CBI ର ଜେରାରେ ଡରିଗଲା ନୀରଜ, କହିଦେଲା ୧୪ ଜୁନ ସକାଳ ୧ ଘଣ୍ଟାର କାଣ୍ଡ, ନୀରଜ ନାଁ ରେ ବି ଥିଲା ଆକାଉଣ୍ଟ

ସୁଶାନ୍ତ ଙ୍କ ସହିତ ତାଙ୍କ ଫ୍ଲାଟ ରେ ରହୁଥିବା ସିଦ୍ଧାର୍ଥ ପିଠାନି, ଚାକର ନୀରବ, ଓ କୁକ କେଶବ କୁ CBI ଟୀମ ମୁମ୍ବାଇ ପହଞ୍ଚିବାର ପ୍ରଥମ ଦିଆନରୁ ଲାଗାତାର ପଚରା ଉଚରା କରୁଛି । ପ୍ରତ୍ଯେକ ଦିନ ନୂଆ ନୂଆ କଥା ସାମ୍ନା କୁ ଆସୁଛି । CBI କେମିତି ଜେରା କରେ ଏହା ତ ସମସ୍ତେ ଜାଣିଛନ୍ତି ଓ CBI ର ଏହି ଜେରାରେ ନୀରଜ ଏମିତି ବହୁତ କିଛି କଥା କହି ଦେଲା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଓ ସୁଶାନ୍ତ ସିଂହ ମାମଲା କୁ ପୁରା ସତ ସାମ୍ନା କୁ ଆଣିଛି । ଚାକର ନୀରଜ CBI କୁ କହିଲା କି ତା’ର ନାମରେ କୋଟାକ ମହିନ୍ଦ୍ରା ବ୍ଯାଙ୍କ ରେ ଏକ ଆକାଉଣ୍ଟ ଅଛି ଓ ସେହି ଆକାଉଣ୍ଟ କୁ ରିୟା ଚକ୍ରବର୍ତୀ ଓ ଦିପେଶ ସାବନ୍ତ ହ୍ୟାଣ୍ଡେଲ କରୁଥିଲେ ।

ନୀରଜ ଅନୁସାରେ ଏହି ଆକାଉଣ୍ଟ ରେ ସୁଶାନ୍ତ ସିଂହ ରାଜପୁତ ଙ୍କର ହିଁ ଟଙ୍କା ଥିଲା ଓ ଏହି ଆକାଉଣ୍ଟ କୁ ରିୟା ଓ ଦିପେଶ ହ୍ୟାଣ୍ଡେଲ କରୁଥିଲେ । ଏତିକି ନୁହେଁ ନୀରଜ ର ଏହି ଆକାଉଣ୍ଟ ରେ ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ହେଭି ଟ୍ରାଞ୍ଜାକ୍ସନ ହେଉଥିଲା । ନୀରଜ କହିଲା କି ସିଦ୍ଧାର୍ଥ ପିଠାନି ବି ରିୟା ଓ ଦିପେଶ ଙ୍କ ସହିତ ସାମିଲ ଥିଲା ଓ ସେ ବି ଏହି ଆକାଉଣ୍ଟ ଟଙ୍କାରେ ଭାଗୀଦାର ଥିଲା ।

୧୪ ଜୁନ କୁ ନେଇ ନୀରଜ ଏମିତି କିଛି କହିଲା ଯାହା ପୁରା କେସ ର ରାଜ କୁ ଖୋଲି ଦେଉଛି । ଚାକର ନୀରଜ କୁ CBI କହିଲା କି ଭଲ ଭାବେ ମାନେ ପକାଇ କାହା କି ୧୪ ଜୁନ କୁ କଣ ହେଇଥିଲା ? ସୁଶାନ୍ତ ଙ୍କୁ ଜୁଷ ଦେବା ପରେ ସିଦ୍ଧାର୍ଥ ଓ ଦିପେଶ କେଉଁଠି ବସିଥିଲେ । ନୀର୍ସ୍ଜ କହିଲା କି କୁକ କେଶବ ହିଁ ସୁଶାନ୍ତଙ୍କୁ ଜୁଷ ଓ ନଡିଆ ପାଣି ଦେଇଥିଲା । ଯେତେବେଳେ କି କଦଳୀ ସୁଶାନ୍ତ ଖାଇ ନଥିଲେ । ଏହା ପରେ କେଶବ ତଳ ଫ୍ଲୋର କୁ ଆସିଗଲା ଓ ନୀରଜ ବି ସେହି ତଳ ଫ୍ଲୋର ରେ ଥିଲା । ନୀରଜ କହିଲା କି ପୁରା ୧ ଘଣ୍ଟା ପର୍ଯ୍ୟନ୍ତ ସେ ସେହି ତଳ ଫ୍ଲୋର ରେ ହିଁ ଥିଲେ ।

ଏହି ସମୟରେ ସେ ଦୁଇ ଜଣ ଜଳଖିଆ ଖାଇଥିଲେ, କିଚେନ ସଫା କରିଥିଲେ ଓ ତଳ ଫ୍ଲୋର କୁ ବି ସଫା କରିଲେ । ନୀରଜ କହିଲା କି ପୁରା ୧ ଘଣ୍ଟା ପରଜ୍ଯ ସିଦ୍ଧାର୍ଥ ପିଠାନି ଓ ଦିପେଶ ସାବନ୍ତ ଉପର ଫ୍ଲୋର ରେ ସୁଶାନ୍ତ ସାର ଙ୍କ ଠିକ ବାହାର ବାଲା ରୁମ ରେ ବସିଥିଲେ । ଆଜ୍ଞା ହଁ ଏହା ହିଁ ନୂଆ ଟ୍ଵିଷ୍ଟ ଅଟେ କାରଣ ଏହା ପରେ ନୀରଜ ଯାହା କହିଲା ତାହା ବହୁତ ଆଶ୍ଚର୍ଜୟ ଜଣକ ଥିଲା । ସେ କହିଲା କି ସେହି ୧ ଘଣ୍ଟାରେ ଦିପେଶ ଓ ସିଦ୍ଧାର୍ଥ କଣ କରିଲେ ତାକୁ ଜଣା ନାହିଁ ।

ନୀରଜ ଅନୁସାରେ ସେହି ୧ ଘଣ୍ଟାରେ ଦିପେଶ ଓ ସିଦ୍ଧାର୍ଥ କଣ କରିଲେ ତାକୁ ଜଣା ନାହିଁ । ନୀରଜ ମତରେ ସେହି ୧ ଘଣ୍ଟାରେ ସିଦ୍ଧାର୍ଥ ଓ ଦିପେଶ ସୁଶାନ୍ତ ସାର ଙ୍କ ସହିତ କିଛି କରିଛନ୍ତି ତାକୁ ଜଣା ନାହିଁ କିନ୍ତୁ ଯେତେବେଳେ ପରେ ସେ ଉପର ଫ୍ଲୋର କୁ ଗଲା ତେବେ ସିଦ୍ଧାର୍ଥ ଓ ଦିପେଶ ସୁଶାନ୍ତ ସାର ଙ୍କ ବାହାର ବାଲା ରୁମ ରେ ବସିଥିଲେ ଓ ନୀରଜ ହିଁ ସିଦ୍ଧାର୍ଥକୁ ସୁଶାନ୍ତଙ୍କୁ ଫୋନ କରିବାକୁ କହିଲା ଯେତେବେଳେ କବାଟ ଖୋଲିଲା ନାହିଁ । ଯେତେବେଳେ ସିଦ୍ଧାର୍ଥ କହୁଛି କି ଯେତେବେଳେ ସୁଶାନ୍ତଙ୍କୁ ଜୁଷ ଦିଆଗଲା ସେ ତା ପରେ ତଳ ବାଲା ଫ୍ଲୋର ରେ ଥିଲା କିନ୍ତୁ ନୀରଜ ସଫା ସଫା କହିଲା କି ସିଦ୍ଧାର୍ଥ ପିଠାନି ଓ ଦିପେଶ ଉପରବାଲା ଫ୍ଲୋର ରେ ଥିଲେ ଓ ୧ ଘଣ୍ଟା ପର୍ଯ୍ୟନ୍ତ ସେ ଦୁଇ ଜଣ ସେଠାରେ ଏକୁଟିଆ ଥିଲେ ।

ମାନେ ଏହି ୧ ଘଣ୍ଟା ମଧ୍ୟରେ ଖେଳ ଖେଳା ଯାଇଥିଲା । ନୀରଜ ବି ଏହାର ଇସାରା ଦେଇଦେଲା କି ହେଇପାରେ ଏହି ୧ ଘଣ୍ଟାରେ ସିଦ୍ଧାର୍ଥ ଓ ଦିପେଶ ସୁଶାନ୍ତଙ୍କ କାମ ଶେଷ କରିଦେଲେ । ନହେଲେ ବାରମ୍ବାର ସିଦ୍ଧାର୍ଥ ପିଠାନି କାହିଁକି କହୁଛି କି ସେ ତଳ ବାଲା ଫ୍ଲୋର ରେ ଥିଲା ଯେତେବେଳେ କି ନୀରଜ କହୁଛି କି ସେ ଉପର ବାଲା ଫ୍ଲୋର ରେ ଥିଲା । ଏବେ CBI କୁ ବି ଏହି କେସ ର ସତ୍ୟତା କୁ ସାମନାକୁ ଆଣିବାକୁ ହେବ । ଆମକୁ ତ ପୁରା ବିଶ୍ଵାସ ଅଛି ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଆପଣଙ୍କ ମତାମତ ଆମକୁ କମେଣ୍ଟ ରେ ନିଶ୍ଚୟ ଜନାନତୁ ଓ ଏ ବିଷୟରେ ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *