୯ ବର୍ଷରେ ବହୁତ ସୁନ୍ଦର ଓ ଗ୍ଲାମରସ ହୋଇ ଯାଇଛନ୍ତି ଟିଭିର ଛୋଟ ଲକ୍ଷ୍ମୀବାଇ, ତାଙ୍କ ସୁନ୍ଦରତା ଦେଖିଲେ ଆପଣଙ୍କ ପାଇଁ ଚିହ୍ନିବା ବି ହେବ ମୁସ୍କିଲ, ଦେଖନ୍ତୁ କିଛି ସୁନ୍ଦର ଫଟୋ

ଆଗରୁ ସମୟ ଅଲଗା ଥିଲା ଯେତେବେଳେ ସିରୀୟଲରେ ମୁଖ୍ୟ ଅଭିନୟ କରିଥିବା ଲୋକ ହିଁ ଧ୍ୟାନ ନିଜ ଆଡକୁ ଟାଣୁଥିଲା । ଲୋକେ ତାଙ୍କୁ ହିଁ ଦେଖିବାକୁ ପସନ୍ଦ କରୁଥିଲେ ଓ ତାଙ୍କରି ହିଁ କାମର ପ୍ରଶଂସା କରୁଥିଲେ । କିନ୍ତୁ ଏବେ ସେହି ଦିନ ଆଉ ନାହିଁ । ସମୟ ସହିତ ଲୋକଙ୍କର ଟେଷ୍ଟ ମଧ୍ୟ ବଦଳିଲା , ଏବେ ଟିଭିରେ କେବଳ ଆକ୍ଟ୍ରେସ ନୁହେଁ ଛୋଟ ପିଲାଙ୍କୁ ମଧ୍ୟ ଦେଖିବାକୁ ପସନ୍ଦ କରୁଛନ୍ତି । ଆକ୍ଟ୍ରେସ ବଦଳରେ ଛୋଟ ଛୋଟ ପିଲା ତାଙ୍କ ମନରେ କବଜା କରିବାକୁ ଲାଗିଲେଣି , କାହିଁକି ବି କରିବେନି , ଟିଭିରେ କାମ କରୁଥିବା ସବୁ ପିଲା ଏତେ ଭଲ । ସିରୀୟଲରେ ମୁଖ୍ୟ ଅଭିନୟ ବଦଳରେ ଏବେ ଚାଇଲ୍ଡ ଆର୍ଟିଶ୍ଟ ସବୁ ଆଟେଂଶନ ନିଜ ତରଫକୁ ଟାଣି ଆଣୁଛନ୍ତି ।

ଏହି ପିଲାଙ୍କର ଅଭିନୟ ଆଗରେ ବଡ଼ ବଡ଼ କଳାକାର ଆଣ୍ଠେଇ ପଡ଼ୁଛନ୍ତି । ବଲିଉଡରେ କେତେକ ଏମିତି ଷ୍ଟାର ଅଛନ୍ତି ଯିଏକି ତାଙ୍କର ପିଲା ବେଳୁ କ୍ୟାରିୟର ଆରମ୍ଭ କରିସାରିଛନ୍ତି ,ଏହି କଳାକାର ପିଲାବେଳରୁ ନିଜର ଭଲ ଅଭିନୟ ଜରିଆରେ ଏବେ ବଡ଼ହୋଇ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି , ପିଲାବେଳରୁ ହିଁ ଏମାନଙ୍କର ଅଭିନୟ ଦେଖି ଦର୍ଶକ ବୁଝି ଯାଇଥିଲେ କି ଇଏ ବଡ଼ ହୋଇ ଏହି ଲୋକ ନିଜର ଗୋଟେ ଅଲଗା ପରିଚୟ ବନେଇବେ ।

ଆପଣଙ୍କୁ Zee tv ରେ ଆସୁଥିବା ସିରୀୟଲ ‘ ଝାଂସି କି ରାଣୀ’ ତ ମନେ ଥିବ , ଏହି ସିରୀୟଲରେ ଜଣେ ଛୋଟ ପିଲା ଥିଲା ଯିଏ ଝାଂସି କି ରାଣୀ ଲକ୍ଷ୍ମୀବାଇର ଅଭିନୟ କରିଥିଲେ । ଏହି ଝିଅ ରାଣୀ ଲକ୍ଷ୍ମୀବାଇର ଅଭିନୟକୁ ଏତେ ସୁନ୍ଦର ଭାବେ କରିଥିଲେ ଲୋକେ ତାଙ୍କୁ ପ୍ରକୃତରେ ଲକ୍ଷ୍ମୀବାଇ ବୋଲି ଡାକିବାକୁ ଲାଗିଥିଲେ । ଏହି ସିରୀୟଲକୁ ବନ୍ଦ ହେବା ୯ ବର୍ଷ ହୋଇ ସାରିଲାଣି ଓ ଏହି ୯ ବର୍ଷ ଭିତରେ ରାଣୀ ଲକ୍ଷ୍ମୀବାଇଙ୍କ ଅଭିନୟ କରୁଥିବା ଚାଇଲ୍ଡ ଆକ୍ଟ୍ରେଶ ପୁରାପୁରି ଭାବରେ ବଦଳି ସାରିଛନ୍ତି ।

ସିରୀୟଲ ଝାଂସି କି ରାଣୀ’ ରେ ଲକ୍ଷ୍ମୀବାଇର ଅଭିନୟ କରୁଥିବା ଆକ୍ଟ୍ରେସର ପ୍ରକୃତ ନା ହେଲା ଅଲ୍କା ଗୁପ୍ତା । ଅଳ୍କାଙ୍କର ଜନ୍ମ ୧୨ ଏପ୍ରିଲ ୧୯୯୭ ରେ ହେଇଥିଲା । ଝାଂସି କି ରାଣୀ ବନ୍ଦ ହେବା ୯ ବର୍ଷ ହୋଇ ସାରିଲାଣି ଓ ଏହି ୯ ବର୍ଷରେ ସେ ବହୁତ ବଡ଼ ହୋଇଗଲେଣି ।

୯ ବର୍ଷରେ ଅଳ୍କାଙ୍କର ଲୁକ ପୁରା ବଦଳି ଯାଇଛି , ବର୍ଷ ୨୦୧୧ ରେ ଝାଂଶି କି ରାଣୀ ସିରୀୟଲ ବନ୍ଦ ହୋଇଥିଲା ତେବେ ଅଳ୍କା ୧୪ ବର୍ଷର ହୋଇଥିଲେ ।ଆଜି ସେ ୨୩ ବର୍ଷର ହୋଇଗଲେଣି ଓ ଏବେ ସେ ଆଗଠାରୁ ମଧ୍ୟ ଅଧିକ ସୁନ୍ଦର ଓ ଗ୍ଲାମରସ ଦେଖା ଯାଉଛନ୍ତି ।

ଆଜିର ଏହି ପୋଷ୍ଟର ଆମେ ଆପଣଙ୍କ ପାଇଁ ଅଲ୍କାଙ୍କର କିଛି ନୂଆ ଫଟୋ ଆଣିଛୁ , ଫଟୋ ଦେଖିବା ପରେ ନିଜେ କହିବେ କି ଅଳ୍କାଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଆସିଛି । ସରଳ ଦେଖା ଯାଉଥିବା ଅଳ୍କା ଏବେ ବଡ଼ ଓ ମ୍ୟାଚ୍ୟୁର ହୋଇ ସାରିଛନ୍ତି । ଶୁଣିବାକୁ ଆସିଥିଲା କି ସେ ବହୁତ ଶୀଘ୍ର ଵଲିଉଡରେ ଡେବ୍ୟୁ କରିପାରନ୍ତି । କେବେ ଓ କାହା ସହିତ ଏହି କଥା ଜଣା ପଡି ନାହିଁ । ଅଲ୍କା ଆପଣଙ୍କୁ କେମିତି ଲାଗିଲେ ଆମକୁ କମେଣ୍ଟ ବକ୍ସ ରେ କମେଣ୍ଟ କରି ଜଣାଇ ପାରିବେ ଓ ଗୋଟିଏ ଶେୟାର କରିବେ । ମନୋରଞ୍ଜନ ଦୁନିଆର ସବୁ ଖବର ପାଇବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *