Jyotish Shastra- ୧୪ ଡିସେମ୍ବର, ବର୍ଷର ଶେଷ ସୂର୍ଯ୍ୟ ପରାଗ, 4 ଟି ରାଶିରେ ଲାଗିବ ଲଟେରୀ, ୮ ରାଶି ରୁହନ୍ତୁ ସାବଧାନ

ବନ୍ଧୁଗଣ ଏହି ବର୍ଷ ୧୪ ଡିସେମ୍ବର ଅମାବାସ୍ୟା ରାତିରେ ସୂର୍ଯ୍ୟପରାଗ ହେବାକୁ ଯାଉଛି । ବନ୍ଧୁଗଣ ଏହା ହେଉଛି ଏହି ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ପରାଗ ଭାରତରେ ଦେଖାଯିବ ନାହିଁ, ହେଲେ ବନ୍ଧୁଗଣ ଏହି ପରାଗ ର ଶୁଭ ଓ ଅଶୁଭ ପ୍ରଭାବ ୧୨ ଗୋଟି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ୧୪ ଡିସେମ୍ବରରେ ଲାଗୁଥିବା ଏହି ସୂର୍ଯ୍ୟପରାଗ ସନ୍ଧ୍ୟା ୭ ଟା ୩ ମିନିଟରେ ଆରମ୍ଭ ହେବ ଓ ରାତ୍ରି ୧୨ ଟା ୨୩ରେ ଶେଷ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପରାଗ , ସାଉଥ ଆଫ୍ରିକା, ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଆମେରିକା ଆଦି ସ୍ଥାନରେ ନଜର ଆସିବ ।

ବନ୍ଧୁଗଣ ଏହି ପରାଗ ହେଉଛି ଏହି ବର୍ଷର ଶେଷ ସୂର୍ଯ୍ୟ ପରାଗ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପରାଗ ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରରେ ଲାଗିବାକୁ ଯାଉଛି । ବନ୍ଧୁଗଣ ଏହି ପରାଗ ହେବାରୁ କିଛି ରାଶି ମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବାକୁ ଯାଉଛି, ଯାହା ଫଳରେ ସେମାନଙ୍କ ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

କର୍କଟ ରାଶି- ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ର ସକାରାତ୍ମକ ପ୍ରଭାବ ଏହି ରାଶିର ଲୋକମାନଙ୍କ ଉପରେ ରହିବାକୁ ଯାଉଛି । ଯାହାଫଳରେ ଏମାନଙ୍କ ଜୀବନରେ ଆର୍ଥିକ ସ୍ଥିତି ମଝବୁତ ହେବାକୁ ଯାଉଛି । ଆପଣ ବ୍ୟାପାର ଓ ଚାକିରି କ୍ଷେତ୍ରରେ ସଫଳତା ପାଇବାକୁ ଯାଉଛନ୍ତି । ଏହି ପରାଗ ର ଶୁଭ ଫଳ ଆପଣ ମାନଙ୍କୁ ନିଶ୍ଚୟ ମିଳିବ । ହେଲେ ବନ୍ଧୁଗଣ କିଛି ମାମଲାରେ ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ସମସ୍ଯା ଆଣି ପାରେ । ତେଣୁ ବନ୍ଧୁଗଣ ଏହି ଅଶୁଭ ସମୟକୁ ଶେଷ କରିବା ପାଇଁ ଆପଣ ପରାଗ ସମୟରେ ଭଗବାନ ଶିବଙ୍କ ଆରାଧନା କରନ୍ତୁ ।

ତୁଳା ରାଶି- ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ଆପଣ ମାନଙ୍କ ପାଇଁ ସକାରାତ୍ମକ ପ୍ରଭାବ ନେଇ ଆସୁଛି । ଯାହା ଆପଣଙ୍କ ଜୀବନରେ ମଧୁରତା ଭରିଦେବ । ଆପଣଙ୍କ ଜୀବନରେ ଚାଲୁଥିବା ଅଧିକାଂଶ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ବ୍ୟାପାରରେ ଏକ ବହୁତ ବଡ ପରିବର୍ତ୍ତନ ନିଶ୍ଚୟ ଦେଖିବାକୁ ମିଳିବ । ହେଲେ ବନ୍ଧୁଗଣ ଏହି ପରାଗ ସମୟରେ ଯଦି ଆପଣ ମା ଦୂର୍ଗାଙ୍କର ମନ୍ତ୍ର ଜପ କରିବେ ତା ହେଲେ ଆପଣଙ୍କୁ ଏହି ପରାଗ ର ଅପାର ଶୁଭ ଲାଭ ମିଳିବାର ସମ୍ଭାବନା ଅଛି ।

ଧନୁ ରାଶି- ବନ୍ଧୁଗଣ ଏହି ପରାଗ ର ଅଧିକାଂଶ ସକରାତ୍ମକ ପ୍ରଭାବ ଏହି ରାଶି ଉପରେ ପଡିବାକୁ ଯାଉଛି । ଯାହାଫଳରେ ଏହି ରାଶିର ଲୋକମାନଙ୍କ ଭାଗ୍ୟ ବଦଳିଯିବ, ଆପଣ ମାନଙ୍କ ଚାକିରି ଓ ବ୍ୟାପାରରେ ଉନ୍ନତି ହେବ ଓ ପରିବାରରେ ଆନନ୍ଦର ଲହରୀ ଖେଳିବ ।

କୁମ୍ଭ ରାଶି- ବନ୍ଧୁଗଣ ପରାଗ ର ଶୁଭ ପ୍ରଭାବ ଏହି ରାଶିର ଲୋକମାନଙ୍କ ଉପରେ ନିଶ୍ଚୟ ପଡିବ । ହେଲେ ଏହି ପରାଗ ଦ୍ଵାରା ଆପଣଙ୍କ ଆର୍ଥିକ ଖର୍ଚ କିଛି ମାତ୍ରାରେ ବଢିପାରେ । ତେଣୁ ବନ୍ଧୁଗଣ ଆପଣ ଏଥିପାଇଁ ସତର୍କ ରୁହନ୍ତୁ । କିନ୍ତୁ ଏହା ସହିତ ଆପଣଙ୍କର ଆମଦାନୀ ମଧ୍ୟ ବଢିବ । ଏହା ବ୍ଯତୀତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣ ଏକ ସୁଖମୟ ଜୀବନ ଅତିବାହିତ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *