କେମିତି ବି Thyroid ହେଉ ନା କାହିଁକି ମାତ୍ର 15 ଦିନରେ ମୂଳରୁ ଭଲ ହୋଇଯିବେ, କେବଳ କରନ୍ତୁ ଏହି 2 ଟି ଘରୋଇ ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଥାଇରଡ ସମସ୍ୟା ହେଉଛି । ଏହି ସମସ୍ୟା ସାଧାରଣତଃ ଖାଦ୍ୟ ପେୟର ଅଭାବ ଓ ଭୁଲ ଜୀବନ ଶୈଳୀ ହେତୁ ହୋଇଥାଏ । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ବହୁତ କମ ବର୍ଷ ବୟସରେ ମଧ୍ୟ ଲୋକ ମାନଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧୁଗଣ ଥାଇରଡ ଦୁଇ ପ୍ରକାରର ରହିଥାଏ ପ୍ରଥମଟି ହେଉଛି ହାଇପୋ ଥାଇରଡ ଓ ଦୁତୀୟଟି ହେଉଛି ହାଇପର ଥାଇରଡ ।

ବନ୍ଧୁଗଣ ଏହି ଥାଇରଡ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ କେତେକ ଉପଚାର କରିଥାନ୍ତି ଓ ଏହି ସମସ୍ୟା ପାଇଁ ଲୋକମାନେ ବହୁତ ଟଙ୍କାର ମେଡ଼ିସିନ ମଧ୍ୟ ଖାଇଥାନ୍ତି । ବନ୍ଧୁଗଣ ଏହି ଥାଇରଡ ସମସ୍ୟା ହେବା ଦ୍ଵାରା କେଶ ଝଡିଥାଏ ଓ ଓଜନ ବଢିଥାଏ ।

କିନ୍ତୁ ବନ୍ଧୁଗଣ ଏହି ରୋଗର ଘରୋଇ ଚିକିତ୍ସା ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଯଦି ଆପଣ ମାନଙ୍କର ଏହି ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଦୁଇଟି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜର ଏହି ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିପାରିବେ । ବନ୍ଧୁଗଣ ଏହି ଦୁଇଟି ଉପଚାର ହେଉଛି ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

୧. ବନ୍ଧୁଗଣ ଆମର ପ୍ରଥମ ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ଜିନିଷ ଦରକାର ଗୋମୁତ୍ର । ଯଦି ଆପଣ ମାନଙ୍କର ଥାଇରଡ ସମସ୍ୟା ରହିଛି ତା ହେଲେ ଆପଣ ସଖାଳ ସମୟରେ ଖାଲି ପେଟରେ କେବଳ ୪ ଚାମଚ ଗୋମୁତ୍ରର ସେବନ କରନ୍ତୁ । ଗୋମୁତ୍ର ଥାଇରଡ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଆପଣ ମାନଙ୍କୁ ଗୋମୁତ୍ର ବଜାରରୁ ବହୁତ ସହଜରେ ମିଳିବ ହେଲେ ଚେଷ୍ଟା କରନ୍ତୁ ଶୁଦ୍ଧ ଗୋମୁତ୍ରର ସେବନ କରିବା ପାଇଁ । ସଖାଳ ସମୟରେ ଗୋମୁତ୍ରର ସେବନ କରିବା ପରେ ଆପଣ ମାନେ ଏକ ଗ୍ଳାସ ଉଷୁମ ପାଣିର ସେବନ କରିପାରିବେ । ବନ୍ଧୁଗଣ ଏହାର ସେବନ ଆପଣ ୧ ମାସ କରନ୍ତୁ ଦେଖିବେ ଆପଣଙ୍କ ଥାଇରଡ ସଂପୂର୍ଣ୍ଣ ଦୂର ହୋଇଯିବ ।

୨. ବନ୍ଧୁଗଣ ଆମର ଦୁତୀୟ ଉପଚାର ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଧନିଆ ଦାନା । ବନ୍ଧୁଗଣ ଧନିଆ ଦାନା ଆପଣ ମାନଙ୍କୁ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ । ଆପଣ ମାନେ ଧନୀ ଦାନାକୁ ଗୁଣ୍ଡ କରିଦିଅନ୍ତୁ । ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ଧନିଆ ଗୁଣ୍ଡ ମିଶାଇ ତାହାର ସେବନ କରନ୍ତୁ ।

ବନ୍ଧୁଗଣ ଏହି ମିଶ୍ରଣର ସେବନ ଆପଣ ସଖାଳ ସମୟରେ ଖାଲି ପେଟରେ କରିପାରିବେ  ।ଏହି ଉପଚାର ଥାଇରଡ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତା ହେଲେ ବନ୍ଧୁଗଣ ଏହି ଦୁଇଟି ଉପଚାର ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଉପଚାରର ପ୍ରୟୋଗ କରନ୍ତୁ ଓ ଥାଇରଡ ସମସ୍ୟାକୁ ଦୂର କରନ୍ତୁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *