Interesting Gk Questions- ISI ର ଫୁଲ୍ ଫର୍ମ କଣ ? IAS ର ଫୁଲ୍ ଫର୍ମ କଣ ? ଏହା ସହିତ ଜାଣନ୍ତୁ ଆହୁରି 17 ଟି ଫୁଲ୍ ଫର୍ମ !

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. OTVର ଫୁଲଫର୍ମ କଣ ?

ଉତ୍ତର- OTVର ଫୁଲଫର୍ମ ହେଉଛି ଓଡିଶା ଟେଲିଭିଜନ

୨. TRPର ଫୁଲଫର୍ମ କଣ ?

ଉତ୍ତର- TRPର ଫୁଲଫର୍ମ ହେଉଛି ଟେଲିଭିଜନ ରେଟିଙ୍ଗ ପଏଣ୍ଟ ।

୩. LICର ଫୁଲଫର୍ମ କଣ ?

ଉତ୍ତର- LICର ଫୁଲଫର୍ମ ହେଉଛି ଲାଇଫ ଇନସୁରାନ୍ସ କର୍ପୋରେସନ ।

୪. NTPCର ଫୁଲଫର୍ମ କଣ ?

ଉତ୍ତର- NTPCର ଫୁଲଫର୍ମ ହେଉଛି ନାସନାଲ ଥର୍ମାଲ ପାୱାର କର୍ପୋରେସନ ।

୫. IASର ଫୁଲଫର୍ମ କଣ ?

ଉତ୍ତର- IASର ଫୁଲଫର୍ମ ହେଉଛି ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ ।

୬. IPSର ଫୁଲଫର୍ମ କଣ ?

ଉତ୍ତର- IPSର ଫୁଲଫର୍ମ ହେଉଛି ଇଣ୍ଡିଆନ ପୋଲିସ ସର୍ଭିସ ।

୭. ISSର ଫୁଲଫର୍ମ କଣ ?

ଉତ୍ତର- ISSର ଫୁଲଫର୍ମ ହେଉଛି ଇଣ୍ଟରନାସନାଲ ସ୍ପେସ ଷ୍ଟେସନ ।

୮. WORLDର ଫୁଲଫର୍ମ କଣ ?

ଉତ୍ତର- WORLDର ଫୁଲଫର୍ମ କିଛି ନାହିଁ ହେଲେ ଇଣ୍ଟର୍ନେଟରେ ସର୍ଚ କଲେ ଆସିବ ୱାଚ ଆୱାର ରିଅଲ ଲାଇଫ ଡେ ଆଣ୍ଡ ନାଇଟ ।


୯. CHCର ଫୁଲଫର୍ମ କଣ ?

ଉତ୍ତର- CHCର ଫୁଲଫର୍ମ ହେଉଛି କମ୍ୟୁନିଟି ହେଲ୍ଥ ସେଣ୍ଟର ।

୧୦. ISIର ଫୁଲଫର୍ମ କଣ ?

ଉତ୍ତର- ISIର ଫୁଲଫର୍ମ ହେଉଛି ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଇନ୍ସଟ୍ଯୁଟ । ISIର ଆଉ ଏକ ଫୁଲଫର୍ମ ରହିଛି ଯାହା ପାକିସ୍ତାନରେ ଅଛି ତାହା ହେଉଛି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ ।

୧୧. BRDର ଫୁଲଫର୍ମ କଣ ?

ଉତ୍ତର- BRDର ଫୁଲଫର୍ମ ହେଉଛି ବିଜନେସ ଋକ୍ୱାରମେଣ୍ଟ ଡକ୍ୟୁମେଣ୍ଟ ।

୧୨. LOVEର ଫୁଲଫର୍ମ କଣ ?

ଉତ୍ତର- ବନ୍ଧୁଗଣ LOVEର ଫୁଲଫର୍ମ ନାହିଁ ହେଲେ ଇଣ୍ଟର୍ନେଟରେ ସର୍ଚ କଲେ ଲାଇଫସ ଓନ୍ଲି ଭାଲ୍ଯୁବଲ ଇମୋଶନ ଆସିବ ।

୧୩. CDର ଫୁଲଫର୍ମ କଣ ?

ଉତ୍ତର- CDର ଫୁଲଫର୍ମ ହେଉଛି କମ୍ପାକ୍ଟ ଡିସ୍କ ।

୧୪. GIETର ଫୁଲଫର୍ମ କଣ ?

ଉତ୍ତର- GIETର ଫୁଲଫର୍ମ ହେଉଛି ଗାନ୍ଧୀ ଇନ୍ସଟ୍ଯୁଟ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ।

୧୫. DMର ଫୁଲଫର୍ମ କଣ ?

ଉତ୍ତର- DMର ଫୁଲଫର୍ମ ହେଉଛି ଡାଇରେକ୍ଟ ମେସେଜ ।

୧୬. MBର ଫୁଲଫର୍ମ କଣ ?

ଉତ୍ତର- ଆପଣ ମାନେ ସମସ୍ତେ ଇଣ୍ଟର୍ନେଟରେ MB ବ୍ୟବହାର କରୁଛନ୍ତି ଏହାର ଫୁଲଫର୍ମ ହେଉଛି ମେଗାବାଇଟ ।

୧୭. BOOKର ଫୁଲଫର୍ମ କଣ ?

ଉତ୍ତର- BOOKର କୌଣସି ଫୁଲଫର୍ମ ନାହିଁ । ହେଲେ ଇଣ୍ଟର୍ନେଟରେ ସର୍ଚ କଲେ ବିଗ ଓସିଏନ ଅଫ ନଲେଜ ଆସିବ । 

Leave a Reply

Your email address will not be published. Required fields are marked *