ଜଣେ ଡ୍ରାଇଭର ହେଇ କିପରି କହିଲେ ‘ଡ୍ରାଇଭର ସଂଘ ଉପରେ ଟ୍ରକ ଚଢେଇ ଦେବି’ ଥରେ ଶୁଣନ୍ତୁ ଏହି ବ୍ୟକ୍ତିଙ୍କ କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡ୍ରାଇଭର ସଂଘ ଉପରେ ଚଢେଇ ଦେବି ଟ୍ରକ  ! ତେବେ ହଁ ବନ୍ଧୁଗଣ ଗତ କାଲି ଠାରୁ ରାଜ୍ୟବ୍ୟାପୀ ଏରିଆ ମାନଙ୍କରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଉଛି । ତେବେ ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ମାନଙ୍କ ମିଳିତ ଉଦ୍ୟମରେ ଏହି ଆନ୍ଦୋଳନଟି କରାଯାଇଛି । ଯାହାକୁ ସବୁ ଡ୍ରାଇଭର ଭାଇ ମାନଙ୍କର ସମର୍ଥନରେ କରାଯିବା ପାଇଁ ମଧ୍ୟ ଡ୍ରାଇଭର ମାନଙ୍କୁ ଅବଗତ କରାଯାଉଛି ।

ତେବେ ଏହାରି ସତ୍ବେ ଏପରି କିଛି ଡ୍ରାଇଭର ମଧ୍ୟ ଅଛନ୍ତି । ଯେଉଁ ମାନେ ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ବହୁ ସଂଖ୍ୟକ ଷ୍ଟିୟରିଂ ଛାଡ ଗାଡି ନଚଳାଇ ଆନ୍ଦୋଳନରେ ମାତିଛନ୍ତି । ଏହାର ଅପର ପକ୍ଷରେ ଏପରି ମଧ୍ୟ କିଛି ଡ୍ରାଇଭର ଅଛନ୍ତି । ଯେଉଁ ମାନେ ମହାସଂଘର ଆନ୍ଦୋଳନ ଡକରାକୁ ସମର୍ଥନ କରୁନାହାନ୍ତି । ଆନ୍ଦୋଳନ ବଳବତ୍ତର ରହିଥିବା ସମୟରେ ଗାଡି ଚଳାଇ ଯିବା ଆସିବା କରୁଛନ୍ତି ।

ଏହା ସହିତ ଜଣେ ଡ୍ରାଇଭରଙ୍କ ମୁହଁରୁ ଏପରି କିଛି ମଧ୍ୟ ଶୁଣିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତାହା ହେଉଛି ଡ୍ରାଇଭର ଭାଇ ଜଣଙ୍କ କହିବା ଅନୁସାରେ ଆମେ ଗାଡି ନଚଳାଇଲେ ଆମକୁ ହଜାରେ କିଏ ଦେବ ? ମହାସଂଘ ହେଉଛି ବିଜେପିର B ଟିମ । ଆନ୍ଦୋଳନର ଖରଚ ପାଣି ଦେଉଛି ବିଜେପି । ତେବେ ମହାସଂଘ ହେଉଛି ତାଉଟର ଫାଲ୍ତୁ ସଂସ୍ଥା ।

ତେଣୁ ଡ୍ରାଇଭର ଭାଇଙ୍କ କହିବା ଅନୁସାରେ ମହାସଂଘ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନକୁ ମୁଁ ସମର୍ଥନ କରିବି ନାହିଁ , ମୁଁ ମୋର ଯେମିତି ଗାଡି ଚଳାଇବ କଥା ସେମିତି ଗାଡି ଚଳାଇବି । ଯଦି କେହି ବାଟରେ ଡ୍ରାଇଭର ସଂଘ ମୋ ଗାଡିକୁ ଅଟକାଏ ସିଧା ତ’ ଉପରେ ଗାଡି ଚଢାଇ ଦେବୀ । ତେବେ ଡ୍ରାଇଭର ମାନଙ୍କର କିଛି ବିଶେଷ ଦାବୀ ପୂରଣ କରିବାକୁ ଯାଇ ମହାସଂଘ ତରଫରୁ ଷ୍ଟିୟରିଂ ଛାଡ ଆନ୍ଦୋଳାନ କରାଯାଇଛି ।

ହେଲେ ଅନ୍ୟ ପକ୍ଷରେ ଏପରି କିଛି ଡ୍ରାଇଭର ମଧ୍ୟ ଅଛନ୍ତି । ଯେଉଁମାନେ କି ମହାସଂଘର ଡ୍ରାଇଭର ଆନ୍ଦୋଳାନକୁ ସମର୍ଥନ କରୁନାହାନ୍ତି । ଯେପରି ଗାଡି ନୀତିଦିନିଆ ଚଳେଇବା କଥା ସେହିପରି ଗାଡି ଚଳେଇକି ଯାଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ  ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *