ଭୟଙ୍କର ଷଡଯନ୍ତ୍ର ! 4 ଦିନ ପୂର୍ବରୁ ହୋଇ ସାରିଥିଲା ସମସ୍ତ ପ୍ଲାନ, ଦେଖନ୍ତୁ ଏ ନେଇ କଣ କହିଲେ ମୃତ ଭାଉଜଙ୍କ ମା’ ଓ ଭାଇ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ ମାହଙ୍ଗା ହତୟଆକାଣ୍ଡ ଘଟଣାଟି ବହୁତ ଚର୍ଚ୍ଚାରେ ଅଛି । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ସାନ ଭାଇ । ସାନ ଭାଇ ଶିବ ସାହୁ ବଡ ଭାଇର ପରିବାରକୁ କଟୁରିରେ ହାଣି ନିପାତ କରିଦେଇଛି । ବନ୍ଧୁଗଣ ଗତ ସୋମବାରରେ ଘଟିଥିଲା ଏହି ହତୟଆକାଣ୍ଡ । ଶୈଐତାନ ସାଜି ବଡ ଭାଇ, ଭାଉଜ, ଜଣେ ଝିଆରୀ ଓ ଦୁଇଟି ପୁତୁରାଙ୍କୁ ହତୟଆ କରିଥିଲା ସାନ ଭାଇ ଶିବ ।

ତେବେ ହତୟଆକାଣ୍ଡ ପରେ ବାଲିଚନ୍ଦ୍ର ପୁର ଥାନାରେ ଶିବ ଆତ୍ମସମର୍ପଣ କରିଥିଲା । ହତୟଆକାଣ୍ଡ କରିବା ପରେ ଶିବ ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ସେହି ଭିଡିଓରେ ସେ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି । ତେବେ ବନ୍ଧୁଗଣ ଗତ କାଲି ଠାରୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇଛି ଶିବ ସାହୁଙ୍କୁ ଓ ଆଜି କ୍ରାଇମ ସିନ୍ ରି-କ୍ରିଏସନ କରିବ ପୋଲିସ ।

ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । କିଭଳି ହତୟଆ କରିବା ସେନେଇ ସୁଯୋଗ ଖୋଜୁ ଥିଲା ଶିବ । ଅଲେଖଙ୍କ ଶଳାଙ୍କ ଅନୁଯାଇ, ଶିବ ତାଙ୍କ ଭଉଣୀ ରଶ୍ମୀ ରେଖାଙ୍କୁ ପ୍ରଥମେ କଟୁଉରିରେ ହ ଆଣି ଥିଲା ପରେ ଅଲେଖ ଓ ପୁତୁରା ଝିଆରୀଙ୍କୁ ହ ଆଣି ଥିଲା ।

ଶିବ ନିଜ ଭୁଲ ସ୍ଵୀକାର କରିଲେ ବି ତା କଥାରେ କେତେ ସତ୍ୟତା ରହିଛି ତାକୁ ନେଇ ଏବେ ଆଲୋଚନା ଚାଲିଛି । ଏହି ହତୟଆରେ ଏକାଧିନ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ବୋଲି ମଧ୍ୟ କୁହାଯାଉଛି । ବିଭିନ୍ନ ଦିଗର ତଦନ୍ତ ହେବା ବେଳେ ପୋଷ୍ଟ ମଟମ ଓ ବିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ବନ୍ଧୁଗଣ ପହରଦିନ ଅଲେଖଙ୍କ ସଂପୂର୍ଣ୍ଣ ପରିବାରର ଶବ ସତ୍କାର କଟକ କାଳିଆବୋଦା ଶ୍ମଶାନରେ ହୋଇଥିଲା ।

ବନ୍ଧୁଗଣ ଗୋଟେ ମଣିଷ ମନରେ ଏପରି ଶୈଅଇତାନ ବୁଦ୍ଧି କେମିତି ଆସି ପାରିବ । ନିଜ ବଡ ଭାଇ ଓ ଭାଉଜଙ୍କ ସହ ସେ ନିଜ ଝିଆରୀ ଏବଂ ପୁତୁରା ମାନଙ୍କୁ ବି ମାଆରିଇ ଦେଇଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *