କୁକୁର ପାଇଁ ମହାଭାରତ, ମହିଳା ଜଣକ କାନ୍ଦି କାନ୍ଦି କଣ କହୁଛନ୍ତି ଶୁଣନ୍ତୁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବହୁତ ପ୍ରକାର ଅଦ୍ଭୁତ ଘ-ଟ-ଣା ଦେଖିବାକୁ ମିଳୁଛି । କିନ୍ତୁ ଆଜି ଆମେ ଯେଉଁ ଘ-ଟ-ଣା ସମ୍ପର୍କରେ କହିବାକୁ ଯାଉଛୁ ତାହା ପୂର୍ବ ରୁ ଆପଣ କେବେ ମଧ୍ୟ ଶୁଣି ନ ଥିବେ ।

କୁ-କୁ-ର ପାଇଁ କ-ଳି କରି ନଇଁ ମଧ୍ୟ ରେ ମା-ଡ଼-ଗୋ-ଳ ହୋଇଛନ୍ତି ଭୁବନେଶ୍ୱର ର ଦୁଇ ପରିବାର । ଭୁବନେଶ୍ୱର ର ଜଣେ ଅରୁଣ ମହାନ୍ତି ନାମକ ଜଣେ ବାସିନ୍ଦା ଗୋଟିଏ ବୁ-ଲା କୁ-କୁ-ର କୁ ରଖି ତାହାକୁ ଖାଇବାକୁ ଦେଇ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ତାଙ୍କ ପଡୋଶୀ ମହିଳା ଜଣକ ଅ-ଭି-ଯୋ-ଗ କରିଛନ୍ତି । ସେହି କୁ-କୁ-ର ଟି ତାଙ୍କ ପଡୋଶୀ ଘର ସମ୍ମୁଖରେ ପ୍ରତିଦିନ ମ-ଳ ମୂ-ତ୍ର ଆଦି କରୁଛି । ଏହା ସହିତ ତାଙ୍କ ଗାଡି ର ସିଟ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଚି-ରି ଦେଇଥିଲେ ।

ମହିଳା ଜଣଙ୍କ ଏହାର ପ୍ର-ତି-ବା-ଦ କରିବାରୁ ସେ ଓ ତାଙ୍କ ପୁଅ ମିଶି କରି ମହିଳା ଙ୍କୁ ଓ ତାଙ୍କ ପତି ଙ୍କୁ ମା-ଡ଼ ମା-ରି-ଛ-ନ୍ତି । ଏହା ସହିତ ସେ ଛୋ-ଟ ଜା-ତି-ର ପୁଅ କୁ ବିବାହ କରିଛନ୍ତି ବୋଲି ତାଙ୍କୁ ସବୁବେଳେ ଖ-ରା-ପ ଭା-ଷା ରେ ଗା-ଳି କରୁଥିଲେ ବୋଲି ମହିଳା ଜଣକ ଅ-ଭି-ଯୋ-ଗ କରିଛନ୍ତି । କୁ-କୁ-ର ର ପ୍ର-ତି-ବା-ଦ କରିବାରୁ ମଧ୍ୟ ସେ ତାଙ୍କୁ ଓ ତାଙ୍କ ପତି ଙ୍କୁ ବହୁତ ଅ-ଶ୍ଳୀ-ଳ ଭା-ଷା ରେ ଗା-ଳି-ଗୁ-ଲ-ଜ କରିଥିଲେ ।

ମହିଳା ଙ୍କ କହିବା ଅନୁଯାୟୀ ଅରୁଣ ମହାନ୍ତି ଏକ ବୁ-ଲା କୁ-କୁ-ର କୁ ନିଜ ପାଖରେ ରଖି ତାହାକୁ ପ୍ରଶିକ୍ଷଣ ଦେଉଛନ୍ତି ଏପରି କରିବାକୁ । ଯାହା ଦ୍ୱାରା କୁ-କୁ-ର ଟି ପ୍ରଶିକ୍ଷଣ ପାଇ ଏହି ସବୁ କାର୍ଯ୍ୟ କରୁଛି । ମହିଳା ଙ୍କ ପତି ପ୍ରଥମେ କୁ-କୁ-ର ବିଷୟ ରେ କହିବା ପାଇଁ ଅରୁଣ ଙ୍କ ଘରକୁ ଯାଇଥିଲେ । କିନ୍ତୁ ଅରୁଣ ଓ ତାଙ୍କ ପୁଅ ମିଳିତ ଭାବରେ ତାଙ୍କୁ ପ୍ରଥମେ ଗା-ଳି ଗୁ-ଲ-ଜ କରିଥିଲେ ।

ଏହା ପରେ ତାଙ୍କ ସ୍ୱାମୀ ଏହାର ପ୍ର-ତି-ବା-ଦ କରିବାରୁ ସେମାନେ ତାଙ୍କୁ ମା-ଡ଼ ମା-ରି-ଥି-ଲେ ବୋଲି ମହିଳା କହିଛନ୍ତି । ମହିଳା ଜଣଙ୍କ ଏହା ସମ୍ପର୍କରେ ପୂର୍ବ ରୁ କଲୋନୀ ସେକ୍ରେଟାରୀ ଙ୍କୁ ଅ-ଭି-ଯୋ-ଗ ମଧ୍ୟ କରିଥିଲେ । ଅ-ରୁ-ଣ ଙ୍କ କହିବା ଅନୁସାରେ ମହିଳା ଜଣଙ୍କ କିଛି ଦିନ ପୂର୍ବ ରୁ ଗୋଟିଏ ବୁଲା କୁ-କୁ-ର କୁ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ କରିଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ପା-ଟି-ତୁ-ଣ୍ଡ ଲାଗିଥିଲା ।

ମହିଳା ଜଣଙ୍କ କୁ-କୁ-ର କୁ ମା-ରି-ଦେ-ବା-କୁ ମଧ୍ୟ ଧ-ମ-କ ଦେଇଥିଲେ । ଏହା ପରେ ଅରୁଣ ଙ୍କ ପୁଅ ପୋ-ଲି-ସ ପାଖକୁ ଯାଇଥିଲେ । ଥା-ନା ରେ ମା-ମ-ଲା- ର ବୁ-ଝା-ମ-ଣା ହୋଇଯାଇଥିଲା । କିନ୍ତୁ ପୁଣି ସେ ଜଣେ ଗୁ-ଣ୍ଡା ଲ-ଗା-ଇ ତାଙ୍କ ସାନ ଭାଇ ଙ୍କୁ ମା-ଡ଼ ମା-ରି-ଥି-ବା-ରୁ ପୁ-ଣି ଗ-ଣ୍ଡ-ଗୋ-ଳ ଆରମ୍ଭ ହୋଇଥିଲା ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଏହି ଭଳି କ-ରୋ-ନା କା-ଳ-ରେ ଦୁଇ ପରିବାର ସାମାନ୍ଯ କୁ-କୁ-ର କାରଣରୁ କଳି କରିବା କେତେ ଉଚିତ ଆପଣ ମାନେ କୁହନ୍ତୁ । ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *