ଜେଲ ଛାଡି ଯମପୁର ବାଛିନେଲେ, ଯମପୁର ଠାରୁ ଅଧିକ ଯନ୍ତ୍ରଣା ଦେଉଥିଲା ଜେଲ, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ଥା ବହୁତ ଜଟିଳ ରହିଛି କାରଣ ଦେଶରେ କରୋନା ମହାମାରୀ ନିଜ କୋପ ବର୍ଷାଇଛି । ଏହି କରୋନା ମହାମାରୀ ସମୟରେ ଏପରି ସବୁ ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବରାହୀ ଗାଁର ରାଜ କିଶୋର ନାୟକ ୨୦୦୮ ମସିହା ନଭେମ୍ବରରେ ଏକ ହ-ତ-ୟା ମାମଲାରେ ଦୋ-ଷୀ ପ୍ରମାଣ ହୋଇ କିଶୋର ଆ-ଜୀ-ବ-ନ ଜେ-ଲ ଦ-ଣ୍ଡ ପାଉଥିଲେ । ସରକାରଙ୍କ କରୋନା ନିୟମ ପାଇଁ ସେ ୧୨ ବର୍ଷ ପରେ ଘରକୁ ୪ ମାସ ପାଇଁ ଆସିଥିଲେ । ପାରୁଲରେ ଆସି ସେ ଘର ଲୋକଙ୍କ ସହ ରହୁଥିଲେ । ସେଥିପାଇଁ ବୋଧେ ତାଙ୍କୁ ଯିବା ପାଇଁ ଇଛା ହେଉ ନଥିଲା ।

ଯେତେବେଳେ ଜାଣିଲେ ପୁଣି ଜେ-ଲ-କୁ ଫେ-ରି-ବା-କୁ ପଡିବ ସେତେବେଳ ସେ ମା-ନ-ସି-କ ଭା-ର-ସା-ମ୍ୟ ହରାଇ ବସିଲେ । ଆ-ତ-ମ-ହ-ତ-ୟା ପରି ପନ୍ଥାକୁ କିଶୋର ଆପଣାଇ ନେଲେ । କିଛି ଏପରି ଅ-ଭି-ଯୋ-ଗ ଆଣିଛନ୍ତି ତାଙ୍କ ବୋହୁ ମଧୁସ୍ମିତା । ମଧୁସ୍ମିତାଙ୍କ ମତରେ, ଜେ-ଲ-ରେ କିଶୋର ୧୨ ବର୍ଷ ହେବ ଦ-ଣ୍ଡ ପାଉଥିଲେ । ତାଙ୍କର ଦୁଇ ହାତ ନାହିଁ । ଘରକୁ ଆସିବା ପରେ ତାଙ୍କୁ ଠିକ ଟାଇମରେ ଖାଇବା ଦିଆ ହେଉଥିଲା ଓ ତାଙ୍କର ସମସ୍ତ କଥା ବୁଝା ହେଉଥିଲା ।

କିଶୋର ତାଙ୍କ ନାତୁଣୀ ସହ ଖେଳୁଥିଲେ । ଯେତେବେଳେ ସେ ଜାଣିଲେ ପୁଣି ଜେ-ଲ ଯିବାକୁ ପଡିବ ସେତେବେଳ ସେ ପରିବାର ଲୋକଙ୍କୁ ଜେ-ଲ ବିଷୟରେ ବହୁତ କଥା କହିଥିଲେ । କିଶୋର କହିଥିଲେ, ଜେ-ଲ-ରେ ପା-ଣି-ଆ ଡାଲି ଦେଉଛନ୍ତି, ଗୋ-ଡି ଭାତ ଦେଉଛନ୍ତି ଓ ରୁଟି ବାଲିଆ ଦେଉଛନ୍ତି । ହାତ ନଥିବା କାରଣରୁ ସେ ଠିକ ସେ ଖାଇ ମଧ୍ୟ ପାରୁ ନଥିଲେ ।

ହେଲେ ଘରେ ତାଙ୍କୁ ଠିକ ଟାଇମରେ ଚାମଚରେ ଖାଇବାକୁ ଦିଆ ହେଉଥିଲା । କିଶୋରଙ୍କୁ ଶନିବାର ଜେ-ଲ ଫେ-ରି-ବାକୁ ଥିଲା । ହେଲେ ଜେ-ଲ ନଯାଇ ସେ ଯ-ମ ପୁରକୁ ଖୁସି ଖୁସିରେ ଚାଲି ଯାଇଥିଲେ । ଏହାକୁ ନେଇ ଏକ ଅ-ପ-ମୃ-ତ-ୟୁ ମାମଲା ରୁ-ଜୁ କରି ତ-ଦ-ନ୍ତ କରୁଛି ପୋ-ଲି-ସ । ଏହାକୁ ନେଇ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *