6 ବର୍ଷର ପୁଅର ମୃତ୍ୟୁ ପରେ ମା’ର ଭାବବିହ୍ଵଳ ପୋଷ୍ଟ- ‘ସେ ଚାଲିଗଲା ମୁଁ ଏବେ ଖୁସି, କାରଣ…’ ଶୁଣିଲେ ଆପଣଙ୍କ ଆଖି ବି ଛଳ ଛଳ ହେଇଯିବ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ଏବଂ ଏହା ସହିତ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି  ।

ଏହି ଖବରଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମା ନିଜ ସନ୍ତାନକୁ ସ୍ନେହ ଓ ଆଦର ସହ ବଡ କରିଥାନ୍ତି ।

ଗୋଟେ ମା ସବୁବେଳେ ନିଜ ଛୁଆକୁ ଖୁସିରେ ରଖିବା ପାଇଁ ସମସ୍ତ କଷ୍ଟ ଓ ସଂଘର୍ଷ କରିଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଗୋଟେ ଏଭଳି ମା ବିଷୟରେ କହିବାକୁ ଯାଉଛୁ ଯାହାର ୬ ବର୍ଷର ପୁଅ ମରିବା ପରେ ସେ ଖୁସି ଅଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଏହି ମହିଳାଙ୍କ ନାମ ହେଉଛି ହ୍ବିଟନୀ । ଗତ ଶନିବାର ହ୍ବିଟନୀ ନିଜ ପୁଅର ଫଟୋକୁ ଭିଡିଓ ଜରିଆରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେୟାର କରିବା ପରେ ସେ କହିଛନ୍ତି ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି ଆଉ ସେ ଏବେ ଖୁସି ଅଛନ୍ତି କାରଣ ତାଙ୍କ ପୁଅକୁ ଆସି କଷ୍ଟ ସହିବାକୁ ପଡିବ ନାହିଁ । ହ୍ବିଟନୀଙ୍କ ସୋସିଆଲ ମିଡିଆରେ ୧୭ଲକ୍ଷରୁ ଅଧିକ ଫଲୋୟୋର୍ସ ଅଛନ୍ତି ।

ହ୍ବିଟନୀ କହିଛନ୍ତି, ତାଙ୍କ ୬ବର୍ଷର ପୁଅ ହେରିସନ ଇନଫେଣ୍ଟାଇଲ ନ୍ୟୁରୋଏକ୍ସୋନଲ ଡିଷ୍ଟ୍ରୋ‌କିରେ ପୀଡିତ ଥିଲା । ସେ ତାଙ୍କ ପୁଅର ଅନେକ ଦିନ ହେବ ଚିକିତ୍ସା କରୁଥିଲେ । କିନ୍ତୁ ପୁଅର ସ୍ବାସ୍ଥ୍ୟରେ କୌଣସି ଉନ୍ନତୀ  ହୋଇ ନଥିଲା ।

ହ୍ବିଟନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ  ଭିଡିଓ ସେୟାର କରି ଲେଖିଛନ୍ତି ‘ହେରିସନ ଆଜି ଅପରାହ୍ନ ୩.୩୫ରେ ଦୁନିଆକୁ ଅଲବିଦା କହିଛି। ସେ ବହୁତ ଶୀଘ୍ର ଚାଲିଗଲା। ହେରିସନର ଏଭଳି ଯିବା ‌ହେତୁ ମୁଁ ଭାଙ୍ଗି ପଡ଼ିଛି । କିନ୍ତୁ ଖୁସି ବି ଅଛି । କାରଣ ‌ସେ ଆଉ କଷ୍ଟ ପାଇବ ନାହିଁ । ଏହି ଖବର ବିଷୟରେ ଜାଣି ସମସ୍ତ ଲୋକ ଭାବବହୁଳ ହୋଇପଡିଛନ୍ତି ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *