ଚାହୁଁ ଚାହୁଁ ଭୁଷୁଡି ପଡିଲା 3 ମହଲା କୋଠା, ସିସିଟିଭି ରେ କଏଦ ହେଲା ଏମିତି କିଛି ଭୟଙ୍କର ଘଟଣା, ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ।ବନ୍ଧୁଗଣ କ୍ୟାମେରାରେ କଏଦ ହେଇଥିବା ଏହି ସବୁ ଭିଡିଓ ଗୁଡିକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଆଶ୍ଚର୍ଯ୍ୟ ଜନକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ମେ ମାସ ୨୦୨୧ ରେ ଭାରତରେ ଏକ ବଡ ବାତ୍ୟା ଆସିଥିଲା । ସେହି ବାତ୍ୟାର ନାମ ହେଉଛି ତାଉତେ । ତାଉତେ ବାତ୍ୟାର ପ୍ରଭାବ ବହୁତ ଅଧିକ ରହିଥିଲା । ଏହି ବାତ୍ୟା ସମୟରେ ସମୁଦ୍ର ମଧ୍ୟରେ ଥିବା ଏକ ପାଣି ଜାହାଜର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଅଧିକ ଭା-ଇ-ରା-ଲ ହୋଇଥିଲା । ଏହି ଜାହାଜରେ ସୂରଜ ଚୌହାନ ନାମକ ଏକ ବ୍ୟକ୍ତି ବାତ୍ୟା ସମୟର ଭିଡିଓ ବନାଉଥିଲା । ସେହି ସମୟରେ ବାତ୍ୟାର ଚାପରେ ଆସି ସୂରଜ ନିଜ ପ୍ରାଣ ହରାଇ ବସିଥିଲେ । ସୂରଜଙ୍କ ଏହି ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଅଧିକ ମାତ୍ରାରେ ଭା-ଇ-ରା-ଲ ହୋଇଥିଲା ।

୨. ୧୧ ଅଗଷ୍ଟ ୨୦୧୯ରେ ତାମିଲନାଡୁରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା । ଏହି ଘଟଣାଟି ସିସି ଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏହି ଭିଡିଓରେ ଏକ ବୃଦ୍ଧ ମଣିଷ ନିଜ ଘରେ ବସିଥିବା ସମୟରେ ସେହି ଘରକୁ ଦୁଇଟି ଚୋ-ର ପସିଯାଇଥିଲେ । ଚୋ-ର ପଶିବା ମାତ୍ରେ ବୃଦ୍ଧ ଉପରେ ଆ-କ୍ର-ମ-ଣ କରିଥିଲେ । ଏହା ପରେ ବୃଦ୍ଧଙ୍କ ସ୍ତ୍ରୀ ଆସି  ଚୋ-ର ମାନଙ୍କୁ ବିଚଳିତ କରେଇଥିଲେ । ଯାହା ଫଳରେ ଦୁଇଜଣ ଚୋ-ର ସେହି ଜାଗା ଛାଡି ଚାଲି ଯାଇଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହୋଇଥିଲା ।

୩. ମେ ୨୦୨୧ରେ ଝାରଖଣ୍ଡରେ ଏକ ଆଶ୍ଚର୍ଯ୍ୟ ଜଣକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଏକ ପତଳା ମଣିଷ ରାସ୍ତାରେ ଚାଲୁଥିବାର ଦେଖା ଯାଇଥିଲା । ସେହି ମଣିଷଟି ବହୁତ ଭିନ୍ନ ଦେଖଜୁଥିବାରୁ କେତେଜଣ ତାକୁ ଏଲିୟେନ ତ କେତେଜଣ ତାକୁ ଭୁ-ତ କହୁଥିଲେ । ହେଲେ ବନ୍ଧୁଗଣ ସେହି ଭିଡିଓଟି ଫେକ ଥିଲା ବୋଲି ପରେ ଜଣା ପଡିଥିଲା ।

୪. ୨୬ ମେ ୨୦୨୧ରେ ବିହାରର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଅଧିକ ଭା-ଇ-ରା-ଲ ହୋଇଥିଲା । ଏହି ଭିଡିଓରେ ଏକ ଦୁଇ ମହଲା ଘର ହଠାତ ଭୁ-ସୁ-ଡି ରାସ୍ତାରେ ପ-ଡି-ଯାଇଥିଲା । ସେହି ସ୍ଥାନରେ ଥିବା ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ଘରେ ଥିବା ଲୋକ ମାନଙ୍କ ଭାଗ୍ୟ ଭଲ ଥିବାରୁ ସେମାନେ ପୂର୍ବରୁ ହିଁ ଘରୁ ବାହାରି ଯାଇଥିଲେ । ଏହି ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଘଟଣା କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *