ଦେଖନ୍ତୁ କିପରି ଚାହୁଁ ଚାହୁଁ ମାଟି ଭିତରେ ପଶିଗଲା କାର, ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏକ ଅ-ଦ୍ଭୁ-ତ ଘ-ଟ-ଣା ଦେଖୁବାକୁ ମିଳିଛି ଯେ କାର ଟି ଖାଲ ରେ ପଶିଗଲା ଓ ଚାହୁଁ ଚାହୁଁ କାର ଟି ମାଟି ଭିତରେ ସମ୍ପୂର୍ଣ୍ଣ ପୋ-ତି ହୋଇଗଲା । ତେବେ ଆମେ ଯେଉଁ ଘ-ଟ-ଣା ସମ୍ପର୍କରେ କହୁଛୁ ତାହା କୌଣସି ନଦୀ କିମ୍ବା ସମୁଦ୍ର କୂଳବର୍ତୀ ଅଞ୍ଚଳ ର ନୁହେଁ ।

ଘଟଣା ଟି ହେଉଛି ମାୟାନଗରୀ ମୁମ୍ବାଇ ର ଗୋଟିଏ ଜନବସତିର । ମୁମ୍ବାଇ ର ଘାଟକୋପ ଅଞ୍ଚଳ ର ଏକ ଆପାର୍ଟମେଂଟ ର ପାର୍କିଂଗ ରେ ଏହି ଘଟଣା ଟି ଘଟିଛି । କାର ଟି ପାର୍କିଂଗ ରେ ଥିବା ସମୟ ରେ ହଟାତ ତା ତଳ ଚଟାଣ ଟି ତଳକୁ ଦବିବାକୁ ଲାଗିଥିଲା । ଏହା ପରେ କାର ଟି ସମ୍ପୂର୍ଣ୍ଣ ଭାବରେ ମାଟି ତଳକୁ ଚାଲି ଯାଇଥିଲା ।

ଯେଉଁ ସ୍ଥାନରେ କାର ଟି ପାର୍କିଂଗ ହୋଇଥିଲା ସେଠାରେ ପ୍ରଥମେ ଗୋଟିଏ କୂଅ ଥିଲା ବୋଲି ଆପାର୍ଟମେଂଟ ର କିଛି ଲୋକ କହୁଛନ୍ତି । ଯେତେବେଳେ ଆପାର୍ଟମେଂଟ ତିଆରି ହୋଇଥିଲା ସେତେବେଳେ କୂଅ ଟି କୁ ପୋ-ତି ସେଠାରେ ଗାଡି ପାର୍କିଂଗ କରିବା ପାଇଁ ସ୍ଥାନ ନିର୍ମାଣ କରାଯାଇଥିଲା ।

ଗତ କିଛି ଦିନ ହେବ ମୁମ୍ବାଇ ରେ ପ୍ରବଳ ବର୍ଷା ଲାଗି ରହୁଥିବା ରୁ ସେଠାକାର ମାଟି ଧସି ଯାଇ ଏହି ପରି ଦୁ-ର୍ଘ-ଟ-ଣା ଘ-ଟି-ଛି ବୋଲି ସ୍ଥାନୀୟ ଲୋକ ମାନେ ଅନୁମାନ କରୁଛନ୍ତି । ଘ-ଟ-ଣା ଘ-ଟି-ବା-ର କିଛି ସମୟ ପରେ ସେଠାରେ ପୁ-ଲି-ସ ପହଞ୍ଚିଥିଲା ଓ ପରେ ଏକ କ୍ରେନ ଅଣାଯାଇ କାର ର ଉଦ୍ଧାର କାର୍ଯ୍ୟ ରେ ଲଗାଯାଇଥିଲା । କାର ର ସନ୍ଧାନ ମିଳିବା ନେଇ ଏପର୍ଯ୍ୟନ୍ତ କୋୖଣସି ସୂଚନା ମିଳି ନାହିଁ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *