ଖତରନାକ ରାଇଫଲ ଦ୍ଵାରା Sidhu MooseWala ଙ୍କ ଉପରେ ଆକ୍ରମଣ, CCTV ରେ ହେଲା ରେକର୍ଡ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ସିଧୁ ମୁସେବାଲାଙ୍କ ହତୟଆକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ସିଧୁ ମୁସେବାଲା ପଞ୍ଜାବର ଜଣେ ଲୋକପ୍ରିୟ ଗାୟକ ଥିଲେ । ଆପଣ ମାନେ ତାଙ୍କର ଅନେକ ସୁପର ହିଟ ଗୀତ ଶୁଣିଥିବେ । ହେଲେ ତାଙ୍କର ହତୟଆ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବହୁତ ବଡ ଝଟକା ଲାଗିଛି । ତେବେ ପଞ୍ଜାବୀ ଗାୟକ ସିଧୁଙ୍କ ହତୟଆ ଦିନ ଦୁଇପହରେ ରାସ୍ତା ଉପରେ କରାଯାଇଛି ।


ମାନସା ଗାଁରେ ମୁସେବାଲାଙ୍କ ଉପରେ ଆସଲ୍ଟ ରାଇଫଲରେ ଫାଇରିଙ୍ଗ କରଯାଇଥିଲା । ଫାଇରିଙ୍ଗରେ ମୁସେବାଲାଙ୍କ ପ୍ରାଣ ଗଲା ଆଉ ତାଙ୍କ ଦୁଇ ବନ୍ଧୁ ଗୁରୁତ୍ଵର ଆହାତ ହେଲେ । ପୂର୍ବରୁ କୁହାଯାଉଥିଲା ମୁସେବାଲାଙ୍କୁ ଏକେ47 ଆସଲ୍ଟ ରାଇଫଲରେ ଗୁଳି କରାଯାଇଛି ହେଲେ ଏବେ କୁହାଯାଉଛି ଏ94 ଆସଲ୍ଟ ରାଇଫଲରେ ମୁସେବାଲାଙ୍କୁ ହତୟଆ କରାଯାଇଛି । ଏହି ବନ୍ଧୁକଟି ଏକେ47 ଠାରୁ ଅଧିକ ଘାତକ ।

ମିଡିଆ ରିପୋର୍ଟସ ଅନୁସାରେ ଜ୍ଞାଙ୍ଗଷ୍ଟର ଲରେନ୍ସ ବୋସ୍ନୋଇଙ୍କ ସାଥି ଓ କାନ୍ନଡାରେ ଗୋଳ୍ଦି ବ୍ରାର ସିଧୁ ମୁସେବାଲାଙ୍କ ହତୟଆର ଦାୟିତ୍ଵ ଦେଇଛନ୍ତି । ବନ୍ଧୁଗଣ ଏବେ ଏହି ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ସିସିଟିଭି ଫୁଟେଜ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ସିଧୁ ମୁସେବାଲାଙ୍କ ଗାଡି ରାସ୍ତାରେ ଯାଉଛି । ସିଧୁଙ୍କ ଗାଡି ପଛରେ ଆଉ ଏକ ଗାଡି ପିଛା କରୁଛି । ଏହା ପରେ ସିଧୁ ଆଉ ସେହି ଗାଡି ଏକ ଗଳି ଭିତରକୁ ପଶି ଯାଉଛନ୍ତି । ବନ୍ଧୁଗଣ କିଛି ସେକେଣ୍ଡ ପରେ ଆସଲ୍ଟ ରାଇଫଲ ଚଲେଇବାର ଆବାଜ ଆସୁଛି । ଏହି ଆବାଜ ଶୁଣି ଆପଣ ଜାଣି ପାରୁଥିବେ ସିଧୁଙ୍କ ଉପରେ କେତେ ଭୟଙ୍କର ଆକ୍ରମଣ ହୋଇଛି ।

ଗୋଟେ ନୁହେଁ କି ଦୁଇଟି ନୁହେଁ ଅନେକ ରାଉଣ୍ଡ ଗୁଳି ସିଧୁଙ୍କ ଉପରେ ଫାଇରିଙ୍ଗ କରାଯାଇଛି ଯାହାର ଆବାଜ ଆପଣ ଏହି ସିସିଟିଭି ଫୁଟେଜ ଦ୍ଵାରା ଶୁଣି ପାରୁଥିବେ । ତା ହେଲେ ବନ୍ଧୁଗଣ ଏବେ ଏହି ସିସିଟିଭି ଫୁଟେଜର ଭିଡିଓ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଘଟଣାକୁ କେନ୍ଦ୍ର କରି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *