ସବୁଠୁ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚିଥିବା ପ୍ରତ୍ଯେକ୍ଷଦର୍ଶୀ କହିଲେ ସିଙ୍ଗର Sidhu Moosewala ଶେଷ କିଛି ସମୟର ପୁରା କାହାଣୀ, ଜୀବିତ ଥିଲେ ସିଦ୍ଧୁ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସାରା ଭାରତରେ ସିଧୁ ମୁସେବାଲାଙ୍କ ହତୟଆକୁ ନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ସିଧୁ ମୁସେବାଲା ପଞ୍ଜାବର ଜଣେ ଲୋକପ୍ରିୟ ଗାୟକ ଥିଲେ । ଆପଣ ମାନେ ତାଙ୍କର ଅନେକ ସୁପର ହିଟ ଗୀତ ଶୁଣିଥିବେ । ହେଲେ ତାଙ୍କର ହତୟଆ ହେବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଏକ ବହୁତ ବଡ ଝଟକା ଲାଗିଛି । ବନ୍ଧୁଗଣ ସିଧୁଙ୍କ ଅସଲି ନାମ ହେଉଛି ସୁଦୀପ ସିଂହ ସିଧୁ ।

ବନ୍ଧୁଗଣ ସିଧୁ ଯେଉଁ ସ୍ଥାନରେ ମୃତ୍ୟୁ ବରଣ କରିଲେ ସେହି ସ୍ଥାନରେ ଥିବା ଜଣେ ଲୋକ ସବୁ କିଛି ଦେଖିଥିଲା । ସେହି ବ୍ୟକ୍ତି ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ସମ୍ପର୍କରେ କହିଛନ୍ତି । ବ୍ୟକ୍ତିଙ୍କ ନାମ ହେଉଛି ମେସି । ସିଧୁଙ୍କୁ ଗୁଳି ଲାଗିବା ପରେ ମେସି ତାଙ୍କୁ ଗାଡିରୁ ବାହାର କରି ଅନ୍ୟ ଗାଡିକୁ ନେଇଥିଲେ । ମେସି କହିଛନ୍ତି-‘ପ୍ରଥମେ ଗୁଳି ମାରିବାର ଖବର ଆମି ଜାଣିଲୁ ଆଉ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ ।

ଏହା ପରେ ଆମେ ଯେତେବେଳେ ଜାଣିଲୁ ସେଇଟା ସିଧୁ ମୁସେବାଲାଙ୍କର ଗାଡି ସେତେବେଳେ ଆମେ ଗାଡିର କାଚ ଭାଙ୍ଗି ତାଙ୍କୁ ବାହାର କରିଲୁ । ସେହି ସମୟରେ ସିଧୁଙ୍କର ନିଶ୍ଵାସ ଚାଲିଥିଲା । ରାସ୍ତାରେ ଗାଡି ଆସୁଥିଲା ଆମେ ଗାଡିକୁ ଅଟକାଇ ସିଧୁଙ୍କୁ ଗାଡିରେ ବସେଇ ହସ୍ପିଟାଲ ନେଉଥିଲୁ । ହେଲେ ହସ୍ପିଟାଲ ଯାଉଥିବା ବେଳେ ସିଧୁଙ୍କର ମୃତ୍ୟୁ ହୋଇଗଲା ।

ସିଧୁଙ୍କ ଗାଡିରେ ସିଧୁଙ୍କ ସହ ଆଉ ଦୁଇ ଜଣ ଥିଲେ । ସିଧୁଙ୍କ ସହିତ ଆଉ ଜଣଙ୍କୁ ବି ଗୁଳି ଲାଗିଛି । ଯେଉଁ ମାନେ ଗୁଳି ମାରିଲେ ସେମାନେ ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ଫେରାର ହେଇଗଲେ । 35 -40 ରାଉଣ୍ଡ ଫାଇରିଙ୍ଗ ହେଉଛି । କାନ୍ଥରେ ବି ଗୁଳି ବାଜିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମେସି ସେହିଦିନର ଘଟଣା ବିଷୟରେ କହିଛନ୍ତି ।

ମେସି ଅତି ସାହସିକତାର ସହ ସିଧୁଙ୍କୁ ଗାଡିରୁ ବାହାର କରି ଏକ ଅଲଗା ଗାଡିରେ ବସାଇ ଥିଲେ ଆଉ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରି ସାରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *