ରାଜା-ମହାରାଜାଙ୍କ ପରି ଜୀବନ ବଞ୍ଚନ୍ତି Bollywood ର ଏହି 5 ଜଣ ସୁପର ଷ୍ଟାର, ନମ୍ବର 4 ତ ଅଟନ୍ତି ଅସଲି ନବାବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ବଲିଉଡର ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି ହେଲେ ଏମାନେ ସଫଳତା ପାଇବା ପରେ ଏମାନଙ୍କ ଲାଇଫ ଷ୍ଟାଇଲ ସଂପୂର୍ଣ୍ଣ ବଦଳି ଯାଇଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଦିଗଜ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବର୍ତ୍ତମାନ ରାଜା-ମହାରାଜାଙ୍କ ପରି ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ ଖାନ । ଆପଣ ମାନେ ଶାହରୁଖଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଗୋଟେ ସମୟ ଥିଲା ଯେବେ ଶାହରୁଖ ଦିଲ୍ଲୀର ଏକ ମାମୁଲି ଫ୍ଲାଟରେ ରହି ସଂଘର୍ଷ କରୁଥିଲେ, ହେଲେ ବର୍ତ୍ତମାନ ସେ ବଲିଉଡର ଦିଗଜ ଅଭିନତା ରୂପେ ପରିଚିତ ଅଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଶାହରୁଖ କୌଣସି ରାଜା-ମହାରାଜାଙ୍କ ଠାରୁ କମ ନୁହନ୍ତି  । କାରଣ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । ଏକ ରିପୋର୍ଟସ ମୁତାବକ ଜଣା ପଡିଛି ଯେ ଶାହରୁଖ ଖାନଙ୍କ ପାଖରେ ୪୦୦୦ କୋଟି ଟଙ୍କାର ସମ୍ପତ୍ତି ଅଛି ।


ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ବନ୍ଧୁଗଣ ଗତ ୧୦ ବର୍ଷ ହେବ ସଲମାନ ଖାନଙ୍କ ସମସ୍ତ ଫିଲ୍ମ ୧୦୦ କୋଟି ରୁ ଅଧିକ ଟଙ୍କା କମାଉଛି । ସେ ଗୋଟେ ଫିଲ୍ମରେ କାମ କରିବା ପାଇଁ ୫୦ କୋଟି ଟଙ୍କାର ଡିମାଣ୍ଡ କରନ୍ତି । ବନ୍ଧୁଗଣ ସଲମାନ ଖାନଙ୍କ ଲାଇଫ ଷ୍ଟାଇଲ ମଧ୍ୟ କୌଣସି ରାଜା- ମହାରାଜାଙ୍କ ଠାରୁ କମ ନୁହେଁ । ସେ ବର୍ତ୍ତମାନ ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି ।


ଅମିତାବ ବଚନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନ । ବନ୍ଧୁଗଣ ବଲିଉଡ ଅଭିନେତା ଅମିତାବ ବଚନଙ୍କ ପାଖରେ ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି  । ମୁମ୍ବାଇରେ ତାଙ୍କର ଦୁଇଟି ବଙ୍ଗଳା ଅଛି ଯାହାର ଦାମ ହେଉଛି ୩୦୦ କୋଟି ଟଙ୍କା । ଅମିତାବ ଆଜି ମଧ୍ୟ ଅଭିନୟ କରୁଛନ୍ତି ଓ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ମହାରାଜା ଅଟନ୍ତି ।

ସେଫ ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସେଫ ଅଲି ଖାନ । ବନ୍ଧୁଗଣ ସେଫ ନିଜ ରିଅଲ ଲାଇଫରେ ମଧ୍ୟ ନବାବ ପରିବାରରୁ ଆସିଛନ୍ତି । ତାଙ୍କ ପିତା ପଟୋଦି ସମ୍ପ୍ରଦାୟର ନବାବ ଥିଲେ ଓ ସେଫଙ୍କୁ ଛୋଟ ନବାବର ଉଦପାଧି ଦିଆଯାଇଛି । ବନ୍ଧୁଗଣ ରିଅଲ ଲାଇଫରେ ମଧ୍ୟ ସେଫ କୌଣସି ନବାବଙ୍କ ଠାରୁ କମ ନୁହନ୍ତି । ସେଫଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି ଓ ତାଙ୍କ ଲାଇଫ ଷ୍ଟାଇଲ ମଧ୍ୟ ରାଜାଙ୍କ ପରି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *