Nikhil ଙ୍କୁ ବିବାହ କରିବା ପୂର୍ବରୁ ଏହି ଗ୍ୟା-ଙ୍ଗ-ରେ-ପ ଆ-ରୋ-ପି-ର ପ୍ରେମରେ ଥିଲେ Nusrat, ଜେ-ଲ ଯିବାରୁ ଏମିତି ବଞ୍ଚିଥିଲେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମମତା ବାନାର୍ଜୀ ଙ୍କ ଟି ଏମ ସି ରୁ ସାଂସଦ ତଥା ଅଭିନେତ୍ରୀ ନୁ-ସ-ର-ତ ଜା-ହା-ନ ଙ୍କ ବିଷୟ ରେ ଏକ ବଡ଼ ଖବର ଆସିଛି । ଏହା ସହିତ ତାଙ୍କ ବିଷୟ ରେ ଆଉ ଗୋଟିଏ ମଧ୍ୟ ଚମକାଇ ଦେବା ଭଳି ସତ୍ୟ ସାମ୍ନା କୁ ଆସିଛି ।

ନୁସରତ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ୬ ମାସ ର ଗର୍ଭବତୀ ଅଛନ୍ତି । କିନ୍ତୁ ଏହି ବିଷୟ ରେ ତାଙ୍କ ପତି ନିଖିଲ ଜୈନ ଙ୍କୁ କିଛି ଜଣା ନାହିଁ । ସୂଚନା ଅନୁସାରେ ନୁ-ସ-ର-ତ ଙ୍କ ପତି ନିଖିଲ କହିଛନ୍ତି ଯେ ସେ ଦୀର୍ଘ ୬ମାସ ହେବ ଅଲଗା ରହୁଛନ୍ତି ଓ ତାଙ୍କ ବିବାହ ଭା-ଙ୍ଗି-ବା ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ତେଣୁ ସେ କହିଛନ୍ତି ଯେ ଏହି ପିଲା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

ଅନ୍ୟପକ୍ଷରେ ନୁସରତ ଙ୍କ ବିଷୟ ରେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ ନୁ-ସ-ର-ତ ନିଖିଲ ଙ୍କ ପୂର୍ବ ରୁ ଗ୍ୟା-ଙ୍ଗ-ରେ-ପ କେ-ସ ର ଅ-ଭି-ଯୁ-କ୍ତ କା-ଦ-ର ଖାନ ଙ୍କ ସହିତ ପ୍ରେମ ସମ୍ପର୍କ ରେ ରହିଥିଲେ । ପ୍ରଥମ ରୁ ନୁ-ସ-ର-ତ କହୁଥିଲେ ଯେ ନିଖିଲ ଙ୍କ ସହିତ ତାଙ୍କ ର ଏହି ବିବାହ କୁ ସେ କେବେ ମଧ୍ୟ ସ୍ୱୀକାର କରି ନ ଥିଲେ । ଏହି ସମୟ ରେ ସେ ଗ୍ୟା-ଙ୍ଗ-ରେ-ପ କେ-ସ ର ମୁ-ଖ୍ୟ ଅ-ଭି-ଯୁ-କ୍ତ କା-ଦ-ର ଖା-ନ ଙ୍କୁ ନିଜର ହୃଦୟ ଦେଇ ବସିଥିଲେ ।

କିନ୍ତୁ କା-ଦ-ର ଖା-ନ ଙ୍କୁ ଏହି ସମୟ ରେ ପୁ-ଲି-ସ ଗି-ର-ଫ କରି ନେଇଥିଲା । କା-ଦ-ର ଙ୍କ ସହିତ ନୁ-ସ-ର-ତ ଙ୍କ ସ-ମ୍ପ-ର୍କ ଥିବା ଜାଣି ସାରିବା ପରେ ଲୋକ ମାନେ ନୁସରତ ଙ୍କୁ ଗି-ର-ଫ କରିବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ତାଙ୍କୁ ସେହି ସମୟ ରେ ପଶ୍ଚିମବଙ୍ଗ ର ମୁ-ଖ୍ୟ-ମ-ନ୍ତ୍ରୀ ମ-ମ-ତା ବା-ନା-ର୍ଜୀ ବଞ୍ଚାଇ ଦେଇଥିଲେ । ତେଣୁ ତାଙ୍କ ପା-ର୍ଟି ରୁ ସେ ବର୍ତ୍ତମାନ ସାଂ-ସ-ଦ ଅଛନ୍ତି ।


ନୁ-ସ-ର-ତ ୨୦୧୦ ମସିହା ରେ ବିୟୁଟି କଁଟେଷ୍ଟ ଜିତିଵା ପରେ ବଙ୍ଗାଳୀ ସିନେମା ଜଗତ ରେ ସେ ବହୁତ ପ୍ରସିଦ୍ଧ ହୋଇଯାଇଥିଲେ । ଏହା ପରେ ସେ କା-ଦ-ର ଖାନ ଙ୍କୁ ଭଲ ପାଇ ବସିଥିଲେ । ଦୁଇଜଣଙ୍କ ର ବିବାହ ମଧ୍ୟ ସ୍ଥିର ହୋଇଯାଇଥିଲା । କିନ୍ତୁ କୋଲକାତା ର ପା-ର୍କ ଷ୍ଟ୍ରି-ଟ ରେ ଜଣେ ଆଙ୍ଗଲୋ ଭାରତୀୟ ଙ୍କୁ ବ-ଳା-ତ-କା-ର କ-ରା-ଯା-ଇଥିଲା । ଏହି କେ-ସ ରେ ପା-ଞ୍ଚ ଜ-ଣ ଆ-ସା-ମୀ ଧ-ରା-ପ-ଡିଥିଲେ ।

ସେମାନେ ହେଉଛନ୍ତି କା-ଦ-ର ଖାନ, ମ-ହ-ମ୍ମଦ ଅ-ଲ୍ଲୀ,ସୁ-ମି-ଜ ବଜାଜ, ରୁ-ମା-ନ ଖା-ନ, ନା-ସିର ଅ-ଲ୍ଲୀ । କା-ଦ-ର ଖା-ନ ଫେ-ରା-ର ଥିବାରୁ ନୁ-ସ-ର-ତ ଙ୍କୁ ନାମ ମଧ୍ୟ ସେହି ସମୟ ରେ ଆସିଥିଲା । ପୁ-ଲି-ସ ମଧ୍ୟ ତାଙ୍କୁ ପ-ଚ-ରା-ଉ-ଚ-ରା କରିଥିଲା ।

କିନ୍ତୁ ପ-ଶ୍ଚି-ମ-ବ-ଙ୍ଗ ର ମୁ-ଖ୍ୟ-ମ-ନ୍ତ୍ରୀ ତାଙ୍କୁ ବ-ଞ୍ଚା-ଇ ଦେଇଥିଲେ । ସେ ତାଙ୍କୁ ପ–ଶ୍ଚିମ ଘା-ଟ ରୁ ସାଂ-ସ-ଦ ଭାବରେ ଛି-ଡା କରିଥିଲେ ଓ ସେ ବିଜୟ ମଧ୍ୟ ହୋଇଥିଲେ । ପି-ଡି-ତା ଙ୍କ ମୃ-ତ୍ୟୁ ପରେ ସେ ଘ-ଟ-ଣା ଟି ସ୍ତବ୍ଧ ହୋଇଯାଇଥିଲା । କିନ୍ତୁ ପୁଣି ବର୍ତ୍ତମାନ ଆଉ ଏକ ବି-ବା-ଦ- ନୁ-ସ-ର-ତ ଙ୍କ ନାମ ରେ ଶୁଣିବାକୁ ମିଳୁଛି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *