ସ୍ମରଣ ଶକ୍ତି ବଢାଇ ପିଲାଙ୍କ ଦିମାଗ କୁ କମ୍ପ୍ୟୁଟର ଠାରୁ ବି ଅଧିକ ତେଜ କରିଦେବ ଏହି ଘରୋଇ ଉପାୟ- Kids Special Protein Powder

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକମାନେ ବଜାରରୁ ମିଳୁଥିବା ଜିନିଷର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ମଧ୍ୟ ହୋଇପାରେ, କାରଣ ଏଥିରେ କେମିକାଲ ମିସିଥାଏ । ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଘରୋଇ ଉପଚାରର ପ୍ରୟୋଗ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଛୁଆଙ୍କର ସ୍ମରଣ ଶକ୍ତି ବଢାଇବା ପାଇଁ ଓ ହାଡକୁ ମଝବୁତ କରାଇବା ପାଇଁ ବଜାରରୁ ମିଳୁଥିବା ପ୍ରୋଟିନ ପାଉଡରର ବ୍ୟବହାର କରୁଥିଲେ ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ପ୍ରୋଟିନ ପାଉଡର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ବନ୍ଧୁଗଣ ଏହା ହେଉଛି ସଂପୂର୍ଣ୍ଣ ଏକ ଘରୋଇ ପ୍ରୋଟିନ ଯାହାର କୌଣସି ସାଇଡ ଇଫେକ୍ଟ ନାହିଁ ଓ ଏହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ ।


ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବା ପ୍ରୋଟିନ ବିଷୟରେ । ବନ୍ଧୁଗଣ ଏହି ପାଉଡରକୁ ବନେଇବା ପାଇଁ ପ୍ରଥମେ ଆପଣ ନିଜ ଗ୍ଯାସ ଚୁଲାରେ ଏକ ପ୍ୟାନ ବଶାନ୍ତୁ ଓ ଏଥିରେ ୮ ରୁ ୧୦ଟି କାଜୁ ନିଅନ୍ତୁ । ବନ୍ଧୁଗଣ ଏହି କାଜୁକୁ ଆପଣ ଭଲ ଭାବରେ ପ୍ୟାନରେ ଭାଜନ୍ତୁ ।

ବନ୍ଧୁଗଣ କାଜୁ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ  । ଏହା ହାଡକୁ ମଝବୁତ କରିବା ସହ ସ୍ମରଣ ଶକ୍ତିକୁ ବଢାଇଥାଏ । ୫ ମିନିଟ ଏହାକୁ ଭାଜିବା ପରେ ଆପଣ ଏହାକୁ କାଢି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ପ୍ୟାନରେ ୧୦ ରୁ ୧୨ଟି ବାଦାମ ଓ ୪ ରୁ ୫ଟି ଅଖରୋଟ ନିଅନ୍ତୁ ।

ବନ୍ଧୁଗଣ ଏହି ଦୁଇଟି ଜିନିଷ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ତେଣୁ ଆପଣ ଏହି ଦୁଇଟି ଜିନିଷକୁ ମଧ୍ୟ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରୋଷ୍ଟ କରନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ୧୦ ରୁ ୧୨ଟି ମଖାନେ ନିଅନ୍ତୁ ଓ ଏହାକୁ ଭଲ ଭାବରେ ରୋଷ୍ଟ କରନ୍ତୁ । ମଖାନେକୁ ରୋଷ୍ଟ କରିବା ପରେ ଆପଣ ଏକ ଗ୍ରାଇଣ୍ଡର ସାହାର୍ଯ୍ୟରେ ଏହି ସମସ୍ତ ଜିନିଷକୁ ଭଲ ଭାବରେ ପେଶି ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏକ ଛଣା ସାହାର୍ଯ୍ୟରେ ଏହି ପାଉଡରକୁ ଚଲେଇ ଦିଅନ୍ତୁ । ବନ୍ଧୁଗଣ ଏହି ପାଉଡରକୁ ଆପଣ ଦୁଇଟି ପାତ୍ରରେ ଅଲଗା କରି ରଖି ଦିଅନ୍ତୁ । ଗୋଟେ ପାଉଡରରେ ଆପଣ ଅଳ୍ପ ଗୁଜୁରାତି ଓ ଅନ୍ୟ ଏକ ପାଉଡରରେ ଆପଣ କିଛି ଚୋକୋ ପାଉଡର ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆମର ପାଉଡର ପ୍ରସ୍ତୁତ ହୋଇଯିବ ।

ଆପଣ ପ୍ରତିଦିନ ଏହି ଗୋଟେ ଗ୍ଳାସ କ୍ଷୀରରେ ଏକ ଚାମଚ ଏହି ପ୍ରୋଟିନ ପାଉଡର ପକାଇ ନିଜ ଛୁଆ ମାନଙ୍କୁ ଦିଅନ୍ତୁ । ଛୁଆ ମାନଙ୍କର ସ୍ମରଣ ଶକ୍ତି ବଢିବା ସହିତ ସେମାନଙ୍କ ହାଡ ମଝବୁତ ହେବ । ବନ୍ଧୁଗଣ ଆପଣଙ୍କୁ ଏହାର ରେସଲ୍ଟ ଗୋଟେ ମାସ ମଧ୍ୟରେ ଦେଖିବାକୁ ମିଳିଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *