ଶୁକ୍ରବାରର ରାଶିଫଳ 17 ଜୁଲାଇ 2020, ଏହି ୬ଟି ରାଶି ଉପରେ ପ୍ରସନ୍ନ ହେଲେ ମା ଦୂର୍ଗା, କ୍ୟାରିୟରରେ ମିଳିବ ବଡ ସଫଳତା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 17 ଜୁଲାଇ 2020 ଶୁକ୍ରବାରର ରାଶିଫଳ ।

ମେଷ

ଆଜି ଆପଣ ସାମାଜିକ ତଥା ସାର୍ବଜନୈକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଧନ ଲାଭର ଯୋଗ ଅଛି । ଶେୟାର ବଜାରରେ ମଧ୍ୟ ଲାଭର ଯୋଗ ଅଛି । ଧର୍ଯ୍ୟ ରଖନ୍ତୁ । ଗୁରୁତ୍ଵପୂର୍ଣ ନିଷ୍ପତ୍ତିକୁ କିଛି ସମୟ ପାଇଁ ସ୍ଥଗିତ କରିବା ଭଲ ହେବ । ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ପାର୍ଟନରଙ୍କ ସାହାଯ୍ୟରେ ସମସ୍ୟା ଶେଷ ହୋଇ ପାରେ । ଶାରୀରିକ ସମସ୍ୟା ମଧ୍ୟ ଶେଷ ହୋଇ ପାରେ । କିଛି ନୂଆ ଆରମ୍ଭ ହୋଇ ପାରେ । ଅଧିକ ପରିଶ୍ରମ କରିବେ । କ୍ରୋଧ ଏବଂ କଥା ଉପରେ ନିୟତ୍ରଣ ରଖନ୍ତୁ । ଦିନ ସାରା ବ୍ୟସ୍ତ ରହିବା ପରେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ

ଆଜି ଆପଣ ମିଠା ମିଠା କଥା କହି ସବୁ କାମ ପୁରା କରି ପାରିବେ । ଏକାଗ୍ରତାରେ କମି ହେବ । ବିବେକ ସହିତ କାମ କରନ୍ତୁ । ଦୁର୍ଘଟଣାର ସଂକେତ ଅଛି ସେଥିପାଇଁ ସାବଧାନ ରୁହନ୍ତୁ । ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଛି । ବ୍ୟବସାୟରେ ନୂଆ ସୌଦା ହୋଇ ପାରେ । ରୋଜଗାର ମଧ୍ୟ ମିଳିପାରେ । ପୁରୁଣା ରୋଗ ହେବାର ସମ୍ଭାବନା ଅଛି । ପାରିବାରିକ ଜୀବନରେ ଖୁସି ଏବଂ ସନ୍ତୋଷ ଅନୁଭବ କରିବେ ।

ମିଥୁନ

mithuna rashi

ଆଜି ଆପଣଙ୍କର ଯୋଜନା ଗୁଡିକରେ କାର୍ଯ୍ୟକାରିତାରେ ଛୋଟ ଛୋଟ ବିକଶିତ ହୋଇ ପାରେ । ବିବାଦ, ମତଭେଦ ଏବଂ ଅନ୍ୟ ଭିତରେ ଥିବା କମିକୁ ବାହାର କରିବାର ଅଭ୍ୟାସକୁ ଅଣଦେଖା କରନ୍ତୁ । ଚାକିରି ପରିବର୍ତ୍ତନ କରିବାର କଥା ହୋଇ ପାରନ୍ତି । ଚାକିରିର ନୂଆ ପ୍ରସ୍ତାବ ମଧ୍ୟ ମିଳିପାରେ । ସ୍ଵାର୍ଥ ଏବଂ ଭୋଗର ପ୍ରବୃତ୍ତି କାରଣରୁ ଅଧିକ ପ୍ରତିଷ୍ଠା ମିଳିବ ନାହିଁ । ନିରାଶଜନକ ବିଚାରରୁ ଦୂରେଇ ରୁହନ୍ତୁ । ଶତ୍ରୁ ଠାରୁ ସତର୍କ ରୁହନ୍ତୁ ।

କର୍କଟ

ଏହି ରାଶିର ଲୋକ ଆଜି ସକାରାତ୍ମକ ଭାବନା ରଖିବେ । ପରିସ୍ଥିତି ସେତେ ଖରାପ ନାହିଁ ଯେତେ ଦେଖା ଯାଉଛି । ରଚନାତ୍ମକ କାମରେ ମନ ଲାଗିବ । ଆପଣଙ୍କ ବ୍ୟବହାର ଆଜି ନ୍ୟାୟାନୁକୁଳ ରହିବ । ଯଦି ଶାରୀରକ ସମସ୍ୟା ହେଉଛି ତାହେଲେ ସେଥିପାଇଁ ବ୍ୟାୟାମ ଏବଂ ଉଚିତ ଉପଚାର ଆରମ୍ଭ କରନ୍ତୁ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଆପଣଙ୍କର ଅଭିଳାଷ ସଂଖ୍ୟାରେ ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଆପଣଙ୍କର ଇଛା ବହୁତ ଶୀଘ୍ର ପୁରା କରିବାକୁ ଚାହୁଁଛନ୍ତି ।

ସିଂହ

singha rashi

କାର୍ଯ୍ୟ କ୍ଷେତ୍ରରେ ଆଜିର ଦିନ ଏକ କଠିନ ଦିନ ହୋଇ ପାରେ । ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢାଇ ଦେବ । ଆଜି ଆପଣ ବାହିତ ସାରା କାମକୁ ଶେଷ କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ପେଟରେ କଷ୍ଟ ହୋଇ ପାରେ । ବାହାର ଖାଦ୍ୟ ଖାଆନ୍ତୁ ନାହିଁ । ଟଙ୍କା ସହିତ ଯୋଡି ହୋଇ ଥିବା କାମରେ କାହା ଉପରେ ଭରସା କରନ୍ତୁ ନାହିଁ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ସ୍ନେହି ଜନକ ସହିତ ଭଲ ସମୟ ଅତିବାହିତ କରିବେ ।

କନ୍ୟା

ଏହି ରାଶିର ଲୋକ ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଯେଉଁ କାମ ପାଇଁ ଆପଣ ବହୁତ ଦିନ ଧରି ଚେଷ୍ଟା କରୁଛନ୍ତି ସେହି ଚେଷ୍ଟା ଆଜି ପୁରା ହେବ । ଶତ୍ରୁମାନେ ପରାସ୍ତ ହେବେ । ଆପଣ ଅନ୍ୟ ସହିତ ସମ୍ପର୍କ ରଖିବାରେ ସଫଳ ହେବେ । ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ । ଭାବି ବିଚାରୀ ନିବେଶ କରନ୍ତୁ । ଆପଣ ପ୍ରାୟ ସବୁ କଥା ଉପରେ ଆବଶ୍ୟକ ଠାରୁ ଅଧିକ ପ୍ରତିକ୍ରିୟା ଦିଅନ୍ତୁ ନାହିଁ । କିଛି କାମରେ ସାବଧାନ ରହିବାକୁ ହେବ ।

ତୁଳା

tula rashi

ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଉଲ୍ଲାସରେ ଭରା ଦିନ ହେବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ପ୍ରୋତ୍ସାହନ ମିଳିପାରେ । ଏହା କେବଳ ଆପଣଙ୍କ ମନକୁ ହାଲକା କରିବା ନାହିଁ ବରଂ ଉଭୟଙ୍କ ମଧ୍ୟରେ ମତଭେଦ ଦୂର କରିବାରେ ସାହାଯ୍ୟ କରିବ । ଲଭ ଲାଇଫ ଭଲରେ କଟିବ । ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଏକ ଭଲ ଦିନ ଅଟେ କାରଣ ସେମାନଙ୍କୁ ହଠାତ କିଛି ଅପ୍ରତ୍ୟାଶିତ ଲାଭ ମିଳିବ ।

ବିଛା

ଆଜି ଆପଣ ଥକା, ଆଳସ୍ୟ ଏବଂ ଚିନ୍ତା ଅନୁଭବ କରି ପାରନ୍ତି । ସନ୍ତାନଙ୍କ ତରଫରୁ ଚିନ୍ତା ହୋଇ ପାରେ । ଆପଣଙ୍କୁ ମହାମାରୀର ଧ୍ୟାନ ରଖିବାକୁ ପଡିବ । ନୂଆ କାମ ଆରମ୍ଭ କରିବା ପାଇଁ ଇଛା ହେବ । ଶାନ୍ତି ପରିପୂର୍ଣତା ହେବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କିଛି ସମସ୍ୟା ଆସିପାରେ । କିନ୍ତୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯଦି ଆପଣ କିନାକିଣି କରିବା ପାଇଁ ଯାଉଛନ୍ତି ତାହେଲେ ଅଧିକ ଖର୍ଚ କରନ୍ତୁ ନାହିଁ ।

ଧନୁ

dhanu rashi

ଆଜି ଆପଣ ଆପଣଙ୍କ ପରିବାର ସହିତ କଠୋର ବ୍ୟବହାର କରନ୍ତୁ ନାହିଁ । ଏହା ପାରିବାରିକ ଶାନ୍ତିକୁ ଭଙ୍ଗ କରି ପାରେ । ଆପଣ ଆତ୍ମବିଶ୍ଵାସରେ ଭରି ରହିବେ ଏବଂ ଏହା ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଗୁରୁତ୍ଵପୂର୍ଣ ବ୍ୟୟ ହେବ । ଆପଣଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଆପଣଙ୍କୁ ଆପଣଙ୍କ ମାଲିକଙ୍କୁ ପ୍ରଭାବିତ କରିବାରେ ସାହାଯ୍ୟ କରିବ । ଆଖପାଖର କୌଣସି ବ୍ୟକ୍ତି ଭାବନାତ୍ମକ ସ୍ଥିତିରେ ଅସନ୍ତୁଳିତ ହୋଇ ପାରନ୍ତି । କେହି ଆପଣଙ୍କ ପ୍ରତି ନିଜ ପ୍ରେମ ପ୍ରକାଶ କରିବେ ।

ମକର

ଅଫିରରେ ଆଜି ଆପଣଙ୍କ କାମରେ ବୋସ ଖୁସି ରହିବେ । ଆପଣଙ୍କ ଦକ୍ଷତା ଏବଂ ସଚୋଟତାକୁ ଦେଖି କୌଣସି ନୂଆ କାମ କିମ୍ବା ଉତ୍ତରଦାୟିତ୍ଵ ଦିଆଯାଇ ପାରେ । ସମ୍ପୂର୍ଣ ସଚ୍ଚୋଟତା ଏବଂ ନିଷ୍ଠାର ସହିତ କଠିନ ପରିଶ୍ରମ କରିବା ଜରୁରୀ ଅଟେ । ଆପଣଙ୍କୁ ଗୋଟିଏ ସମୟରେ ଗୋଟିଏ ଜିନିଷ ଉପରେ କାମ କରିବା ଆବଶ୍ୟକ ଅଟେ କାରଣ ଶୀଘ୍ରରେ ଭୁଲ ହୋଇ ପାରେ । ଦିନଟି ଆପଣଙ୍କ ସାଥିଙ୍କ ସହିତ ବହୁତ ଭଲରେ ଅତିବାହିତ ହେବ ।

କୁମ୍ଭ

kumbha rashi

ଆଜି ଆପଣ ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ସାମିଲ ହୋଇ ପାରନ୍ତି । ବିପଦ ଥିବା କାମରୁ ଦୂରେଇ ରୁହନ୍ତୁ । ଚାକିରି କିମ୍ବା ବ୍ୟବସାୟ ସହିତ ଯୋଡି ହୋଇଥିବା କିଛି ସମସ୍ୟା ସମାଧାନ ହୋଇ ଯିବ । କୌଣସି ବି ବ୍ୟବସାୟ ଛୋଟ କିମ୍ବା ବଡ ହୋଇ ନଥାଏ, ଏହା ଗୋଟିଏ ଥର ଅନୁଭବ ହୋଇ ଗଲେ ଦୁନିଆ ଆପଣଙ୍କ ହାତ ମୁଠାରେ ହିଁ ରହିବ । ଆପଣଙ୍କ କାମ ସରଳତାପୂର୍ବକ ପୁରା ହେବ । ସବୁ ଅଭିଯୋଗ ଦୂର ହୋଇଯିବ । ଆପଣଙ୍କୁ ଖୁସି ମିଳିବ । ଆପଣଙ୍କର କିଛି କଥାରେ ବିବାଦ ଏବଂ ସମସ୍ୟା ହେବାର ସମ୍ଭାବନା ଅଛି ।

ମୀନ

ଆଜି ଆପଣଙ୍କୁ ବ୍ୟବସାୟରେ କଠିନ ସମସ୍ୟାର ସାମନା କରିବାକୁ ପଡିବ । ଅନ୍ୟ ଉପରେ ନିର୍ଭର ରହିବା ଅପେକ୍ଷା ନିଜ ଦ୍ଵାରା ଗୁରୁତ୍ଵପୂର୍ଣ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବା ବୁଦ୍ଧିମାନ ହୋଇ ପାରେ । ସପତ୍ତି ସହିତ ଯୋଡି ହୋଇଥିବା ମାମଲା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ । ପରିବାରର ସମ୍ପୂର୍ଣ ସହଯୋଗ ମିଳିବ । ବନ୍ଧୁଙ୍କ ସହିତ ମିଶି କାମ କରି ପାରନ୍ତି । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *