁ ବାଡାଉପରୁ କାଢି ଦେଉଛି । ତେବେ ବିଲେଇର ଏପରି ଚତୁରତାକୁ ଦେଖି ବହୁ ଲୋକ ଆଶ୍ଚର୍ଯ୍ୟ ହୋଇବା ସହ ବିଲେଇଟି ପ୍ରତି ନିଜର ଭଲ ପାଇବା ମଧ୍ୟ ପଦର୍ଶନ କରିଛନ୍ତି ।

ତେବେ ଅନେକ ସମୟରେ କୁକୁରକୁ ଲୋକେ ପୋଷା ପ୍ରାଣୀ କରି ରଖିଥାନ୍ତି । କାରଣ କୁକୁର ମଧ୍ୟ ଅନେକ ସମୟରେ ତା, ମାଲିକର ବିଶ୍ବାସର ଭାଜନ ହେବା ସହ ମାଲିକକୁ ସୁରକ୍ଷା ମଧ୍ୟ ଦେଇଥାଏ  । ହେଲେ ଏଠାରେ ଗୋଟିଏ କୁନି ବିଲେଇ ନିଜର ବୁଦ୍ଧି ଓ ଚତୁରତା ବଳରେ କୁନି ପିଲାଟିକୁ ବାଲ୍କୁନୀ ବାଡା ଉପରକୁ ଚଢିବାକୁ ନଦେଇ ପିଲାଟିର ଜୀବନ ପ୍ରତି ସୁରକ୍ଷା ଦେଉଅଛି ।

ଯେଉଁ ଦୃଶ୍ୟକୁ ଅନେକ ଲୋକଙ୍କର ବହୁ ମାତ୍ରରେ ଭଲ ପାଇବା ମିଳୁଅଛି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ  ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *