ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି 4 ଟି ଅଭ୍ୟାସ ଅଟେ ସବୁଠୁ ବଡ ପାପ, ଯାହାକୁ ଆପଣ ପ୍ରତିଦିନ କରନ୍ତି- Padma Puran

ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ରରେ ୧୮ଟି ପୁରାଣ ରହିଛି । ସେଥି ମଧ୍ୟରୁ ଗୋଟେ ପୁରାଣ ହେଉଛି ପଦ୍ମ ପୁରାଣ । ଏହି ପୁରାଣରେ ଏପରି କିଛି ଭୁଲ କାର୍ଯ୍ୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ଵାରା ମଣିଷ ନିଜ ଜୀବନରେ କେବେହେଲେ ସଫଳତା ହାସଲ କରିନଥାଏ, ଆଜୀବନ ଦରିଦ୍ରତା ଭୋଗ କରିଥାଏ । ବନ୍ଧୁଗଣ ଆମ ଦୈନନ୍ଦିନ ଜୀବନରେ ଆମେ ଏପରି କିଛି ଭୁଲ କରିଥାଉ ଯାହା ବିଷୟରେ ଆମେ ବିଶେଷ ଧ୍ୟାନ ଦେଇନଥାଉ ।

ହେଲେ ବନ୍ଧୁଗଣ ଆମର ସଫଳତାର କାରଣ ହୋଇଥାଏ ଏହି ସାମସ୍ତା ଭୁଲ । ପଦ୍ମ ପୁରାଣରେ ଏହି ସମସ୍ତ ଭୁଲ ବିଷୟରେ ବିସ୍ତାର ହୋଇଛି ଓ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଭୁଲ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ କାର୍ଯ୍ୟ ବିଷୟରେ ।

ନିଜର ପ୍ରଶଂସା କରିବା- ବନ୍ଧୁଗଣ ପଦ୍ମ ପୁରାଣ ଅନୁସାରେ ମଣିଷର ପ୍ରଥମ ଭୁଲ ହେଉଛି ନିଜର ପ୍ରଶଂସା ଅନ୍ୟ ଲୋକଙ୍କ ସାମ୍ନାରେ କରିବା । ବନ୍ଧୁଗଣ ଏହି ଲୋକମାନେ ଅନ୍ୟ ଲୋକ ମାନଙ୍କୁ ନୀଚ ନଜରରେ ଦେଖିଥାନ୍ତି । ଆପଣ ମାନେ ନିଜର ଏହି ଅଭ୍ଯାସକୁ ତୁରନ୍ତ ଛାଡନ୍ତୁ । କାରଣ ଏହି ଅଭ୍ଯାସ ପାଇଁ ଆପଣ ବରବାଦ ହୋଇପାରନ୍ତି ।


ଭଗବାନଙ୍କର ନିନ୍ଦା କରିବା- ବନ୍ଧୁଗଣ ପଦ୍ମ ପୁରାଣ ଅନୁସାରେ ଦୁତୀୟ ଭୁଲ ହେଉଛି ଭଗବାନଙ୍କର ନିନ୍ଦା କରିବା । ବନ୍ଧୁଗଣ ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ନିନ୍ଦା କରିଥାନ୍ତି । ଏହି ଲୋକମାନଙ୍କୁ ନାସ୍ତିକ ମଧ୍ୟ କୁହାଯାଇଥାଏ । ବନ୍ଧୁଗଣ ଏହି ଲୋକମାନେ ଭଗବାନ ଓ ଧର୍ମ ଆସ୍ତା ଉପରେ ବିଶ୍ଵାସ ରଖିନଥାନ୍ତି । ବନ୍ଧୁଗଣ ଏହି ଲୋକମାନେ ଅଧର୍ମୀ ଓ ପାପୀ ହୋଇଥାନ୍ତି । ବରବାଦ ହେବା ପଛରେ ଏମାନଙ୍କର ନିଜର ଭୁଲ ରହିଥାଏ ।


ବେଦ ର ଅପମାନ କରିବା- ବନ୍ଧୁଗଣ ପଦ୍ମ ପୁରାଣର ତୃତୀୟ ନିୟମ ହେଉଛି ବେଦ ର ଅପମାନ କରିବା । ହିନ୍ଦୁ ଧର୍ମରେ ଗ୍ରନ୍ଥ ଓ ପୁରାଣକୁ ପୂଜନୀୟ ମନା ଯାଇଥାଏ । ବର୍ତ୍ତମାନର ସମୟରେ ଲୋକମାନଙ୍କ ମଧ୍ୟରେ ଏହାର ମହତ୍ଵ ଓ ସମ୍ମାନ ଶେଷ ହେବାକୁ ଯାଉଛି । ଏହି ସଂସାରରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ବେଦର ଅପମାନ କରିଥାନ୍ତି । ବନ୍ଧୁଗଣ ଏମାନେ ନିଜର ବରବାଦିର କାରଣ ହୋଇଥାନ୍ତି ।


ଅନ୍ୟ ଲୋକଙ୍କର ନିନ୍ଦା କରିବା- ବନ୍ଧୁଗଣ ପଦ୍ମ ପୁରାଣର ଶେଷ ଭୁଲ ହେଉଛି ଅନ୍ୟ ଲୋକଙ୍କର ନିନ୍ଦା କରିବା । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୌଣସି ଲୋକର ନିନ୍ଦା ଓ ଅପମାନକୁ ପାପ ମନା ଯାଇଥାଏ । ବନ୍ଧୁଗଣ ଯେଉଁ ଲୋକ ଅନ୍ୟ ଲୋକଙ୍କର ବିଷୟରେ ଖରାପ ଚିନ୍ତାଧାରା ରଖିଥାଏ ଓ ସେମାନଙ୍କୁ ନିନ୍ଦା କରିଥାଏ, ସେହି ଲୋକ ଆଗାମୀ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *