ଚୈତ୍ର ନବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି ୪ଟି ମଧ୍ୟରୁ କୌଣସି 1 ଜିନିଷ, ପୁରା ବର୍ଷ ଜମେଇ କି ହେବ ଟଙ୍କାବର୍ଷା- Vastu Tips

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ନବରାତ୍ରିରୁ ଆଦିଶକ୍ତିର ଆରାଧନାର ସର୍ବଶ୍ରେଷ୍ଟ ସମୟ ବୋଲି ମାନା ଯାଇଛି । ବନ୍ଧୁଗଣ ଏହି ନବରାତ୍ରିରେ ୯ ଦିନ ପର୍ଯ୍ୟନ୍ତ ମା ଦୂର୍ଗାଙ୍କର ପୂଜା ଅର୍ଚନା କରାଯାଇଥାଏ । ଏହି ନବରାତ୍ରିରେ ଲୋକମାନେ ବ୍ରତ ଓ ପୂଜା କରି ନିଜର ମନସ୍କାମନାକୁ ପୂର୍ଣ୍ଣ କରିଥାନ୍ତି । ବନ୍ଧୁଗଣ ଏହି ବର୍ଷ ନବରାତ୍ରିର ଆରମ୍ଭ ଦୁଇଟି ବିଶେଷ ମହା ସଂଯୋଗ ସମୟରେ ହେବାକୁ ଯାଉଛି । ଏହି ନବରାତ୍ରି ସମୟରେ ଅମୃତ ସିଧି ଯୋଗ ଓ ସର୍ବାର୍ଥ ସିଧି ଯୋଗ ହେବାକୁ ଯାଉଛି ।

ଯଦି ଏହି ନବରାତ୍ରିରେ କୌଣସି ମଣିଷ ଭକ୍ତି ଓ ପୂଜା କରି ମା ଭଗବତୀଙ୍କୁ ପ୍ରସନ୍ନ କରିଦେବ ତା ହେଲେ ତାର ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ନବରାତ୍ରିରେ ହେବାକୁ ଯାଉଥିବା ଏହି ଦୁଇଟି ମହା ସଂଯୋଗର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହ ଜଡିତ ହୋଇ ରହିଛି ।

ତେଣୁ ବନ୍ଧୁଗଣ ଯଦି ଆପଣ ଏହି ନବରାତ୍ରି ସମୟରେ କୌଣସି ନୂଆ କାର୍ଯ୍ୟ କରିବାକୁ ଯାଉଛନ୍ତି ତା ହେଲେ ଆପଣଙ୍କୁ ନିଶ୍ଚୟ ସଫଳତା ହାସଲ ହେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ନିଜ ଘରକୁ ନେଇ ଆସନ୍ତୁ । ବନ୍ଧୁଗଣ ଏହି ଜିନିଷ ଆଣିବା ଦ୍ଵାରା ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ସ୍ଵସ୍ତିକ ଚିହ୍ନ । ଆପଣ ମାନଙ୍କୁ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ନିଜ ଘରକୁ ସ୍ଵସ୍ତିକ ଚିହ୍ନ ଆଣିବାକୁ ହେବ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାରା ଘରକୁ ସକାରାତ୍ମକ ପ୍ରଭାବ ଦେଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ନିଜ ଘରକୁ ସଫା ସୁତୁରା ରଖନ୍ତୁ ଓ ନିଜ ମୁଖ୍ୟ ଦ୍ଵାରାରେ ସ୍ଵସ୍ତିକ ଚିହ୍ନ ନିଶ୍ଚୟ ରଖନ୍ତୁ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି କଇଁଛ । ଆପଣ ମାନଙ୍କୁ ନବରାତ୍ରିର ଆରମ୍ଭ ପୂର୍ବରୁ ନିଜ ଘରକୁ କଇଁଛ ଆଣିବା ଉଚିତ । କଇଁଛକୁ ବାସ୍ତୁଶାସ୍ତ୍ରରେ ବହୁତ ମହତ୍ବପୂର୍ଣ୍ଣ ମନା ଯାଇଛି । ଏହା ସହିତ କଇଁଛକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ ମାନା ଯାଇଛି । ତେଣୁ ଆପଣ ମାନେ ଜୀବିତ କଇଁଛ ବା କୃତ୍ରିମ କଇଁଛକୁ ନିଜ ଘରକୁ ଆଣି ପାରିବେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ମା ଲକ୍ଷ୍ମୀଙ୍କର ଚରଣ ପାଦୁକା । ଯଦି ଆପଣ ନବରାତ୍ରି ପୂର୍ବରୁ ମା ଲକ୍ଷ୍ମୀଙ୍କର ଚରଣ ପାଦୁକା ନିଜ ଘରକୁ ନେଇ ଆସିବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ବନ୍ଧୁଗଣ ଏହା ସହିତ ଆପଣ ମାନଙ୍କ ଆର୍ଥିକ ସ୍ଥିତି ବହୁତ ମଝବୁତ ହୋଇଯିବ ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଦୌଡୁ ଥିବା ଘୋଡାର ଫଟୋ । ଯଦି ଆପଣ ନିଜ ଘର ବା ନିଜ ଅଫିସର ଦକ୍ଷିଣ-ପୂର୍ବ ଦିଗରେ ଦୌଡୁ ଥିବା ଘୋଡାର ଫଟୋ ନବରାତ୍ରି ପୂର୍ବରୁ ଲଗାଇ ଦେବେ ତା ହେଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଏହି ଫଟୋକୁ ଲଗାଇବା ଦ୍ଵାରା ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର ଲାଭ ପାଇବେ ଓ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ । ହେଲେ ବନ୍ଧୁଗଣ ଧ୍ୟାନ ରଖିବେ ସେହି ଫଟୋରେ ଯେପରି ୭ଟି ଘୋଡା ଦୌଡୁ ଥିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *