ଲାଇମ ଲାଇଟ ରୁ ଦୂରରେ ରୁହନ୍ତି Bollywood ର ଏହି 5 ସୁପରଷ୍ଟାରଙ୍କ ଭଉଣୀ, କିନ୍ତୁ ସୁନ୍ଦରତାରେ କେହି କାହାଠୁ ନୁହଁନ୍ତି କମ, Ranveer singh ଙ୍କ ଭଉଣୀ ଲାଗନ୍ତି ପୁରା ପରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ବଲିଉଡ ଅଭିନେତା ମାନଙ୍କର ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ ସୁନ୍ଦରତାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ ହେଲେ ଏମାନେ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁନେନା ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ହ୍ରୀତିକ ରୋଷନଙ୍କ ବଡ ଭଉଣୀ ସୁନେନା ରୋଷନ । ସୁନେନା ହ୍ରୀତିକଙ୍କୁ ବହୁତ ସ୍ନେହ ଓ ଆଦର କରନ୍ତି ।

ସୁନ୍ଦରତା ମାମଲାରେ ସୁନେନା କାହା ଠାରୁ କମ ନୁହନ୍ତି ହେଲେ ବନ୍ଧୁଗଣ ସୁନେନା ସବୁବେଳେ ଲାଇମ ଲାଇଟ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ତାଙ୍କୁ ଦେଖିପାରିବେ ।

ରିଦିମା କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି କପୁର ଫମିଲିର ଝିଅ ରିଦିମା କପୁର । ରିଦିମା ହେଉଛନ୍ତି ବଲିଉଡ ଅଭିନେତା ରଣବିର କପୁରଙ୍କର ଭଉଣୀ । ସେ ପେସାରୁ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି । ସେ ଏକ ଜ୍ବେଲେରୀ ଡିଜାଇନର ଅଟନ୍ତି । ହେଲେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତି ନାହିଁ କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସୁନ୍ଦରତା ମାମଲାରେ ରିଦିମା କାହା ଠାରୁ କମ ନୁହନ୍ତି ।

ଶ୍ଵେତା ବଚନ ନନ୍ଦା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ଭଉଣୀ ଶ୍ଵେତା ବଚନ ନନ୍ଦା । ଶ୍ଵେତା ଲାଇମ ଲାଇଟ ଠାରୁ ଦୂରରେ ରହିଲେ ମଧ୍ୟ ତାଙ୍କୁ ସମସ୍ତେ ଜାଣିଛନ୍ତି  । ଶ୍ଵେତାଙ୍କ ପରିବାର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ ମଧ୍ୟ ଶ୍ଵେତା ଲାଇମ ଲାଇଟ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି ।

ରୀତିକା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର ସିଂହଙ୍କର ବଡ ଭଉଣୀ ରୀତିକା ସିଂହ । ରଣବିର ନିଜ ଭଉଣୀଙ୍କୁ ବହୁତ ଭଲ ପାନ୍ତି । ରୀତିକା ବହୁତ ସୁନ୍ଦର ନଜର ଆସନ୍ତି ହେଲେ ସେ ଲାଇମ ଲାଇଟ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି । 

ଅରପିତା ଓ ଅଲାବିରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସଲମାନ ଖାନଙ୍କ ଦୁଇ ଭଉଣୀ ଅରପିତା ଓ ଅଲାବିରା । ସଲମାନଙ୍କ ଦୁଇ ଭଉଣୀ ବଲିଉଡ ଠାରୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ଏହି ଦୁଇଜଣଙ୍କୁ ଦେଖିପାରୁଥିବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *