ଚର୍ଚ୍ଚାରେ 14 ବର୍ଷର ବାଳକ ଅସ୍ତିତ୍ବ: ମୋବାଇଲ ଧରିଲା ମାତ୍ରେ ଉଡିଯାଉଛି ସବୁ ଡାଟା

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଓ ଏପରି ସବୁ ଖବର ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏକ ଆଶ୍ଚର୍ଯ୍ୟ ଜନକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ଗତ କିଛି ଦିନ ହେବ ନବମ ଶ୍ରେଣୀର ଏକ ୧୪ ବର୍ଷର ଛାତ୍ର ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ରହିଛନ୍ତି । ଏହି ବାଳକଙ୍କ ହାତକୁ ମୋବାଇଲ ଆସିଲେ ସେହି ମୋବାଇଲରେ ଥିବା ସମସ୍ତ ଡାଟା ଉଡିଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ଏହି ବାଳକଙ୍କ ନାମ ହେଉଛି ଅସ୍ତିତ୍ଵ ।


ସେ ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲା ଜଟ୍ଟାରି ଗାଁରେ ରୁହନ୍ତି । ଅସ୍ତିତ୍ଵଙ୍କ ବାପା ଏକ ସାକ୍ଷାତକାରରେ କିଛି ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି । ତାଙ୍କ ବାପା କହିଛନ୍ତି, ମେ’ ମାସରୁ ତାଙ୍କ ଘରେ ଅଚାନକ ମୋବାଇଲ ଫୋନରୁ ଡାଟା ମନକୁ ଉଡିବାକୁ ଲାଗିଲା । ସେ ନିଜ ଫୋନ ନେଇ ସର୍ଭିସ ସେଣ୍ଟରରେ ଦେଖାଇଲେ । ଫୋନରୁ ଡାଟା ଉଡିବାର କାରଣ ପତା କରିବାକୁ କହିଲେ । କିନ୍ତୁ ସର୍ଭିସ ସେଣ୍ଟର କାରଣ କହି ପାରିନଥିଲା ।

ଗୌରବ ଅଗ୍ରୱାଲ କହିଛନ୍ତି ଯେ ଅସ୍ତିତ୍ଵ ଯାହା ଫୋନ ଧରିଲେ ସେହି ଫୋନର ଡାଟା ଉଡ଼ିଯାଏ । ଏସବୁ ଦେଖି ସେ ଚିନ୍ତିତ ହୋଇ ଯାଇଥିଲେ । ଗୌରବ କହିଛନ୍ତି, ତାଙ୍କ ପତ୍ନୀ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ମା’ ଘରକୁ ଯାଇଥିଲେ । ସେତେବେଳେ ତାଙ୍କ ଫୋନର ଡାଟା ଉଡିନଥିଲା । କିନ୍ତୁ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସମସ୍ତଙ୍କ ମୋବାଇଲର ଡାଟା ଉଡ଼ିଗଲା।  ସେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କ ପୁଅ ଶରୀରର ସମ୍ପର୍କରେ ଆସି ମୋବାଇଲ ଡାଟା ଆପେ ଆପେ ଉଡି ଯାଉଛି ।

ବନ୍ଧୁଗଣ ଏହା ଜାଣିବା ପରେ ତାଙ୍କ ଘରେ ମୋବାଇଲ ରଖିବା କଷ୍ଟକର ହୋଇଗଲା । ନିଜ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଗଲେ ଗୌରବ । ଗୌରବ କହିଛନ୍ତି ଯେ ଏଥିପାଇଁ ଅସ୍ତିତ୍ଵଙ୍କ ଘରୁ ବାହାରିବା ମୁସକିଲ ହୋଇଯିବ। ଲୋକେ ତାଙ୍କ ପାଖରେ ବସିବାକୁ ବି ରାଜି ହେବେ ନାହିଁ । ଅସ୍ତିତ୍ଵଙ୍କ ମତରେ, ସେ ନିଜ ଶରୀରରେ କୌଣସି ପରିବର୍ତ୍ତନ ଅନୁଭବ କରିନାହାନ୍ତି । ତେବେ ମୋବାଇଲ ଡାଟା ଗାୟବ ହେବା କାରଣ ଯୋଗୁଁ ସେ ନିଜେ ବି ଚିନ୍ତିତ ।

କାରଣ କରୋନା କାଳରେ ସେ ଠିକ ଭାବେ ପାଠ ମଧ୍ୟ ପଢି ପାରୁନାହାନ୍ତି । ତାଙ୍କର ଅନଲାଇନ କ୍ଲାସ ହେଉଛି ଏବଂ ମୋବାଇଲ ସମ୍ପର୍କରେ ଆସିଲେ ରିସେଟ ଯୋଗୁଁ ସେ ଅନଲାଇନ କ୍ଲାସ ବି କରି ପାରୁନାହାନ୍ତି । ଘରଲୋକ ଡାକ୍ତରଙ୍କୁ ମଧ୍ୟ ଦେଖାଇଲେ କିନ୍ତୁ ଡାକ୍ତର ମଧ୍ୟ ଏ ସମ୍ପର୍କରେ କିଛି କହିପାରିଲେନି । ଅସ୍ତିତ୍ଵଙ୍କ ପାଇଁ ତାଙ୍କ ପରିବାର ଲୋକ ବହୁତ ଚିନ୍ତିତ ଅଛନ୍ତି ଓ ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *