ଦେଖନ୍ତୁ ସିନ୍ଦୁର ର ଅଧିକାର ସିରିଏଲ ର ହିରୋଇନ ଇତି (Iti) ଙ୍କ ଜବରଦସ୍ତ ଡାନ୍ସ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ଧାରାବାହିକ ‘ସିନ୍ଦୁର ର ଅଧିକାର’ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ । ଏହି ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ନାମ ହେଉଛି ଇତି । ଇତି ଏହି ଧାରାବାହିକ ରେ ଖୁବ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରୁଛନ୍ତି ।

ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଦର୍ଶକ ମାନେ ଇତି ଙ୍କ ଅଭିନୟ ର ଖୁବ ପ୍ରଶଂସା ମଧ୍ୟ କରନ୍ତି । ନିଜ ସୁନ୍ଦରତା ଏବଂ ଅଭିନୟ ଜରିଆରେ ଏହି ଅଭିନେତ୍ରୀ ଦର୍ଶକ ମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଏହି ଅଭିନେତ୍ରୀ ନିଜର ଏକ ଡାନ୍ସ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ସେୟାର କରିଥିଲେ ।

ଯାହା ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋ-ସି-ଆ-ଲ ମି-ଡି-ଆ ହେଉଛି ଏପରି ଏକ ମାଧ୍ୟମ ଯାହା ଜରିଆରେ ସମସ୍ତେ ନିଜ ଭିତରେ ଥିବା ପ୍ରତିଭା କୁ ପ୍ରସ୍ଫୁଟିତ କରି ପାରନ୍ତି ।

ଓଲିଉଡ ହେଉ ଅଥବା ବଲିଉଡ ସମସ୍ତ କଳାକାର ନିଜ ମଧ୍ୟରେ ଥିବା ପ୍ରତିଭା କୁ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ହିଁ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ପାରିଥାନ୍ତି । ସେହିପରି ଓଡ଼ିଆ ଧାରାବାହିକ ର ଅଭିନେତ୍ରୀ ଇତି ଗତ କିଛି ଦିନ ସୋ-ସି-ଆ-ଲ ମି-ଡି-ଆ ରେ ନିଜର ଏକ ଡାନ୍ସ ଭିଡିଓ ସୋ-ସି-ଆ-ଲ ମି-ଡି-ଆ- ରେ ସେ-ୟା-ର କରିଥିଲେ । ତାଙ୍କର ଏହି ଡାନ୍ସ ଭିଡିଓ କୁ ଦର୍ଶକ ମାନେ ଖୁବ ପସନ୍ଦ ଓ ପ୍ରଶଂସା ମଧ୍ୟ କରୁଛନ୍ତି ।

ଏହି ଭିଡିଓ ରେ ଇତି ବହୁତ ସୁନ୍ଦର ଡାନ୍ସ କରୁଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଦର୍ଶକ ମାନେ ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ପ୍ରକାଶ କରୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଇତି ଙ୍କ ଏହି ଡାନ୍ସ ଭିଡିଓ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ ଇତି ଙ୍କ ଡାନ୍ସ କିପରି ଲାଗିଲା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *