ଯଦି ଆପଣଙ୍କ ଶରୀରରେ ଅଛି ଏହି ପରି ଚିହ୍ନ ତ ଆପଣଙ୍କର ହୋଇଛି ପୁନର୍ଜନ୍ମ

ବନ୍ଧୁଗଣ ଏହି ଦୁନିଆରେ ଏପରି କିଛି ଗ୍ରନ୍ଥ ଅଛି ଯାହା ପୁନର୍ଜନ୍ମ ବିଷୟରେ ବିଶ୍ଵାସ କରିଥାଏ । ବନ୍ଧୁଗଣ ପୁନର୍ଜନ୍ମ ହେଉଛି ଯେତେବେଳେ ମଣିଷର ଦେ-ହା-ନ୍ତ ହୋଇଥାଏ ସେତେବେଳେ ତାର ଆତ୍ମା ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ । କିଛି ଲୋକଙ୍କ ମତରେ ମଣିଷ କେବକ ମଣିଷ ଜନ୍ମ ନେଇଥାଏ ଓ ଅନ୍ୟ କିଛି ଲୋକଙ୍କ ମତରେ ମଣିଷର ଦେ-ହା-ନ୍ତ ହେବା ପରେ ସେ ଯେକୌଣସି ପ୍ରାଣୀର ଶରୀରରେ ଜନ୍ମ ହୋଇପାରେ ।

ବନ୍ଧୁଗଣ ବିଜ୍ଞାନ ଓ ଶାସ୍ତ୍ର ଅନୁଯାଇ ଏପରି କିଛି ଲକ୍ଷଣ ରହିଛି ଯାହାକୁ ଆଧାର କରି ଆପଣ ଜାଣିପାରିବେ ଯେ, ଆପଣଙ୍କର ପୁନର୍ଜନ୍ମ ହୋଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷ ଶୋଇବା ପରେ କିଛି ନା କିଛି ସ୍ଵପ୍ନ ଦେଖିଥାଏ ହେଲେ ଯଦି ଆପଣ ନିଜ ସ୍ଵପ୍ନରେ ଏପରି ଏକ ମଣିଷକୁ ଦେଖୁଛନ୍ତି ଯାହାକୁ ଆପଣ ଜାଣି ନାହାନ୍ତି ତା ହେଲେ ବୁଝି ଯାନ୍ତୁ ସେହି ସ୍ଵପ୍ନ ହେଉଛି ଆପଣଙ୍କର ପୂର୍ବଜନ୍ମର । ଯଦି ଆପଣ ନିଜ ସ୍ଵପ୍ନରେ ନିଜ ଦେ-ହା-ନ୍ତ କୁ ଗୋଟିଏ ପ୍ରକାରରେ ଦେଖୁଛନ୍ତି ବା ଯଦି ଆପଣଙ୍କୁ ଗୋଟିଏ ସ୍ଵପ୍ନ ବାରମ୍ବାର ଆସୁଛି ତା ହେଲେ ବୁଝି ଯାନ୍ତୁ ଆପଣଙ୍କର ପୁନର୍ଜନ୍ମ ହୋଇଛି ।

୨. ବନ୍ଧୁଗଣ କିଛି ଛୁଆ ମାନଙ୍କ ଶରୀରରେ ଜନ୍ମରୁ ହିଁ ବାର୍ଥ ମାର୍କ ରହିଥାଏ । ହେଲେ ବନ୍ଧୁଗଣ ବୈଜ୍ଞାନିକ ଗବେଷଣା ଅନୁଯାଇ ଏହା ଜଣା ଯାଇଛି ଯେ, ଏହି ବାର୍ଥ ମାର୍କ ହେଉଛି ଆପଣଙ୍କ ପୂର୍ବ ଜନ୍ମର କୌଣସି ଆଘାତ ଚିହ୍ନ ବା କୌଣସି ରୋଗ ଯାହା କାରଣରୁ ଆପଣଙ୍କ ଦେ-ହା-ନ୍ତ ହୋଇଥିବ ।


୩. ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କିଛି ଘଟଣା ଏମିତି ହେଉଛି ଯାହା ଆପଣଙ୍କୁ ଲାଗୁଛି ଆପଣଙ୍କ ସହ ପୂର୍ବରୁ ହୋଇସାରିଛି ତା ହେଲେ ଏହା ପଛରେ ବହୁତ ବଡ କାରଣ ରହିଛି । ବନ୍ଧୁଗଣ ଏହାକୁ ଇଂରାଜୀରେ ‘ଡେଜାବୁ’ କୁହନ୍ତି । ଯଦି ଆପଣଙ୍କୁ ଏମିତି କିଛି ଘଟଣା ବିଷୟରେ ବାରମ୍ବାର ମନ ପଡୁଛି ଯାହା ଆପଣଙ୍କ ସହ ବହୁତ ଥର ହୋଇସାରିଛି ହେଲେ ବାସ୍ତବରେ ଆପଣଙ୍କ ସହ ହୋଇନି ତା ହେଲେ ଆପଣ ବୁଝି ଯାନ୍ତୁ ସେହି ଘଟଣା ଆପଣଙ୍କ ପୂର୍ବଜନ୍ମରେ ଆପଣଙ୍କ ସହ ହୋଇସାରିଛି ।


୪. ବନ୍ଧୁଗଣ ପିଲା ଦିନରୁ ଆମକୁ ବହୁତ କିଛି ବିଦ୍ୟାର ଶିକ୍ଷା ଦିଆଯାଇଥାଏ  । ହେଲେ ଏପରି ମଧ୍ୟ କିଛି ମଣିଷ ଅଛନ୍ତି ଯେଉଁ ମାନେ ନିଜ ପିଲା ଦିନରୁ କିଛି ନା କିଛି ଟ୍ୟାଲେଣ୍ଟ ରଖିଥାନ୍ତି । ଏମିତି କିଛି ଛୁଆ ଅଛନ୍ତି ଯେଉଁ ମାନେ ପିଲା ଦିନରୁ ବହୁତ ଭଲ ବାଜା ବା ଗିଟାର ଆଦି ବଜାଇ ପାରନ୍ତି । ଏହି ଲକ୍ଷଣରୁ ବୁଝି ଯାନ୍ତୁ ଆପଣଙ୍କ ପୁନର୍ଜନ୍ମର କିଛି ଲକ୍ଷଣ ବର୍ତ୍ତମାନ ଆପଣଙ୍କ ପାଖରେ ରହିଛି । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କ ସହ ଏହି ସବୁ ଘଟଣା ଘଟୁଛି ତା ହେଲେ ବୁଝି ଯାନ୍ତୁ ଆପଣଙ୍କର ପୁନର୍ଜନ୍ମ ହୋଇଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *