Pintu ଙ୍କ ପାଦ ତଳେ ବୋହି ଯାଉଛି ସ୍ତ୍ରୀ ଶିଳ୍ପାଙ୍କ ଅନୁତାପର ଲୁହ, ଆଉ ମନେ ମନେ ମାଗୁଛନ୍ତି କ୍ଷମା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ନନ୍ଦଙ୍କ ପାଦ ତଳେ ବୋହି ଯାଇଉଛି ପିନ୍ଟୁଙ୍କ ସ୍ତ୍ରୀଙ୍କର ଅନୁତାପର ଲୁହ ! ହେଲେ ଅନୁତାପ କରିବା ବେଳକୁ କିନ୍ତୁ ବହୁ ବିଳମ୍ବ ହୋଇଯାଇଛି । କାରଣ ଯାହା ଉପରେ ରାଗ ଅଭିମାନ ରହିଥିଲା । ଯେଉଁ କାରଣ ପାଇଁ ପିନ୍ଟୁଙ୍କ ସ୍ତ୍ରୀ ଶିଲ୍ପା ପିନ୍ଟୁଙ୍କ ଠାରୁ ଅଲଗା ହୋଇଥିଲେ ସେ ଆଉ ନାହାନ୍ତି । ତେବେ ଏହାରି ମଧ୍ୟରେ ନିଜ ସ୍ଵାମୀଙ୍କୁ ହରାଇ ପିନ୍ଟୁଙ୍କ ସ୍ତ୍ରୀ ଯେତେ ଭାଙ୍ଗିପଡିଛନ୍ତି ।

ଅପର ପକ୍ଷରେ ପିନ୍ଟୁ ନନ୍ଦଙ୍କର ୨ ଆଖିର ନୟନ ପିତୁଳା ସଦୃଶ ତାଙ୍କର ସାନ ଓ ବଡ ୨ ଗୋଟି ପୁଅ ମଧ୍ୟ ବାପାଙ୍କୁ ଝୁରି ଝୁରି ଭାଙ୍ଗିପଡିଛନ୍ତି । ତେବେ ନିକଟ ଅତୀତରେ ପିନ୍ଟୁ ନନ୍ଦଙ୍କ ପରଲୋକ ପରେ ତାଙ୍କର ଦ୍ଵାଦଶ ଦିନ ସ୍ମୃତି ସଭାର ଆୟୋଜନ କରଯାଇଥିଲା । ତେବେ ଗତ କାଲୀ ମଧ୍ୟ ପିନ୍ଟୁଙ୍କର କିଛି ସାଙ୍ଗ ପିନ୍ଟୁଙ୍କ ପାଇଁ ସ୍ମୃତି ସଭାର ଆୟୋଜନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ତେବେ ଏହି ଅବସରରେ ପିନ୍ଟୁଙ୍କ ସ୍ତ୍ରୀ ଓ ୨ ପୁଅକୁ ମଧ୍ୟ ନିମନ୍ତ୍ରଣ କରଯାଇଥିଲା । ତେବେ ପିନ୍ଟୁ ନନ୍ଦଙ୍କ ସାଙ୍ଗ ମାନଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ଵାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ସଭାରେ ପହଞ୍ଚିଥିଲେ ପିଙ୍କ ସ୍ତ୍ରୀ ଶିଲ୍ପା । ତେବେ ପିନ୍ଟୁଙ୍କୁ ଫୁଲ ଚଢାଇବା ବେଳେ ନିଜ ଆଖିରୁ ଝରିଯାଇଥିଲା ଲୁହ । ତେବେ ନିଜର ମନର କୋହକୁ ନିଜ ମନରେ ଚାପି ଧରି ଶିଲ୍ପା ନିଜ ପୁଅ ୨ ଙ୍କୁ ଧରି ସେଠାରୁ ଚାଲି ଆସିଥିଲେ ।

ତେବେ ପିନ୍ଟୁଙ୍କ ୨ ପୁଅ ମଧ୍ୟ କାହାକୁ ସିନା କିଛି କହିପାରୁନାହାନ୍ତି । ହେଲେ ନିଜ ବାପାଙ୍କୁ ମନେ ମନେ ବହୁତ ଝୁରୁଛନ୍ତି । କାରଣ ସ୍ଵାମୀ ଓ ସ୍ତ୍ରୀଙ୍କ ପାରିବାରିକ କଳହ ପାଇଁ ସିନା ଦାଂପତ୍ଯ ଜୀବନଟିରେ ଫାଟ ସୃଷ୍ଟି ହୋଇଯାଇଥିଲା । ହେଲେ ୨ ପିଲାଙ୍କର ଏଥିରେ କେଏନ ଦୋଷ ରହିଥିଲା ।

କାରଣ ସେ ତ ଉଭୟ ମା’ ଙ୍କୁ ଯେତିକି ଭଲ ପାଇଥାନ୍ତି । ତାଙ୍କ ପାଇଁ ପାଇଁ ମଧ୍ୟ ପୁଅମାନଙ୍କ ମଧ୍ୟରେ ସେତିକି ସମ୍ମାନ  ଭଲ ପାଇବା ମଧ୍ୟ ଥିଲା । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *