ଟିଭି ଇଣ୍ଡଷ୍ଟ୍ରିର ସବୁ ଗୁମର ଖୋଲି କହିଦେଲେ ଏହି TV Actress, ଟିଭି ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ କୁ ନେଇ ଯାହା କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଓଲିଉଡ ହେଉ କିମ୍ବା ବଲିଉଡ କୁହାଯାଏ କି କାଷ୍ଟିଂ କାଉଚ କିମ୍ବା ଝିଅ ସହ ଦୁଷ୍କର୍ମ ହୋଇଥାଏ ଇଣ୍ଡଷ୍ଟ୍ରି ରେ ।

ତେବେ ଏହାକୁ ନେଇ ବର୍ତ୍ତମାନ ଜଣେ ସିରିୟଲ ଅଭିନେତ୍ରୀ ନିଜର ମତାମତ ପ୍ରଦାନ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ । ତେବେ ସେ କହିଛନ୍ତି କି ଏହି ଇଣ୍ଡଷ୍ଟ୍ରି ଏତେ ସହଜ ନୁହେଁ କିମ୍ବା ଏତେ କଷ୍ଟ ମଧ୍ୟ ନୁହେଁ । ନିଜର ପ୍ରତିଭା ଜରିଆରେ ଆପଣ ନିଜର ପରିଚୟ ବନେଇ ପାରିବେ ।

ନିଜ ବାପା ମାଆ ଙ୍କ ନାମ କୁ ଆଲୋକିତ କରି ପାରିବେ ଏହା ସବୁ ଆମ ହାତରେ ହିଁ ରହିଥାଏ । ତେବେ ଯେଉଁମାନେ ଭାବୁଛନ୍ତି କି ଏହି ଲାଇନ ରେ କାମ କଲେ ଅନେକ ଖରାପ ବ୍ୟବହାର ସହିବାକୁ ପଡେ କିନ୍ତୁ ସେଭଳି କିଛି ନୁହଁ । ତେବେ ଗୋଟିଏ ଝିଅର ସମ୍ମାନ ତା ନିଜ ହାତରେ ରହିଥାଏ ।


ତେବେ ଆପଣ ନିଜର ପ୍ରତିଭା ଦେଖାଇ କିମ୍ବା ଅଡିସନ ଦେଇ ଆପଣ ନିଜର ସ୍ୱପ୍ନ କୁ ପାଇ ପାରିବେ ଏଥିରେ କୌଣସି ଦ୍ଵନ୍ଦ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆପଣ ନିଜକୁ ଏପରି ଭାବରେ ଗଢ଼ନ୍ତୁ ଯେପରି କି ଅନ୍ୟ ଜଣେ ଆପଣଙ୍କ ସହ କଥା ହେବାକୁ କିମ୍ବା କିଛି କହିବା ପୂର୍ବରୁ ଶହେ ଥର ଭାବିବ ।

Leave a Reply

Your email address will not be published. Required fields are marked *