ଚାଖଣ୍ଡେ ପଶେ ଦିନେ ନ ପଶିଲେ ଗନ୍ଧିଆ ବାସେ, ତାହା କଣ ?

ଆଜି ଆମେ ଆପଣଙ୍କ ପାଇଁ କିଛି ରୋଚକ ପୂର୍ଣ୍ଣ ଓ ପ୍ରତିଯୋଗୀତା ପରୀକ୍ଷାରେ ଆସୁଥିବା ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ବି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଉଛନ୍ତି ତେବେ ହୋଇପାରେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ । ତେବେ ଆପଣଙ୍କ ପାଇଁ ଏହି ସମସ୍ତ ପ୍ରଶ୍ନ ଓ ତାହାର ଜବାବ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ ଓ ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବି ବଢିବ ।

ପ୍ରଶ୍ନ – ୧

ମନୁଷ୍ୟ ଶରୀରରେ ସବୁଠାରୁ ବ୍ୟସ୍ତ ରହୁଥିବା ଅଙ୍ଗର ନାମ କଣ ?

ଉତ୍ତର – ହୃତପିଣ୍ଡ

ପ୍ରଶ୍ନ – ୨

ଧଳା ସୁନା କାହାକୁ କୁହାଯାଏ ?

ଉତ୍ତର – ପ୍ଲାଟିନମ ଧାତୁକୁ ଧଳା ସୁନା ବୋଲି କୁହାଯାଏ ।

ପ୍ରଶ୍ନ – ୩

ବିଶ୍ଵର ସବୁଠାରୁ ଗରିବ ଦେଶର ନାମ କଣ ?

ଉତ୍ତର – ଭୁଟାନ ବିଶ୍ଵର ସବୁଠୁ ଗରିବ ଦେଶ, ଯିଏ କି ଭାରତର ପଡୋଶୀ ଦେଶ ।

ପ୍ରଶ୍ନ – ୪

ଗୁଗୁଲ କମ୍ପାନୀର ମୁଖ୍ୟ କାର୍ଯ୍ଯାଳୟ କେଉଁଠାରେ ଅଛି ?

ଉତ୍ତର – ଆମେରିକାରେ ଗୁଗୁଲ କମ୍ପାନୀର ମୁଖ୍ୟ କାର୍ଯ୍ଯାଳୟ ଅଛି ।

ପ୍ରଶ୍ନ – ୫

ଉତ୍ତର ପ୍ରଦେଶ ରାଜ୍ୟର ସବୁଠାରୁ ବଡ ନଦୀର ନାମ କଣ ?

ଉତ୍ତର – ଯେମିତି ମହାନଦୀ ଓଡିଶାର ସବୁଠାରୁ ବଡ ନଦୀ ସେହିପରି ଉତ୍ତର ପ୍ରଦେଶର ବଦନଦୀ ହେଉଛି ଗଙ୍ଗାନଦୀ ।

ପ୍ରଶ୍ନ – ୬

କେଉଁ ଦେଶରେ ଫେସବୁକ ଚଲେଇବା ଅପରାଧ ଅଟେ ?

ଉତ୍ତର – ଚାଇନା ଓ ଉତ୍ତର କୋରିଆ ରେ ଫେସବୁକ ଚଲାଇବା ଅପରାଧ ଅଟେ ।

ପ୍ରଶ୍ନ – ୭

ଲାଲକିଲ୍ଲା ନିର୍ମାଣ କରିବାକୁ କେତେ ବର୍ଷ ଲାଗିଥିଲା ?

ଉତ୍ତର – ଲାଲକିଲ୍ଲା ନିର୍ମାଣ କରିବାକୁ ୧୦ ବର୍ଷ ସମୟ ଲାଗିଥିଲା ।

ପ୍ରଶ୍ନ – ୮

ପୋଲିସ ରେ ଭର୍ତ୍ତି ହେବାକୁ ଉଚ୍ଚତା କେତେ ହେବା ଦରକାର ?

ଉତ୍ତର – ପୋଲିସ ରେ ଭର୍ତ୍ତି ହେବା ପାଇଁ ଉଚ୍ଚତା ପୁରୁଷଙ୍କର 165 ସେମି ଓ ମହିଳାଙ୍କର 152 ସେମି ହେବା ଦରକାର ।

ପ୍ରଶ୍ନ – ୯

ସଚିନ ତେନ୍ଦୁଲକର ଜୀବନର ପ୍ରଥମ ଶତକ କେଉଁ ଟୀମ ବିରୁଦ୍ଧରେ ହାସଲ କରିଥିଲେ ?

ଉତ୍ତର – ଅଷ୍ଟ୍ରେଲିଆ ବିରୁଦ୍ଧରେ ସଚିନ ପ୍ରଥମ ଶତକ ହାସଲ କରିଥିଲେ ।

ପ୍ରଶ୍ନ – ୧୦

ଭାରତର କେଉଁ ରାଜ୍ୟର ଝିଅମାନେ କମ ପାଠ ପଢନ୍ତି ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – ୧୧

ଚାଖଣ୍ଡେ ପଶେ ଦିନେ ନ ପଶିଲେ ଗନ୍ଧିଆ ବାସେ ?

ଉତ୍ତର – ବ୍ରସ (ଦିନେ ଯଦି ବ୍ରସ ନ କରାଯାଏ ପାଟି ଗନ୍ଧ କରେ )

ପ୍ରଶ୍ନ – ୧୨

SMS ର ଫୁଲ ଫର୍ମ କଣ ?

ଉତ୍ତର – SMS ର ଫୁଲ ଫର୍ମ ହେଉଛି Short mesaage service ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି କିଛି ଶିକ୍ଷଣୀୟ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *