‘4 ବର୍ଷ ହେଲାଣି ମୋ ସ୍ଵାମୀକୁ ମୋ ପାଖରୁ ଅଲଗା ରଖିଛି, କହୁଛି କଣ ନା…’ ସ୍ଵାମୀ ବିଷୟରେ ସ୍ତ୍ରୀ ଯାହା କହିଲେ ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

ବନ୍ଧୁଗଣ ଅନିତା ମଲିକ ନାମକ ଜଣେ ମହିଳା ଅନ୍ୟ ଏକ ମହିଳାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅନିତା ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ତାଙ୍କ ସ୍ଵାମୀଙ୍କୁ ସେହି ମହିଳା ୪ ବର୍ଷ ହେବ ହାତରେ ରଖିଛି । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ଗଗନ ମଲିକ । ସେ ମହିଳା ଜଣକ କେବେବି ହେଲେ ଗଗନଙ୍କୁ ତାଙ୍କ ସ୍ତ୍ରୀ ପାଖକୁ ଛାଡୁ ନାହିଁ । ୪ ବର୍ଷ ହେଲାଣି ସ୍ଵାମୀଙ୍କୁ ହାତରେ ରଖିଛି ଆଉ ସ୍ଵାମୀ ମଧ୍ୟ ନିଜ ସ୍ତ୍ରୀର ଖାଇବା ପିଇବା ଭଲ ମନ୍ଦ କିଛି ବି ବୁଝୁ ନାହାନ୍ତି ।

ସ୍ଵାମୀ ୪ ବର୍ଷ ହେଲାଣି ସେହି ମହିଳା ପାଖରେ ରହି ନିଜ ପରିବାର ଭୁଲିଯାଇଛି । ଏମିତି କି ନିଜ ପିଲା ଛୁଆଙ୍କ କଥା ବି ବୁଝୁ ନାହିଁ । ଗତ ୮ ଦିନ ହେଲାଣି ଅନିତାଙ୍କ ଘରେ ବହୁତ ଆର୍ଥିକ ସମସ୍ୟା ଦେଖା ଦେଇଥିଲା ତେଣୁ ସେ ଘର ବାହାରକୁ ଆସି କାନ୍ଦି ଥିଲେ ।

ଏହା ପରେ ଗଗନଙ୍କ ମା ଓ ଭଉଣୀ ତାଙ୍କୁ ଖୋଜିବା ପାଇଁ ଯାଇଥିଲେ । ଗଗନ ସେହି ମହିଳାଙ୍କ ଘର ଭିତରୁ ବାହାରିବା ସମୟରେ ମା ଭଉଣୀ ଦେଖିଥିଲେ । ଗଗନ ମହିଳାଙ୍କ ଘରୁ ଖାଲି ଦେହରେ ବାହାରି ଥିଲେ ଆଉ ସେହି ମହିଳା ଜଣକ ମଧ୍ୟ ଲୁଗାକୁ ପିନ୍ଧିବା ସମୟରେ ବାହାରୁ ଥିଲେ । ଅନ୍ୟ ପକ୍ଷରେ ସମ୍ପୃକ୍ତ ମହିଳା ଜଣକ କହିଛନ୍ତି, ଯଦି ଅନିତା ମୋର ବିରୋଧରେ କହୁଛି ତା ହେଲେ ତାହା ସତ ହୋଇଥିବ ।

ଗଗନ ସହ ମୋର ଖରାପ ସମ୍ପର୍କ ଯଦି ନଥାନ୍ତା ତା ହେଲେ ମୁଁ କାହିଁକି ଏତେ କଥା ହେଇଥାନ୍ତି । ଯଦି ସମସ୍ତେ କହୁଛନ୍ତି ଗଗନର ଆଉ ମୋ ଭିତରେ ଖରାପ ସମ୍ପର୍କ ଅଛି ତା ହେଲେ ମୁଁ ବି କହୁଛି ଅଛି । ବନ୍ଧୁଗଣ ସମ୍ପୃକ୍ତ ମହିଳା ଜଣକ ଗଗନ ସହ ବିବାହ କରିବାକୁ ଚାହୁଁ ନାହାନ୍ତି ହେଲେ ଗଗନ ଆଗରୁ ବିବାହିତ ବୋଲି ସେ ଜାଣି ଛନ୍ତି । ଆଉ ଏବେ ସେ ଗଗନ ସହ ସମ୍ପର୍କ ଭାଙ୍ଗି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ତେବେ ବନ୍ଧୁଗଣ ଏତେ ସବୁ ଘଟଣା ଘଟିବା ସମୟରେ ମେନ ଆସାମୀ ଗଗନ ସେହି ସ୍ଥାନରେ ଲାଜକରି ଛିଡା ହୋଇଥିବାର ନଜର ଆସୁଛି । ଏବେ ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *