ସିସିଟିଭି ରେ କ୍ୟାପଚର ହେଲା ଭୟଙ୍କର ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ ଏହି Shocking ଭାଇରାଲ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଟେକ୍ନୋଲୋଜି ବହୁତ ଆଗକୁ ବଢ଼ିବାରେ ଲାଗିଛି । ତେବେ ସେହି ଭଳି ବର୍ତ୍ତମାନ ସମସ୍ତେ ନିଜ ଘରେ କିମ୍ବା ଅଫିସ ରେ କିମ୍ବା ଏଭଳି କି ରାସ୍ତା ରେ ମଧ୍ୟ ସିସିଟିଭି କ୍ୟାମେରା ର ଲଗାଯାଉଛି । ତେବେ ଏହି ସିସିଟିଭି ଜରିଆରେ ଆମେ ଚୋ-ର କିମ୍ବା କୌଣସି ବଡ଼ ଅ-ପ-ରା-ଧୀ- କୁ ଧ-ରି-ବା-ରେ କିମ୍ବା କୌଣସି ବଡ଼ ଅ-ପ-ରା-ଧ କୁ ହେବା ରୁ ରୋକିବାରେ ଏହା ସାହାର୍ଯ୍ୟ କରିଥାଏ ।

ତେବେ କିନ୍ତୁ ଏହି ସିସିଟିଭି କ୍ୟାମେରା ରେ ବେଳେବେଳେ କିଛି ଏଭଳି ଅଦ୍ଭୁତ ଘଟଣା ରେକର୍ଡ ହୋଇଯାଏ ଯାହାକୁ ନ ଦେଖିଲେ କେହି ବିଶ୍ୱାସ ମଧ୍ୟ କରନ୍ତି ନାହିଁ କେବଳ ସିସିଟିଭି ନୁହେଁ ବରଂ ଫୋନ କ୍ୟାମେରା ରେ ମଧ୍ୟ କିଛି ଅଦ୍ଭୁତ ଘଟଣା ରେକର୍ଡ ହୋଇ ଯାଇଥାଏ ତେବେ ଆସନ୍ତୁ ଆଜି ଆମେ ସେହିଭଳି କିଛି ଅଦ୍ଭୁତ ଘଟଣା ସମ୍ପର୍କରେ ଆଲୋଚନା କରି ନେବା ଏବଂ ଜାଣି ନେବା ସେହି ବିଷୟ ରେ ।

୧- ପ୍ରଥମ ଭିଡିଓ ଟି ଭିଏତନାମାର ଜଣେ ମହିଳା ଘରେ ନିଜ ପିଲା ଙ୍କୁ ନେଇ ଝୁଲଣା ରେ ଝୁଲେଇ ଶୋଇ ଦେଉଥିଲେ ତେବେ ସେ ଝୁଲଣା ରୁ ଓଲ୍ହାଇ ଆସି ତଳେ ବସି ନିଜ ପିଲା ଙ୍କୁ ଝୁଲେଇବା ଆରମ୍ଭ କରିଥିଲେ ତେବେ ସେହି ସମୟରେ ତାଙ୍କ ନଜର ଘରେ ପଶି ଯାଇଥିବା ଏକ ପାଇଥାନ ଏବଂ ସେ ତୁରନ୍ତ ସେଠାରୁ ନିଜପିଲା ଙ୍କୁ ନେଇ ଅନ୍ୟ ରୁମ ଭିତରକୁ ଚାଲିଗଲେ ତେବେ ଏହି ଦୃଶ୍ୟ ସିସିଟିଭି ରେ ରେକର୍ଡ ହୋଇ ଯାଇଥିଲା ।

୨- ଦ୍ଵିତୀୟ ଭିଡିଓ ରେ କେରଳ ର ଏକ ସ୍ଥାନରେ ଜଣେ ଝିଅ ନିଜ ହଷ୍ଟେଲ ରୁ ଜିନିଷ ପତ୍ର ଧରି ଏକୁଟିଆ ରାସ୍ତା ରେ ଯାଉଥିଲା ତେବେ ଠିକ ସେହି ସମୟରେ ଜଣେ ଲୁଙ୍ଗି ପିନ୍ଧା ଯୁବକ ଝିଅ ଉପରେ ଆ-କ୍ର-ମ-ଣ କରିବା କୁ ଲାଗିଲା ତେବେ ଝିଅ ଟି ନି-ଡ଼-ର ଭାବରେ ସେ ଯୁବକ କୁ ମା-ରି-ବା ସହ ଚିଲାଇବା ଆରମ୍ଭ କରି ଦେଇଥିଲା ତେବେ ସିସିଟିଭି ରେ ଏହା ରେକର୍ଡ ହୋଇ ଯାଇଥିଲା ଏବଂ ପୋଲିସ ସେହି ଯୁବକ କୁ ଗି-ର-ଫ କରି ଦେଇଥିଲେ ।

୩- ତୃତୀୟ ଭିଡିଓ ରେ ଏକ ପେଟ୍ରୋଲ ପମ୍ପ ରେ ଜଣେ ଯୁବକ ଯିଏ କି ସାପ ଧରାଳି ସେ ଏକ ବୋତଲ ରେ ପେଟ୍ରୋଲ ମାଗିବାକୁ ଯାଇଥିଲା ତେବେ ଯେତେବେଳେ ତାକୁ ମନା କରା ଦିଆଗଲା ସେତେବେଳେ ସେ ରାଗରେ ନିଜ ସହିତ ଥିବା ତିନୋଟି ସାପ ଅଫିସ ଭିତରେ ଛାଡି ଦେଇଥିଲା ତେବେ ଏହା ପରେ ଆଉ ଜଣେ ସାପ ଉଦ୍ଧାରକାରି ଙ୍କୁ ଡକା ଯାଇଥିଲା ପରେ ଜଣା ଗଲା କି ସେଥି ମଧ୍ୟରୁ ଦୁଇଟି ବି-ଷ-ଧ-ର କୋବ୍ରା ଏବଂ ଗୋଟିଏ ଧଣ୍ଡ ଥିଲା ।

୪- ଚତୁର୍ଥ ଭିଡିଓ ରେ ଏକ ଚୋର କୁ ପୋଲିସ ଧରିବା ପାଇଁ ତା ଗାଡ଼ି କୁ ଫୋଲୋ କରିବା ଆରମ୍ଭ କରିଦେଲା ତେବେ ଚୋର ଟି ବହୁତ ଚାଲାକ ଥିଲା ଏବଂ ସେ ତୁରନ୍ତ ଗାଡି ରୁ ଓଲ୍ହାଇ ସାଧାରଣ ଲୋକ ଙ୍କ ଭଳି ଚାଲିବା ଆରମ୍ଭ କରିଦେଲା ଏବଂ ସିସିଟିଭି ରେ ନିଜ ଚେହରା ନ ଆସିବା ପାଇଁ ନିଜ ମୁହଁରେ ଫ୍ଲାସ ଲାଇଟ ମା-ରି ଚାଲିବା ଆରମ୍ଭ କରିଦେଇଥିଲା ।

Leave a Reply

Your email address will not be published. Required fields are marked *