ଚା’କୁ ଶୁଦ୍ଧ ଓଡିଆରେ କଣ କୁହାଯାଏ, ୯୦% ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର, କଣ ଆପଣ ଜାଣନ୍ତି …

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

ପ୍ରଶ୍ନ . ୧

ଭାରତର କେଉଁ ରାଜ୍ୟରେ ରବର ର ସବୁଠୁ ଅଧିକ ଉତ୍ପାଦନ ହୋଇଥାଏ ।

ଉତ୍ତର-  କେରଳ ରାଜ୍ୟରେ ରବରର ସବୁଠୁ ଅଧିକା ଉତ୍ପାଦନ ହୋଇଥାଏ ।

ପ୍ରଶ୍ନ . ୨

ମନୁଷ୍ୟ ଶରୀରର ସାମାନ୍ୟ ବ୍ଲଡ଼ ପ୍ରେସର କେତେ ହୋଇଥାଏ ।

ଉତ୍ତର- ମନୁଷ୍ୟ ଶରୀରର ସାମାନ୍ୟ ବ୍ଲଡ଼ ପ୍ରେସର ୮୦ ରୁ ୧୨୦ ମି.ମି

ପ୍ରଶ୍ନ . ୩

ରାଷ୍ଟ୍ରପତି ଓ ଲୋକସଭାରେ କେତେ ସଦସ୍ୟ ନାମିତ ହୋଇପାରିବେ ?

ଉତ୍ତର – ଦୁଇ ଜଣ ସଦସ୍ୟ ନାମିତ ହୋଇପାରିବେ ।

ପ୍ରଶ୍ନ . ୪

ମେଘଦୁତ କାହାର ରଚନା ଅଟେ ।

ଉତ୍ତର – ମେଘଦୁତ କାଳିଦାସଙ୍କର ରଚନା ଅଟେ ।

ପ୍ରଶ୍ନ . ୫

ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ର ସହ ସମ୍ବନ୍ଧିତ ଅଟେ ।

ଉତ୍ତର – ଜ୍ଞାନପୀଠ ପୁରସ୍କାର ସାହିତ୍ୟ କ୍ଷେତ୍ର ସହ ସମ୍ବନ୍ଧିତ ଅଟେ ।

ପ୍ରଶ୍ନ . ୬

ଚା’କୁ ଶୁଦ୍ଧ ଓଡ଼ିଆରେ କଣ କୁହାଯାଏ ?

ଉତ୍ତର – ଏମିତିରେ ତ ଓଡ଼ିଆରେ ଚା’କୁ ଚାହା ହିଁ କହିଥାନ୍ତି କିନ୍ତୁ ଶୁଦ୍ଧ ଓଡ଼ିଆରେ କ୍ଷୀର ଓ ଜଳ ମିଶ୍ରିତ ଚିନି ଯୁକ୍ତ ପାହାଡୀ ବୁଟି କହିଥାନ୍ତି । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *